32.8 C
Bhubaneswar
Wednesday, July 29, 2026
-Advertisement-

ସ୍କୁଲ ଛୁଟିକୁ ନେଇ ବଡ଼ ଘୋଷଣା କଲେ ଜିଲ୍ଲାପାଳ

ହିଟ୍ ୱେଭକୁ ଦେଖ୍ ସ୍କୁଲ ସମୟ ବଦଳାଇଲେ ଜିଲ୍ଲାପାଳ । ଖରାରର ପ୍ରକୋପ ବଢୁଥିବା ନେଇ ଜିଲ୍ଲାପାଳ ନେଇଛନ୍ତି ବଡ଼ ନିଷ୍ପତ୍ତି । ଆସନ୍ତା କାଲିରୁ ଖୋର୍ଦ୍ଧା ଜିଲ୍ଲାରେ ସକାଳ ସାଢ଼େ ୬ଟାରୁ ସାଢ଼େ ୯ଟା ପର୍ଯ୍ୟନ୍ତ ସ୍କୁଲ ଖୋଲାଯିବ...

କଂଗ୍ରେସ ଛାଡିଲେ ଅମୀୟ ପାଣ୍ଡବ

ରାଜ୍ୟ କଂଗ୍ରେସକୁ ଲାଗିଛି ବଡ଼ ଝଟକା । କଂଗ୍ରେସ ରିସୋର୍ସ ସେଲର ରାଜ୍ୟ ସଂଯୋଜକ ଅମୀୟ ପାଣ୍ଡବ ପ୍ରାଥମିକ ସଦସ୍ୟ ପଦରୁ ଦଳରୁ ଇସ୍ତଫା ଦେଇଛନ୍ତି । ସେ ତାଙ୍କର ଇସ୍ତଫା ପତ୍ର ପିସିସି ସଭାପତି ଭକ୍ତଚରଣ ଦାସଙ୍କୁ ପଠାଇ...

ପ୍ରଫେସନାଲ୍ ଟିକସ ଆଇନ ଉଚ୍ଛେଦ କଲେ ରାଜ୍ୟ ସରକାର

ରାଜ୍ୟ ସରକାର ‘ବୃତ୍ତିଗତ ଟିକସ’ ବା ‘ପ୍ରଫେସନାଲ୍ ଟିକସ’ ଆଇନ ଉଚ୍ଛେଦ କରିଛନ୍ତି । ଅର୍ଥାତ୍ ଓଡ଼ିଶା ରାଜ୍ୟ ବୃତ୍ତି, ବାଣିଜ୍ୟ, ଆହ୍ୱାନ ଏବଂ ନିଯୁକ୍ତି ଆଇନ ୨୦୦୦କୁ ପ୍ରତ୍ୟାହୃତ କରିଛନ୍ତି । ଏହା ଫଳରେ ରାଜ୍ୟରେ ସମସ୍ତ କର୍ମଚାରୀଙ୍କ...

ପ୍ରେମରେ ବିଫଳ ହୋଇ ପ୍ରେମିକାଙ୍କୁ ହତ୍ୟା କଲା ପ୍ରେମିକ

ଜଗତସିଂହପୁରର କାଠିଆପଡ଼ା ଗ୍ରାମରେ ନିର୍ବନ୍ଧ ପରେ ଯୁବତୀଙ୍କୁ ହତ୍ୟା ମାମଲାର ଫର୍ଦ୍ଦାଫାସ୍ କରିଛି ପୋଲିସ । ଯୁବତୀଙ୍କ ପ୍ରେମିକ କୁଳମୁଣ୍ଡିଳ ଗ୍ରାମର ସୂର୍ଯ୍ୟକାନ୍ତ ସ୍ୱାଇଁଙ୍କୁ ଝାଡ଼ଖଣ୍ଡ ଜାମସେଦପୁରରୁ ଗିରଫ କରାଯାଇଛି । ସୂଚନା ଅନୁସାରେ, କାଠିଆପଡ଼ା ଗ୍ରାମର ପ୍ରମୋଦ...

୧ କୋଟି ଟାଙ୍କର ଘୋଟାଲା କରି ନିଳମ୍ବିତ ହେଲେ ବ୍ୟାଙ୍କ ମ୍ୟାନେଜର

ମାଲକାନଗିରି ଜିଲ୍ଲା କେସିସି ବ୍ୟାଙ୍କ ମ୍ୟାନେଜର କୋଟିଏ ଟଙ୍କାରୁ ଅଧିକ ହେରଫେର କରିଛନ୍ତି । ବ୍ୟାଙ୍କ ମ୍ୟାନେଜର ଶୁଭେନ୍ଦୁ ଖରା ୧ କୋଟି ୭ ଲକ୍ଷ ଟାଙ୍କର ଘୋଟାଲା କରିବା ଅଭିଯୋଗରେ ଡିଆରସିସି ତାଙ୍କୁ ...

