କ୍ୟାବିନେଟରେ ୧୨ଟି ପ୍ରସ୍ତାବକୁ ମୋହର
ରାଜ୍ୟ କ୍ୟାବିନେଟର ଗୁରୁତ୍ୱପୂର୍ଣ୍ଣ ବୈଠକ ଆଜି ଅନୁଷ୍ଠିତ ହୋଇଛି । ଲୋକସେବା ଭବନରେ ଅନୁଷ୍ଠିତ ବୈଠକରେ ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ଅଧ୍ୟକ୍ଷତା କରିଛନ୍ତି । ବୈଠକରେ ୯ ଟି ବିଭାଗର ୧୨ଟି ପ୍ରସ୍ତାବକୁ କ୍ୟାବିନେଟ ମଞ୍ଜୁରୀ ଦେଇଛି ।...
ଏୟାର ଶୋ’ ବେଳେ ଜଳିଗଲା ଲଢୁଆ ବିମାନ ତେଜସ
ଦୁବାଇ ଏୟାର ଶୋ’ରେ ଉଡ଼ାଣ ପ୍ରଦର୍ଶନ ବେଳେ ଜଳିଗଲା ଭାରତର ଯୁଦ୍ଧ ବିମାନ ତେଜସ୍। କ୍ରାସର କାରଣ ଜଣାପଡିନଥିବା ବେଳେ ପାଇଲଟଙ୍କର ମୃତ୍ୟୁ ହୋଇଥିବା ନେଇ ଭାରତୀୟ ବାୟୁସେନା ପକ୍ଷରୁ ସୂଚନା ଦିଆଯାଇଛି । ଦୁର୍ଘଟଣାଗ୍ରସ୍ତ ହେବା ମାତ୍ରେ...
ଝାଡ଼ଖଣ୍ଡ,ପଶ୍ଚିମବଙ୍ଗରେ ଇଡିର ଏକାଧିକ ଚଢାଉ
ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ, ଝାଡ଼ଖଣ୍ଡ ଏବଂ ପଶ୍ଚିମବଙ୍ଗରେ କୋଇଲା ମାଫିଆମାନଙ୍କୁ ନିଶାନା କରି କାର୍ଯାନୁଷ୍ଠାନ ଜାରି କରିଛି । ଇଡି ୪୦ରୁ ଅଧିକ ସ୍ଥାନରେ ଏକସଙ୍ଗରେ ଚଢାଉ କରିଛି। ଅଧିକାରୀଙ୍କ ଅନୁଯାୟୀ, ପଶ୍ଚିମବଙ୍ଗର ଦୁର୍ଗାପୁର, ପୁରୁଲିଆ, ହାୱଡା ଏବଂ କୋଲକାତାର ୨୪ଟି...
୧୦ମ ଥର ପାଇଁ ମୁଖ୍ୟମନ୍ତ୍ରୀ ଭାବରେ ଶପଥ ନେଲେ ନୀତିଶ କୁମାର
୧୦ମ ଥର ବିହାର ମୁଖ୍ୟମନ୍ତ୍ରୀ ଭାବରେ ଶପଥ ଗ୍ରହଣ କରି ରେକର୍ଡ କରିଛନ୍ତି ନୀତିଶ କୁମାର । ଏହା ସହ ସେ ବିହାରର ସବୁଠାରୁ ଦୀର୍ଘକାଳୀନ ମୁଖ୍ୟମନ୍ତ୍ରୀ ହୋଇଛନ୍ତି । ଏହି ଶପଥ ଗ୍ରହଣ ସମାରୋହ ପାଟନାର ଐତିହାସିକ ଗାନ୍ଧୀ...
ଦିଲ୍ଲୀ ବିସ୍ଫୋରଣ ମାମଲାରେ ଗିରଫ ହେଲେ ଆଉ ୪ ଜଣ
ଦିଲ୍ଲୀରେ ହୋଇଥିବା ବିସ୍ଫୋରଣ ମାମଲାରେ ଜାତୀୟ ତଦନ୍ତକାରୀ ସଂସ୍ଥା ଜମ୍ମୁ କାଶ୍ମୀର ଓ ଉତ୍ତର ପ୍ରଦେଶରୁ ଆଉ ଚାରି ଜଣଙ୍କୁ ଗିରଫ କରିଛି । ଗିରଫ ଅଭିଯୁକ୍ତ ହେଲେ ଜମ୍ମୁ କାଶ୍ମୀର ପୁଲୱାମାର ଡାକ୍ତର ମୁଜାମିଲ୍ ଶକୀଲ, ଅନନ୍ତନାଗର ଡାକ୍ତର...
