ଝାଡଖଣ୍ଡରେ କାମ କଲାନି ମୋଦୀ ମନ୍ତ୍ର, ସରକାର ଗଢିବ ଜେଏମଏମ ମେଣ୍ଟ
ଝାଡଖଣ୍ଡରେ ଫେଲ୍ ମାରିଲା ମୋଦୀ-ଶାହାଙ୍କ ଷ୍ଟ୍ରାଟେଜୀ । ମୋଟ 81 ବିଧାନସଭା ଆସନ ମଧ୍ୟରୁ ଇଣ୍ଡିଆ ମେଣ୍ଟକୁ ବଡ ସଫଳତା ମିଳିଛି । ଦ୍ବିତୀୟ ଥର ପାଇଁ ଜେଏମଏମ ନେତା ହେମନ୍ତ ସୋରେନ ସରକାର ଗଢିବାକୁ ଯାଉଛନ୍ତି । ଇଣ୍ଡିଆ...
ବୈକୁଣ୍ଠଧାମ ଭଙ୍ଗାଯିବା ଉପରେ ରହିତାଦେଶ
ଖଣ୍ଡଗିରିସ୍ଥିତ ବିବାଦୀୟ ବୈକୁଣ୍ଠଧାମ ଆଶ୍ରମ ଭଙ୍ଗାଯିବା ନିଷ୍ପତ୍ତି ଉପରେ ରହିତାଦେଶ ଦେଇଛନ୍ତି ହାଇକୋର୍ଟ । ଆସନ୍ତାକାଲି (ଶୁକ୍ରବାର) ଦିନ ବୈକୁଣ୍ଠଧାମ ଆଶ୍ରମ ଭାଙ୍ଗିବା ପାଇଁ ବିଡିଏ କର୍ତ୍ତୃପକ୍ଷ ଘୋଷଣା କରିଥିଲେ । ଆଜି ମାଇକ ଯୋଗେ ଆଶ୍ରମ ପରିସର ଖାଲି...
ସରକାରୀ ଚାକିରୀ ଚୟନରେ ସ୍ବଚ୍ଛତା ପାଇଁ ନୂଆ ନୀତି : ଅପରାଧୀକୁ ମିଳିବ ଜେଲ୍, ଜୋରିମାନା
ସରକାରୀ ଚାକିରୀ ଚୟନ ପ୍ରକ୍ରିୟାରେ ବାରମ୍ବାର ତ୍ରୁଟି ଅଭିଯୋଗ । ପ୍ରଶ୍ନପତ୍ର ପ୍ରଘଟ ଠୁ ଆରମ୍ଭ କରି ଲାଞ୍ଚ କାରବାର । ଉପରୁ ସୁପାରିଶ । ଏମିତି ଚୟନ ପ୍ରକ୍ରିୟାକୁ ନେଇ ବାରମ୍ବାର ରାଜରାସ୍ତାକୁ ଓହ୍ଲାଉଥିଲେ ବେକାର ଯୁବକ ।...
ଆଂଟିବାୟୋଟିକ୍କୁ ଅଧିକ ବିକଶିତ କରିବା ନିମନ୍ତେ ସମାଜର ସବୁବର୍ଗଙ୍କ ସହଯୋଗ ଆବଶ୍ୟକ: ବିଶେଷଜ୍ଞ
ଭୁବନେଶ୍ୱର : ମହାମାରୀରେ ଭାରତରେ ୫ ଲକ୍ଷରୁ ଊର୍ଦ୍ଧ୍ୱ ଲୋକଙ୍କର ମୃତ୍ୟୁ ହୋଇଥିବା ବେଳେ ଜୀବନର ରକ୍ଷାକାରୀ ସାଜିଥିଲା ଜୀବାଣୁକୁ ଅକାମୀ କରୁଥିବା ଆଂଟିବାୟୋଟିକ । ତେଣୁ ଏଭଳି ଆଂଟିବାୟୋଟିକ୍ଗୁଡ଼ିକୁ ଅଧିକ ମାତ୍ରାରେ ବିକଶିତ କରିବା ପାଇଁ ସମାଜର ସହଯୋଗର...
କ୍ୟୁଏସ୍ ଏସିଆ, ଦକ୍ଷିଣ ଏସିଆ ୟୁନିଭର୍ସିଟି ରାଙ୍କିଙ୍ଗରେ ସମ୍ମାନଜନକ ସ୍ଥାନରେ ସୋଆ
ଭୁବନେଶ୍ୱର : ସମ୍ମାନଜନକ କ୍ୟୁଏସ୍ ୱାର୍ଲ୍ଡ ୟୁନିଭର୍ସିଟି ର୍ୟାଙ୍କିଙ୍ଗ୍-୨୦୨୫ (ଅଂଚଳ ଭିତିକ) ରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ) ଦକ୍ଷିଣ ଏସିଆ ଏବଂ ଏସିଆ ୟୁନିଭର୍ସିଟି ରାଙ୍କିଂରେ ମହତ୍ୱପୂର୍ଣ୍ଣ ସ୍ଥାନ ହାସଲ କରିଛି । ଦକ୍ଷିଣ ଏସିଆ ନିମନ୍ତେ ଏସିଆ...
