ଓଡିଶା ଛୁଇଁଲା ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ
ଓଡିଶା ଛୁଇଁଛି ଦକ୍ଷିଣ ପଶ୍ଚିମ ମୌସୁମୀ ବାୟୁ । ମୌସୁମୀ ଛୁଇଁବା ନେଇ ଭୁବନେଶ୍ୱର ପାଣିପାଗ କେନ୍ଦ୍ର ଏହି ସୂଚନା ଦେଇଛି । ମୌସୁମୀ ପ୍ରଥମେ ବଲାଙ୍ଗୀର ଏବଂ ପରେ ପୁରୀରେ ପହଞ୍ଚିଥିବା ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି ।...
ଖୋର୍ଦ୍ଧାରୁ ସର୍ବାଧିକ ମୃତ, ପଜିଟିଭ୍ ଚିହ୍ନଟ
ରାଜ୍ୟରେ କରୋନା ଗ୍ରାଫ୍ ତଳମୁହାଁ ହେବାରେ ଲାଗିଛି । ପଜିଟିଭଙ୍କ ସଂଖ୍ୟା ଯଦିଓ କମୁଛି , କିନ୍ତୁ ମୃତ୍ୟୁ ସଂଖ୍ୟା ବଢିବାରେ ଲାଗିିଛି । ପ୍ରତ୍ୟେକ ଦିନ ୪୦ ଉପରେ ରହୁଛି ମୃତ୍ୟୁ ସଂଖ୍ୟା । ଆଜି ୪୪ ଜୀବନ...
କଟକଣାରେ ସାବିତ୍ରୀ ଫିକା
ଆଜି ସାବିତ୍ରୀ ବ୍ରତ । ସତ୍ୟବାନଙ୍କର ଦୀର୍ଘାୟୁ କାମନା କରି ବ୍ରତଧାରୀ ମହିଳାମାନେ ଏହି ପୂଜା କରିଥାନ୍ତି । ନୂଆ ବସ୍ତ୍ର ପରିଧାନ କରି ମନ୍ଦିରରେ ପୂଜା କରନ୍ତି । କିନ୍ତୁ ଚଳିତବର୍ଷ କରୋନା କଟକଣା ପାଇଁ ସବୁ...
ଔଷଧ ଦୋକାନୀ ,କର୍ମଚାରୀ ନେବେ ଟିକା
ଏଣିକି ରାଜ୍ୟରେ ଥିବା ମେଡିସିନ୍ ଦୋକାନୀ ଏବଂ ସେଠାରେ କାମ କରୁଥିବା କର୍ମଚାରୀଙ୍କୁ ପ୍ରାଥମିକତା ଭିତ୍ତିରେ ଟିକାକରଣ କରାଯିବ । ଏନେଇ ବୁଧବାର ସ୍ୱାସ୍ଥ୍ୟ ବିଭାଗର ରାଜ୍ୟର ସମସ୍ତ ଜିଲ୍ଲାପାଳ ଓ ମ୍ୟୁନିସିପାଲ କମିଶନରଙ୍କୁ ଚିଠି ଲେଖି ନିର୍ଦ୍ଦେଶ ଦେଲେ...
ଆଇପିଏସ ସ୍ତରରେ ଅଦଳବଦଳ
ଦୀପ୍ତେଶ କୁମାର ପଟ୍ଟନାୟକଙ୍କୁ ଜେଲ ବିଭାଗ ଆଇଜି ଭାବେ ନିଯୁକ୍ତି ଦେଇଛନ୍ତି ସରକାର । ସେ ବର୍ତ୍ତମାନ ଆଇଜିପି ବାଲେଶ୍ୱର ଭାବେ କାର୍ଯ୍ୟରତ ଅଛନ୍ତି । ସେହିଭଳି କେନ୍ଦ୍ରାଞ୍ଚଳ ଆଇଜି ଭାବେ ନରସିଂହ ଭୋଳଙ୍କୁ ନିଯୁକ୍ତି ମିଳିଛି, ଆଇଜିପି...
ଆସୁଛି ବଡ ବର୍ଷା, ସତର୍କ କରାଇଲେ ଏସଆରସି
ପ୍ରବଳ ବର୍ଷା ନେଇ ସତର୍କ କଲେ ଏସଆରସି । ଲଘୁଚାପ ଯୋଗୁ ପ୍ରବଳ ବର୍ଷାର ସମ୍ଭାବନା ଥିବାରୁ ସତର୍କ କଲେ ଏସଆରସି । ସବୁ ଜିଲ୍ଲାପାଳ, ମ୍ୟୁନିସପାଲ କମିଶନରକଙ୍କୁ ଏସଆରସି ଚିଠି ଲେଖିଛନ୍ତି । ୧୦ରୁ ୧୪ ପର୍ଯ୍ୟନ୍ତ ପ୍ରବଳ...
ଜାଣିଶୁଣି ଭିଡ କରାଇଦେଲେ
ଆସନ୍ତାକାଲି ସାବିତ୍ରୀ ଅମାବାସ୍ୟା । ଆମ ପରଂପରାରେ ଏହି ପର୍ବର ମହତ୍ବ ରହିଛି । ମାତ୍ର କୋଭିଡ କଟକଣା ଆସନ୍ତା 17 ତାରିଖ ଯାଏଁ ବଳବତ୍ତର ରହିଛି । ଅର୍ଥାତ ଦିନ ଏଗାରଟା ଭିତରେ କିଣାକିଣି ବେପାର ସାରିବାକୁ ହେବ...
ସହାୟତାର ହାତ ବଢାଇଲେ ରାଜ୍ୟବାସୀ
ଶେଷରେ ସହାୟତାର ହାତ ବଢାଇଲେ ରାଜ୍ୟବାସୀ । ଭଦ୍ରକ ବାସୁଦେବପୁରର ଅଭିଷେକଙ୍କୁ ଏୟାର ଲିଫ୍ଟିଂ କରାଯାଇ କୋଲକତାର ସୁପର ସ୍ପେସାଲିଟୀ ହସପିଟାଲକୁ ନିଆଯାଇଛି । ଅର୍ଥାଭାବ ଯୋଗୁ ଅଭିଷେକଙ୍କ ଇକମୋ ଟ୍ରିଟମେଣ୍ଟ ହେଉପାରୁ ନ ଥିବା ବେଳେ ତାଙ୍କୁ ଆର୍ଥିକ...
ବିଜେପିରେ ଯୋଗଦେଲେ କଂଗ୍ରେସ ନେତା ଜିତିନ ପ୍ରସାଦ
ପୂର୍ବତନ କେନ୍ଦ୍ରମନ୍ତ୍ରୀ ତଥା କଂଗ୍ରେସ ନେତା ଜିତିନ ପ୍ରସାଦ ବିଜେପିରେ ଯୋଗ ଦେଇଛନ୍ତି । ମନମୋହନ ସିଂହଙ୍କ ମନ୍ତ୍ରୀମଣ୍ଡଳରେ ସେ ମାନବ ସମ୍ବଳ ବିକାଶ ରାଷ୍ଟ୍ରମନ୍ତ୍ରୀ ଥିଲେ । ଦିବଙ୍ଗତ ବରିଷ୍ଠ କଂଗ୍ରେସ ନେତା ଜିତେନ୍ଦ୍ର ପ୍ରସାଦଙ୍କ ପୁଅ ହେଉଛନ୍ତି...


