ଦିଲ୍ଲୀ ବିସ୍ଫୋରଣ:ରସିଦ ଅଲ୍ଲୀକୁ ୧୦ ଦିନ ପାଇଁ ରିମାଣ୍ଡରେ ନେଲା NIA
ଦିଲ୍ଲୀ ବିସ୍ଫୋରଣ ଘଟଣାରେ ମୁଖ୍ୟ ଆସାମୀ ଉମରଙ୍କ ସହଯୋଗୀ ରସିଦ ଅଲ୍ଲୀକୁ ୧୦ ଦିନର ରିମାଣ୍ଡରେ ନେଲା ଏନଆଇଏ । ପଟିଆଲା ହାଉସ୍ କୋର୍ଟରେ ଆଜି ତାଙ୍କୁ ହାଜର କରାଇ ରିମାଣ୍ଡ ପାଇଁ ଅନୁମତି ନେଲା ଏନଆଇଏ। ପରେ...
ପାକିସ୍ତାନକୁ ସ୍ଥଳସେନାର ଚେତାବନୀ
ଭାରତୀୟ ସ୍ଥଳ ସେନାଧ୍ୟକ୍ଷ ଉପେନ୍ଦ୍ର ଦ୍ବିବେଦୀ ଏକ ବଡ଼ ବୟାନ ଦେଇଛନ୍ତି ପହଲଗାମ ଆତଙ୍କୀ ଆକ୍ରମଣ ପରେ ମେ’ ମାସରେ ହୋଇଥିବା ଅପରେସନ ସିନ୍ଦୂରକୁ ନେଇ ସେ କହିଛନ୍ତି, ଅପରେସନ ସିନ୍ଦୂର ତ କେବଳ ଏକ ଟ୍ରେଲର ଥିଲା,...
ଶେଖ୍ ହସିନାଙ୍କୁ ମିଳିଲା ଫାଶୀଦଣ୍ଡ
୨୦୨୪ ରେ ବାଂଲାଦେଶରେ ହୋଇଥିବା ନରସଂହାର ମାମଲାରେ ରାୟ ଶୁଣାଇଛନ୍ତି ବାଂଲାଦେଶ ଇଣ୍ଟରନ୍ୟାସନାଲ୍ କ୍ରାଇମ୍ ଟ୍ରିବୁନାଲ। ବାଂଲାଦେଶର ଗାଦିଚ୍ୟୁତ ପ୍ରଧାନମନ୍ତ୍ରୀ ଶେଖ୍ ହସିନା ଦୋଷୀ ସାବ୍ୟସ୍ତ ହୋଇଛନ୍ତି। ହାସିନାଙ୍କୁ ଫାଶୀ ଦଣ୍ଡାଦେଶ ଶୁଣାଇଛନ୍ତି ଆଇସିଟି। ପୂର୍ବତନ ଗୃହମନ୍ତ୍ରୀ ଅସଦୁଜ୍ଜମାନ ଖାନ...
ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ
ସଦର ଥାନା ବେହେରାମପୁର ବସ୍ତିରେ ବାଂଲାଦେଶୀଙ୍କ ଘର ଭାଙ୍ଗିଲା ପ୍ରଶାସନ। ମାଜିଷ୍ଟ୍ରେଟ୍ ଓ ଜିଲ୍ଲାପାଳଙ୍କ ଉପସ୍ଥିତିରେ ଆଜି ସକାଳେ ଜିଲ୍ଲା ପ୍ରଶାସନ ପକ୍ଷରୁ ସରକାରୀ ଜମିରେ ଥିବା ଘରକୁ ଚିହ୍ନଟ କରାଯାଇ ଜେସିବି ସାହାଯ୍ୟରେ ଭଙ୍ଗା ଯାଇଛି। ରବିବାର...
ସାଉଦି ଆରବରେ ଦୁର୍ଘଟଣା,୪୨ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କ ମୃତ୍ୟୁ
ଆଜି ସାଉଦି ଆରବରରେ ସୋମବାର ଏକ ବଡ଼ଧରଣର ବସ୍ ଦୁର୍ଘଟଣା ଘଟିଛି। ଗଣମାଧ୍ୟମ ଅନୁସାରେ ମଦିନା ନିକଟରେ ତୀର୍ଥଯାତ୍ରୀଙ୍କୁ ନେଇ ଯାଉଥିବା ଏକ ବସ୍ ଡିଜେଲ ଟ୍ୟାଙ୍କର ସହିତ ଧକ୍କା ଦେବାରୁ ଅତି କମରେ ୪୨ ଜଣ ଭାରତୀୟ ତୀର୍ଥଯାତ୍ରୀଙ୍କର...


















