ଭାରତ ଓ ଆମେରିକା ମଧ୍ୟରେ ଶେଷ ହୋଇପାରେ ଟାରିଫ ୱାର
ଭାରତ ଓ ଆମେରିକା ମଧ୍ୟରେ ଚାଲିଥିବା ବାଣିଜ୍ୟିକ ଉତ୍ତେଜନା ଶୀଘ୍ର ଶେଷ ହୋଇପାରେ । ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଘୋଷଣା କରିଛନ୍ତି ଯେ ସେ ଭାରତ ସହ ଏକ ନୂଆ ବାଣିଜ୍ୟ ଚୁକ୍ତି କରିବେ ।...
ଏସ୍ଆଇ ପରୀକ୍ଷା ଦୁର୍ନୀତି ମାମଲା,୧୧୪ ପରୀକ୍ଷାର୍ଥୀଙ୍କ ଜାମିନ ମଞ୍ଜୁର
ଓଡ଼ିଶା ପୋଲିସ ଏସ୍ଆଇ ନିଯୁକ୍ତି ପରୀକ୍ଷା ଦୁର୍ନୀତି ମାମଲାରେ ଗିରଫ ହୋଇଥିବା ୧୧୪ ଜଣ ପରୀକ୍ଷାର୍ଥୀଙ୍କୁ ବ୍ରହ୍ମପୁର ଭିଜିଲାନ୍ସ କୋର୍ଟ ଜାମିନ ଦେଇଛନ୍ତି। ତେବେ ମୁଖ୍ୟ ଅଭିଯୁକ୍ତ ମୁନା ମହାନ୍ତି ସହ ୯ ଜଣଙ୍କ ଜାମିନ ଆବେଦନ...
ଭାରତ-ଆଫଗାନିସ୍ତାନ ମିତ୍ରତା, ପାକିସ୍ତାନ ପାଇଁ ଚିନ୍ତାର କାରଣ
ପାକିସ୍ତାନର ପ୍ରତିରକ୍ଷା ମନ୍ତ୍ରୀ ଖୱାଜା ଆସିଫ ପୁଣି ଥରେ ଭାରତ ବିରୋଧୀ ମନୋଭାବ ପ୍ରକାଶ କରିଛନ୍ତି। ସେ ଅଭିଯୋଗ କରିଛନ୍ତି ଯେ ଆଫଗାନିସ୍ତାନ ଭାରତର ପ୍ରଭାବରେ ଚାଲୁଛି ଏବଂ ଦିଲ୍ଲୀର ନିୟନ୍ତ୍ରଣରେ ପାକିସ୍ତାନରେ ଆତଙ୍କବାଦ ପ୍ରସାର କରୁଛି।...
ପୁଣି ଯୁଦ୍ଧବିରତି ଚୁକ୍ତି ଉଲ୍ଲଂଘନ କଲା ଇସ୍ରାଏଲୀ ସେନା
ଯୁଦ୍ଧବିରତି ଚାଲିଥିବା ସମୟରେ ମଧ୍ୟ ଇସ୍ରାଏଲ ମଙ୍ଗଳବାର ଦିନ ଗାଜାରେ ବିମାନ ଆକ୍ରମଣ ଆରମ୍ଭ କରିଛି। ଗାଜାର ନାଗରିକ ପ୍ରତିରକ୍ଷା ବିଭାଗ ଅଭିଯୋଗ କରିଛି ଯେ, ହମାସ ସୈନ୍ୟମାନଙ୍କ ଉପରେ ଆକ୍ରମଣ କରି ଆମେରିକା ମଧ୍ୟସ୍ଥତାରେ ହୋଇଥିବା...
ଦିନକୁ ଦିନ ଭଲ ହେବାରେ ଲାଗିଛି ଭାରତ-ଚୀନ୍ ସଂପର୍କ
ଭାରତ ଓ ଚୀନ୍ ପୁଣିଥରେ ସୀମା ବିବାଦ ନେଇ ଆଲୋଚନା କରିଛନ୍ତି। ଚୀନ୍ ପ୍ରତିରକ୍ଷା ମନ୍ତ୍ରଣାଳୟ ବୁଧବାର ଜାଣାଇଛି ଯେ ଉଭୟ ଦେଶର ସେନା ପଶ୍ଚିମ ସୀମା ଅଞ୍ଚଳରେ ନିୟନ୍ତ୍ରଣ ଓ ପରିଚାଳନା ବିଷୟରେ ଗଭୀର...
ବାତ୍ୟା ମୋନ୍ଥାରୁ ବର୍ତିଗଲା ଓଡିଶା
ବାତ୍ୟା ମୋନ୍ଥା ସ୍ଥଳଭାଗ ଛୁଇଁବା ପରେ ଧୀରେ ଧୀରେ ଦୁର୍ବଳ ହୋଇ ଏବେ ଘୂର୍ଣ୍ଣିଝଡ଼ର ରୂପ ନେଇଛି। ପୂର୍ବ ଅନୁମାନ ଅନୁଯାୟୀ କାକିନଡ଼ାରେ ନୁହେଁ, ବରଂ ନର୍ସାପୁର ନିକଟରେ ଏହା ସ୍ଥଳ ଭାଗ ଛୁଇଁଛି। ଏବେ ମୋନ୍ଥା...
ବାତ୍ୟା ମୋନ୍ଥା’ର ପ୍ରଭାବ ଓଡିଶାରେ ପଡ଼ିନାହିଁ : ମୁଖ୍ୟମନ୍ତ୍ରୀ
ବାତ୍ୟା ପରିସ୍ଥିତିକୁ ନେଇ ମୁଖ୍ୟମନ୍ତ୍ରୀ ପ୍ରେସମିଟ୍ କରିଛନ୍ତି। ସେ ୮ ଜିଲ୍ଲାର ସ୍ଥିତି ସମୀକ୍ଷା କରି ରାଜସ୍ବ ମନ୍ତ୍ରୀ ଓ ଏସ୍ଆରସିଙ୍କ ସହ ବିସ୍ତୃତ ଆଲୋଚନା କରିଛନ୍ତି। ମୁଖ୍ୟମନ୍ତ୍ରୀ କହିଛନ୍ତି,ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ହେଉଥିବା ସତ୍ତ୍ବେ ଓଡ଼ିଶାରେ ବାତ୍ୟାର...
ସରକାରୀ କର୍ମଚାରୀଙ୍କ ପାଇଁ ଖୁସି ଖବର , ବଢିଲା ପେନସନ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଅଧ୍ଯକ୍ଷତାରେ ଆୟୋଜିତ କେନ୍ଦ୍ର କ୍ୟାବିନେଟ ବୈଠକରେ ଅଷ୍ଟମ ବେତନ କମିଶନ ପ୍ରସ୍ତାବକୁ ମଞ୍ଜୁରୀ ଦିଆଯାଇଛି। ଏହା ସହିତ କେନ୍ଦ୍ର ସରକାରୀ କର୍ମଚାରୀମାନେ ଆଗାମୀ ଜାନୁଆରୀ ୨୦୨୬ରୁ ନୂଆ ବେତନ ଲାଭ କରିପାରିବେ ବୋଲି...
କଡ଼ା ଚେତାବନୀ ଦେଲେ ମୁଖ୍ୟମନ୍ତ୍ରୀ : ଦୁର୍ନୀତିର କ୍ଷମା ନାହିଁ
ଓଡ଼ିଶାରେ ରାଜ୍ୟସ୍ତରୀୟ ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ୨୦୨୫ ପାଳନ ହୋଇଛି। ଏହା ସମ୍ପର୍କରେ ଲୋକସେବା ଭବନର କନଭେନସନ ହଲରେ ବିଶେଷ କାର୍ଯ୍ୟକ୍ରମ ଆୟୋଜିତ ହୋଇଥିଲା।ଏହି ଅବସରରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ମୁଖ୍ୟ ଅତିଥି ଭାବେ...
ବାତ୍ୟା ମୋନ୍ଥା’ ପ୍ରଭାବରେ ଭୂସ୍ଖଳନ ଯୋଗୁଁ ଅନେକ ସ୍ଥାନରେ ରାସ୍ତା ଅବରୋଧ
‘ମୋନ୍ଥା’ ବାତ୍ୟାର ପ୍ରଭାବରେ ଗଜପତି ଜିଲ୍ଲାରେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି। ଅଗ୍ନିଶମ ବିଭାଗର ଡିଜି ସୁଧାଂଶୁ ଷଡଙ୍ଗୀ ଏହି ସୂଚନା ଦେଇଛନ୍ତି। କାଶୀନଗର ଓ ଆର.ଉଦୟଗିରିରେ ମାଟି ଅତଡ଼ା ଖସିଛି। ଗୁମ୍ଫା, ମୋହନା ଏବଂ ରାୟଗଡ଼ା...


