କମଲା ହାରିସଙ୍କୁ ହରାଇ ନିର୍ବାଚନ ଜିତିଲେ ଟ୍ରମ୍ପ
ନିର୍ବାଚନ ଜିତିଲେ ଡୋନାଲ୍ଡ ଟ୍ରମ୍ପ । ରିପବ୍ଲିକାନ ପାର୍ଟି ପ୍ରାର୍ଥୀ ତଥା ପୂର୍ବତନ ରାଷ୍ଟ୍ରପତି ଟ୍ରମ୍ପ ଆମେରିକାର 47 ତମ ରାଷ୍ଟ୍ରପତି ହେବାକୁ ଯାଉଛନ୍ତି । ଟ୍ରମ୍ପଙ୍କ ସପକ୍ଷରେ 277 ଭୋଟ ମିଳିଥିବା ବେଳେ ତାଙ୍କ ପ୍ରତିଦ୍ବନ୍ଦୀ କମଲା ହାରିସଙ୍କୁ...
ବନ୍ଦ ହେଲା ଇସ୍କନର ଅଦିନିଆ ରଥଯାତ୍ରା
ଶେଷରେ ଓଡିଆ ଭାବାବେଗକୁ ଦୃଷ୍ଟିରେ ରଖି ଇସ୍କନ କର୍ତ୍ତୃପକ୍ଷ ଅଦିନିଆ ରଥଯାତ୍ରାକୁ ବନ୍ଦ ରହିଛନ୍ତି । ଆସନ୍ତା 9 ତାରିଖରେ ଆମେରିକାର ହ୍ୟୁଷ୍ଟନରେ ରଥଯାତ୍ରା କରିବା ପାଇଁ ପ୍ରସ୍ତୁତି ଚୂଡାନ୍ତ ପର୍ଯାୟରେ ପହଞ୍ଚିଥିଲା । ତେବେ ଅଦିନିଆ ରଥଯାତ୍ରାକୁ ଦୃଷ୍ଟିରେ...
ଆମେରିକା ରାଷ୍ଟ୍ରପତି ନିର୍ବାଚନ ପାଇଁ ଚାଲିଛି ମତଦାନ
ବିଶ୍ବର ସବୁଠୁ ଶକ୍ତିଶାଳୀ ରାଷ୍ଟ୍ର କୁହାଯାଉଥିବା ଆମେରିକାରେ ରାଷ୍ଟ୍ରପତି ନିର୍ବାଚନ ପାଇଁ ଆଜି ଭାରତୀଯ ସମୟ ଅପରାହ୍ନ ଚାରିଟାରୁ ମତଦାନ ଆରମ୍ଭ ହୋଇଛି । ଦୁଇ ପ୍ରମୁଖ ପ୍ରତିଦ୍ବନ୍ଦୀ ଡେମୋକ୍ରାଟିକ ପାର୍ଟିର କମଲା ହାରିସ୍ ଏବଂ ରିପବ୍ଲିକାନ ପାର୍ଟି ପ୍ରାର୍ଥୀ...
ନଭେମ୍ବର ଶେଷ ସୁଦ୍ଧା ମିଳିବ ‘ସୁଭଦ୍ରା’ର ତୃତୀୟ ପର୍ଯ୍ୟାୟ କିସ୍ତି : ପ୍ରଭାତୀ ପରିଡା
ଭୁବନେଶ୍ବର: ନଭେମ୍ବର ଶେଷ ସୁଦ୍ଧା ସୁଭଦ୍ରା ଯୋଜନାର ହିତାଧିକାରୀଙ୍କୁ ତୃତୀୟ ପର୍ଯ୍ୟାୟ କିସ୍ତି ଟଙ୍କା ମିଳିବ । ତୃତୀୟ ପର୍ଯ୍ୟାୟରେ 20 ଲକ୍ଷରୁ ଅଧିକ ହିତାଧିକାରୀ ଏହି ଟଙ୍କା ପାଇବେ ବୋଲି ସୂଚନା ଦେଇଛନ୍ତି ଉପମୁଖ୍ୟମନ୍ତ୍ରୀ ପ୍ରଭାତୀ ପରିଡା ।...
ସୌରଶକ୍ତିକୁ ନେଇ ଟିପିସିଓଡିଏଲ୍ ପକ୍ଷରୁ ସୋଆରେ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ
ଭୁବନେଶ୍ୱର, ନଭେମ୍ବର ୨: ଶକ୍ତି ଉତ୍ପାଦନ କ୍ଷେତ୍ରରେ ଦେଶକୁ ଆତ୍ମନିର୍ଭରଶୀଳ ଓ ସ୍ୱାବଲମ୍ବୀ କରିବା କ୍ଷେତ୍ରରେ ଶିକ୍ଷା ଓ ଅନୁସନ୍ଧାନ (ସୋଆ)ରେ ‘ଗ୍ରୀଡ୍ କନେକ୍ଟେଡ୍ ରୁଫ୍ ଟପ୍ ସୋଲାର ସିଷ୍ଟମ୍’ ଉପରେ ଏକ ଦୁଇ ଦିନିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଗତ...