କିନ୍ନର ହେବେ ପୋଲିସ
ଓଡିଶା ପୋଲିସରେ କିନ୍ନରଙ୍କୁ ମିଳିବ ନିଯୁକ୍ତି ସୁଯୋଗ । ସବଇନ୍ସପେକ୍ଟର ପଦବୀ ପାଇଁ ରାଜ୍ୟ ପୋଲିସ ପକ୍ଷରୁ ପ୍ରକାଶିତ ବିଜ୍ଞପ୍ତିରେ 477 ସବଇନସପେକ୍ଟର, 244 କନଷ୍ଟେବଳ ପଦବୀ ପାଇଁ ପୁରୁଷ ଓ ମହିଳାଙ୍କ ସହ କିନ୍ନରମାନଙ୍କ ନିକଟରୁ ଆବେଦନପତ୍ର ଆହ୍ବାନ...
ଭାକ୍ସିନ ପରେ ସୁପରମ୍ୟାନ୍ !
କରୋନା ଭ୍ୟାକ୍ସିନ ଦ୍ବିତୀୟ ଡୋଜ୍ ନେବା ପରେ ଜଣେ 71 ବର୍ଷୀୟ ବ୍ୟକ୍ତିଙ୍କ ଶରୀରରେ ଅଦ୍ଭୁତ ପରିବର୍ତ୍ତନ । ସାଧାରଣ ମଣିଷରୁ ସେ ଅସାଧାରଣ ମଣିଷରେ ପରିଣତ ହୋଇଛନ୍ତି । ତାଙ୍କ ଶରୀରରେ ଚୁମ୍ବକୀୟ ଗୁଣ ସୃଷ୍ଟି ହୋଇଛି ।...
ଟିଏମସିକୁ ଫେରିଲେ ମୁକୁଲ ରୟ
ବିଜେପିକୁ ଝଟକା । ପଶ୍ଚିମବଙ୍ଗ ଛକାପଞ୍ଝାରେ ପୁଣି ବାଜିମାତ୍ ମାରିଛନ୍ତି ଦିଦି । 2017ରେ ଟିଏମସି ଛାଡି ବିଜେପିରେ ଯୋଗ ଦେଇଥିବା ମୁକୁଲ ରୟ ତୃଣମୂଳକୁ ଫେରି ଆସିଛନ୍ତି । ଆଜି ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କ ଉପସ୍ଥିତିରେ ସେ ଟିଏମସିରେ...
ସିଲ୍ ହେଲା ‘ନନଭେଜ୍ ୱାଲର୍ଡ’, ୩ ଗିରଫ
ପ୍ରତ୍ୟେକ ଦିନ ଚିହ୍ନଟ ହେଉଥିବା କରୋନା ସଙ୍କ୍ରମିତଙ୍କ ମଧ୍ୟରୁ ଖୋର୍ଦ୍ଧାରୁ ସର୍ବାଧିକ ପଜିଟିଭ୍ ଚିହ୍ନଟ ହେଉଛନ୍ତି । ଅଧିକ ସଙ୍କ୍ରମିତ ରାଜଧାନୀରୁ ଚିହ୍ନଟ ହେଉଥିବାରୁ ଏଥିରେ କେମିତି ରୋକ୍ ଲାଗିବ ସେନେଇ ସରକାର କଟକଣା ଜାରି କରିଛନ୍ତି ।...
ଏଠି ଗାଁ ଛାଡି ପଳାଉଛନ୍ତି ଲୋକେ
ମଲେ ମରିବୁ କିନ୍ତୁ ଟିକା ନବୁନି । ଆପଣ ଯାହାକୁ ଡାକିବା କଥା ଡାକନ୍ତୁ । ବୁଝାଇ ବୁଝାଇ ଶେଷରେ ନିରାଶ ହୋଇ ଫେରିଗଲେ ମେଡିକାଲ ଷ୍ଟାଫ । ଏଠି ଘରେ ଘରେ ପଡିଛି ତାଲା । ଗାଁ ଯେମିତି...
ମହଙ୍ଗା ହେଲା ଏଟିଏମରୁ ଟଙ୍କା ଉଠାଣ
ଏଟିଏମରୁ କ୍ୟାସ୍ ଉଠାଣ ନିମୟରେ ପରିବର୍ତ୍ତନ କରିଛି ରିଜର୍ଭ ବ୍ୟାଙ୍କ୍ ଅଫ୍ ଇଣ୍ଡିଆ । ଗତ ଗୁରୁବାର ଏଟିଏମ୍ ଟ୍ରାନଜାକ୍ସନ ସହ ଜଡ଼ିତ ନିୟମରେ ପରିବର୍ତ୍ତନ କରିବାକୁ ଅନୁମତି ଦିଆଯାଇଛି । ଏବେ ଜାନୁୟାରୀ ୨୦୨୨ରୁ ନିର୍ଦ୍ଧାରିତ ଲିମିଟରୁ ଅଧିକ...
ଟିକା ନେବେ ଯୋଗବାବା
ବଦଳିଲା ରାମଦେବ ବାବାଙ୍କ ସ୍ୱର । ଟିକାକରଣକୁ ନେଇ ବାବା ରାମଦେବ ନିଜର ମନ ପରିବର୍ତ୍ତନ କରିଛନ୍ତି । ସେ କହିଛନ୍ତି ଯେ, ଟିକା ନେବା ପାଇଁ ସେ ପ୍ରସ୍ତୁତ ଅଛନ୍ତି । ଏହାସହ ଡାକ୍ତରଙ୍କୁ ଦେବଦୂତ ବୋଲି କହିଛନ୍ତି...
ମୃତ୍ୟୁସଂଖ୍ୟାରେ କେବେ ଲାଗିବ ଲଗାମ
ରାଜ୍ୟରେ ମୃତ୍ୟୁସଂଖ୍ୟାରେ କେବେ ଲାଗିବ ଲଗାମ । ୪୦ ତଳକୁ ଖସୁନି ମୃତ୍ୟୁସଂଖ୍ୟା । ଆଜି ପୁଣି ୪୩ ଜୀବନ ନେଇଛି ମହାମାରୀ କରୋନା । ସେହିପରି ଦୈନିକ ସଙ୍କ୍ରମଣ କିଛିମାତ୍ରାରେ କମୁଛି । ଗତ ୨୪ ଘଣ୍ଟାରେ ଚିହ୍ନଟ...
ପଦ୍ମଶ୍ରୀ ପ୍ରଫେସର ରାଧାମୋହନଙ୍କ ପରଲୋକ
ଆଉ ନାହାଁନ୍ତି ପଦ୍ମଶ୍ରୀ ପ୍ରଫେସର ରାଧାମୋହନ । ଭୁବନେଶ୍ୱରର ଏକ ଘରୋଇ ହସ୍ପିଟାଲରେ ତାଙ୍କର ଦେହାନ୍ତ ହୋଇଛି । ମୃତ୍ୟୁବେଳକୁ ତାଙ୍କୁ ୭୮ ବର୍ଷ ବୟସ ହୋଇଥିଲା । ପରଲୋକ ନେଇ ଝିଅ ସାବରମତି ଏହି ସୂଚନା ଦେଇଛନ୍ତି ।...
କରୋନାରେ ଏମାନେ ଅଧିକ ଆକ୍ରାନ୍ତ ହେଉଛନ୍ତି
ମହିଳାଙ୍କ ତୁଳନାରେ ପୁରୁଷ ହେଉଛନ୍ତି ଅଧିକ ସଙ୍କ୍ରମିତ । ବିଶେଷକରି ଏହି ଦ୍ୱିତୀୟ ଲହରରେ୧୫ରୁ ୪୪ ବର୍ଷ ବୟସ ବର୍ଗର ପୁରୁଷ ସର୍ବାଧିକ ଆକ୍ରାନ୍ତ ହେଉଛନ୍ତି । ମହିଳାଙ୍କ ରୋଗ ପ୍ରତିରୋଧକ ଶକ୍ତି ଅଧିକ ବୋଲି ବିଶେଷଜ୍ଞ କହିଛନ୍ତି ।...
















