କରୋନା ଭୟ ଆଗରେ ମାରିଦେଉଛି ପେଟର ଭୋକ
ଇଏ ରାଜଧାନୀ ଭୁବନେଶ୍ବର । କୋଭିଡ୍ ସଂକ୍ରମଣରୁ ରକ୍ଷା ପାଇବା ପାଇଁ କେତେ ବ୍ୟବସ୍ଥା । କେତେ ଆଇନକାନୁନ । ମାସ୍କ ପିନ୍ଧିବାଠୁ ଆରମ୍ଭ କରି ଭ୍ୟାସିନେସନ ନେବାଯାଏଁ । ସ୍ମାର୍ଟସିଟି ପାଇଁ ସ୍ମାର୍ଟ ସେଂଟର ବି ଖୋଲାଯାଇଛି ।...
ଆକାଶମାର୍ଗରୁ ପ୍ରଧାନମନ୍ତ୍ରୀଙ୍କ ସର୍ଭେ
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ବାତ୍ୟା ‘ତାଉତେ’ର କ୍ଷତିଗ୍ରସ୍ତ ଅଞ୍ଚଳ ପରିଦର୍ଶନ କରିଛନ୍ତି । ଆକାଶ ମାର୍ଗରୁ ବାତ୍ୟାଞ୍ଚଳ ପରିଦର୍ଶନ କରିଛନ୍ତି ମୋଦି । ଗୁଜୁରାଟ ଓ ଡିଉରେ ବାତ୍ୟା ସ୍ଥିତି ନେଇ ପ୍ରଧାନମନ୍ତ୍ରୀ ଏରିଏଲ ସର୍ଭେ କରିବା ପରେ ସମୀକ୍ଷା...
ଓଡିଶା ମୁହାଁ ବାତ୍ୟା
ବଙ୍ଗୋପସାଗରରେ ଆସନ୍ତା 22 ତାରିଖରେ ଲଘୁଚାପ ସୃଷ୍ଟି ହେବ ଏବଂ ଏହା କ୍ରମଶଃ ବାତ୍ୟାର ରୂପ ନେବ । ଏହାର ପ୍ରଭାବରେ ଆସନ୍ତା 24 / 25 ତାରିଖରେ ଓଡିଶା ଉପକୂଳରେ ପ୍ରବଳ ବର୍ଷା ହେବାର ସମ୍ଭାବନା ରହିଛି ।...
ମହଙ୍ଗା ପଡିଲା କୁକୁର ମୁହଁକୁ ବିଲେଇ ଛୁଆ ଫିଙ୍ଗିବା
କୁକୁର ମୁହଁକୁ ବିଲେଇ ଛୁଆ ଫୋପାଡି ଗିରଫ ହେଲେ ବ୍ୟାଙ୍କ କର୍ମଚାରୀ । ଭୁବନେଶ୍ୱର ପ୍ରଶାନ୍ତିବିହାର ଅଞ୍ଚଳରେ ରହୁଥିବା ଅବସରପ୍ରାପ୍ତ ବ୍ୟାଙ୍କ କର୍ମଚାରୀ କୁକୁର ମୁହଁକୁ ଏକ ବିଲେଇ ଛୁଆ ଫୋପାଡି ଦେଇଥିବାର ଭିଡିଓ ସୋସିଆଲ ଭାଇରାଲ ହୋଇଥିଲା ।...
ପଚାଶ ଟଙ୍କାରେ ନାମିଦାମୀ କଂପାନୀର ଆଇକାର୍ଡ
ପଚାଶ ଟଙ୍କାରେ ମିଳୁଥିଲା ଆଇକାର୍ଡ । ଯିଏ ଯେଉଁ କଂପାନୀର ଆଇକାର୍ଡ ଖୋଜୁଥିଲା ତା ପାଇଂ ସେମିତି ଆଇଡେଣ୍ଟିଟି କାର୍ଡ ବନେଇ ଦେଉଥିଲେ । ଫଳରେ ଫେକ୍ ଆଇକାର୍ଡ ଦେଖାଇ ପୋଲିସକୁ ଚକମା ଦେଇ ବୁଲୁଥିଲେ ଅମାନିଆ । ଭୁବନେଶ୍ବର...