ଭାରତକୁ ‘ନର୍କର ଦ୍ୱାର’ କହିଲେ ଡୋନାଲ୍ଡ ଟ୍ରମ୍ପ

ଭାରତ ଓ ଚୀନକୁ ନେଇ ବହୁତ ଆପତ୍ତିଜନକ ଟିପ୍ପଣୀ ଦେଇଛନ୍ତି ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ । ରେଡିଓ କାର୍ଯ୍ୟକ୍ରମ ଆୟୋଜକ ମାଇକେଲ ସେୱେଜ ଏକ ଲେଟର ସେୟାର କରିଥିଲେ, ଯେଉଁଥିରେ ସେ ଭାରତ ଓ ଚୀନକୁ ନର୍କର ଦ୍ୱାର...

ହର୍ମୁଜ ଦେଇ ଭାରତ ଆସୁଥିବା ଜାହାଜକୁ ଗୁଳିମାଡ଼ କଲା IRGC

ମଧ୍ୟପ୍ରାଚ୍ୟରେ ଉତ୍ତେଜନା ମଧ୍ୟରେ ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ଇରାନ ସହିତ ଯୁଦ୍ଧବିରତି ବୃଦ୍ଧି କରିବାର କିଛି ଘଣ୍ଟା ପରେ, ଇରାନର ରିଭୋଲ୍ୟୁସନାରୀ ଗାର୍ଡ ବୁଧବାର ଦୁଇଟି ଜାହାଜ ଉପରେ ଆକ୍ରମଣ କରି ଜବତ କରିଛି । ଏଥିରୁ ଗୋଟିଏ...

ନେପାଳ ସରକାରଙ୍କୁ ଝଟକା;୨୬ ଦିନରେ ଗୃହ ମନ୍ତ୍ରୀଙ୍କ ଇସ୍ତଫା

ନେପାଳରେ ପୁଣି ଥରେ ଆରମ୍ଭ ହୋଇଛି ବିଦ୍ରୋହ । ଦୁର୍ନୀତି ବିବାଦରେ ଫସିଥିବା ନେପାଳ ନୂତନ ଗୃହ ମନ୍ତ୍ରୀ ସୁଦାନ ଗୁରୁଙ୍ଗ ନିଜ ପଦରୁ ଇସ୍ତଫା ଦେଇଛନ୍ତି । ଦାୟିତ୍ୱ ନେବାର ମାତ୍ର ୨୬ ଦିନରେ ସୁଦାନ ଗୁରୁଙ୍ଗ ବୁଧବାର...

ଭାରତ ପାଇଁ ନୋଟାମ ଜାରି କଲା ପାକିସ୍ତାନ

ପାକିସ୍ତାନ ଏବେ ଭାରତୀୟ ବିମାନଗୁଡ଼ିକ ପାଇଁ ଆସନ୍ତା ମେ ୨୪ ତାରିଖ ପର୍ଯ୍ୟନ୍ତ ତାର ବାୟୁସୀମା ବନ୍ଦ କରିଦେଇଛି। ଗତବର୍ଷ ଏପ୍ରିଲ ୨୨ ତାରିଖରେ ପହଲଗାମ ଆତଙ୍କବାଦୀ ଆକ୍ରମଣରେ ୨୬ ଜଣଙ୍କର ମୃତ୍ୟୁ ହେବା ପରେ ଭାରତ ଏବଂ ପାକିସ୍ତାନ...

IRS ଅଫିସରଙ୍କ ଝିଅଙ୍କୁ ଦୁଷ୍କର୍ମ ଓ ପରେ ହତ୍ୟା

ଦିଲ୍ଲୀରେ ଜଣେ IRS ଅଫିସରଙ୍କ ଘରେ ଝିଅକୁ ହତ୍ୟା କରାଯାଇଛି । ହତ୍ୟା ପୂର୍ବରୁ ଯୁବତୀଙ୍କ ସହ ଦୁଷ୍କର୍ମ ମଧ୍ୟ ହୋଇଛି । ଦକ୍ଷିଣ ପୂର୍ବ ଦିଲ୍ଲୀର ଅମର କଲୋନୀରେ ଏହି ଘଟଣା ଘଟିଛି ।ଘରର ସହାୟକ ଉପରେ ପୋଲିସ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...