ବଢିଲା ଲକ୍ ଡାଉନ ଅବଧି
ଜୁନ୍ 1 ତାରିଖ ଯାଏଁ ରାଜ୍ୟ ସରକାର ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ମେ 19 ତାରିଖରେ ଲକଡାଉନ ଅବଧି ସରୁଥିବା ବେଳେ ରାଜ୍ୟ ସରକାର ଆଉ ଦୁଇସପ୍ତାହ ପାଇଁ ଲକଡାଉନ ଅବଧି ବୃଦ୍ଧି କରିଛନ୍ତି । ରାଜ୍ୟରେ...
ଏବେ ଫୋକସରେ ଗାଁ
ରାଜ୍ୟ ସରକାରଙ୍କ ନିର୍ଦ୍ଦେଶକ୍ରମେ ଟେଷ୍ଟିଂକୁ ଗୁରୁତ୍ୱ ଦିଆଯାଉଛି । ସାମାନ୍ୟ ଲକ୍ଷଣ ଥିଲେ ଟେଷ୍ଟିଂ କରିବାକୁ କୁହାଯାଉଛି । ଏଣିକି ନିୟମିତ ଭାବେ ଆଶା କର୍ମୀ , ଅଙ୍ଗନୱାଡି ଓ ସ୍ୱାସ୍ଥ୍ୟକର୍ମୀଙ୍କୁ ଘରକୁ ଘର ଯାଇ ସର୍ଭେ କରାଯିବାକୁ କୁହାଯାଇଛି...
୨୩ରେ ବଙ୍ଗୋପସାଗରରେ ବାତ୍ୟା !
ଚଳିତ ସପ୍ତାହ ଶେଷ ବେଳକୁ ବଙ୍ଗୋପସାଗରରେ ସୃଷ୍ଟି ହୋଇପାରେ ଆଉ ଗୋଟିଏ ବାତ୍ୟା ।ଏନେଇ ଆଜି ଟୁଇଟ୍ କରି ସୂଚନା ଦେଇଛନ୍ତି ଭୁବିଜ୍ଞାନ ମନ୍ତ୍ରାଳୟର ସଚିବ ମାଧବାନ ରାଜୀବନ । ଆସନ୍ତା ମେ’ ୨୩ ତାରିଖ ବେଳକୁ ବଙ୍ଗୋପସାଗରରେ ବାତ୍ୟା...
ରାଜ୍ୟରେ କେବେ କମିବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା, ଆଜି ୧୦ ହଜାର ଉପରେ
ଆଜି ବି ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ୧୦ ହଜାର ପାର୍ କରିଛି । ଦିନକରେ ରାଜ୍ୟରେ ରାଜ୍ୟରେ ଚିହ୍ନଟ ହୋଇଛନ୍ତି ୧୦ ହଜାର ୩୨୧ଆକ୍ରାନ୍ତ । ଆଜି ଖୋର୍ଦ୍ଧା ଜିଲ୍ଲାରୁ ଚିହ୍ନଟ ହୋଇଛନ୍ତି ସର୍ବାଧିକ ୧୫୬୬ ଆକ୍ରାନ୍ତ । ସୁନ୍ଦରଗଡରୁ...
ଭର୍ଚ୍ୟୁଆଲରେ ସର୍ବଦଳୀୟ ବୈଠକ
କରୋନା ମୁକାବିଲା ପାଇଁ ସରକାର ଡାକିଲେ ସର୍ବଦଳୀଯ ବୈଠକ I ପୂର୍ବ ସୂଚନା ଅନୁଯାୟୀ ଅପରାହ୍ନ ସାଢେ ପାଞ୍ଚଟାରେ ବିଧାନସଭା ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ହୋଇଛି ବୈଠକ I ବାଚସ୍ପତି ସୂର୍ଯ଼୍ୟନାରାୟଣ ପାତ୍ର ଏହି ବୈଠକ ପରିଚାଳନା କରୁଥିବା ବେଳେ...



















