ମଧ୍ୟପ୍ରାଚ୍ୟ ଉତ୍ତେଜନାକୁ ନେଇ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକ
ମଧ୍ୟପ୍ରାଚ୍ୟରେ ବଢୁଥିବା ଉତ୍ତେଜନାକୁ ଦୃଷ୍ଟିରେ ରଖି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଭାରତର ଶକ୍ତି ପ୍ରସ୍ତୁତିର ଏକ ଉଚ୍ଚସ୍ତରୀୟ ସମୀକ୍ଷା ବୈଠକରେ ଅଧ୍ୟକ୍ଷତା କରୁଛନ୍ତି। ଏହି ବୈଠକରେ ଗୃହମନ୍ତ୍ରୀ ଅମିତ ଶାହ, ପ୍ରତିରକ୍ଷା ମନ୍ତ୍ରୀ ରାଜନାଥ ସିଂ, ଅର୍ଥମନ୍ତ୍ରୀ...
ହର୍ମୁଜ ଆଇଲାଣ୍ଡ ନିକଟରେ ବଡ଼ ହମଲା କଲା ଇରାନ
ମଧ୍ୟପ୍ରାଚ୍ୟ ଯୁଦ୍ଧ ଥମିବାର ନାଁ ନେଉନାହିଁ। ଇସ୍ରାଏଲ ଓ ଆମେରିକା ଦ୍ଵାରା ଇରାନ ଉପରେ ଆକ୍ରମଣ ଜାରି ରହିଛି ଓ ଇରାନ ମଧ୍ୟ ଆକ୍ରମଣ କରୁଛି। ଇରାନୀ ଗଣମାଧ୍ୟମ ଦାବି କରିଛି ଯେ ହର୍ମୁଜ୍...
ବିଜେଡିକୁ ଦୁର୍ବଳ କରିବା ପାଇଁ ଷଡଯନ୍ତ୍ର ହୋଇଥିଲା ବୋଲି କହିଲେ କଟକ ମେୟର
ରାଜ୍ୟସଭା ନିର୍ବାଚନ ପରେ ବିଜେଡିର ୬ ବିଧାୟକ ନିଲମ୍ୱିତ ହେବା ପରେ ଏହାକୁ ନେଇ ରାଜ୍ୟ ରାଜନୀତି ସରଗରମ ହୋଇ ଉଠିଛି । ଏହା ମଧ୍ୟରେ କଟକ ମେୟର ସୁବାଷ ସିଂ କହିଛନ୍ତି ଯେ,"ବିଜେଡି ଦୁର୍ବଳ କରିବା...
ସୁବାସିନୀଙ୍କ ନିଲମ୍ବନକୁ ବିରୋଧ କରି ବିଜେଡ଼ରୁ ଇସ୍ତଫା ଦେଲେ ଅନୀଲ ମହାନ୍ତି
ବିଜେଡି ବିଧାୟିକା ସୁବାସିନୀ ଜେନାଙ୍କୁ ଦଳରୁ ନିଲମ୍ବନ କରାଯାଇବା ପରେ ପରେ ଦଳ ଛାଡ଼ିଲେ ତୃଣମୂଳ ନେତା। ସୁବାସିନୀଙ୍କ ଉପରେ କାର୍ଯ୍ୟାନୁଷ୍ଠାନ ପ୍ରତିବାଦରେ ଗତକାଲି ଦଳ ଛାଡ଼ିଛନ୍ତି ଅନୀଲ ମହାନ୍ତି। ୧୯୮୫ରୁ ଅନିଲ ମହାନ୍ତି...
ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ ବିଜେଡ଼ି
ଆସନ୍ତା ସୋମବାର ବିଜୁ ଜନତା ଦଳ ମୁଖ୍ୟମନ୍ତ୍ରୀଙ୍କ ବାସଭବନ ଘେରିବ । ସାମ୍ବାଦିକ ସମ୍ମିଳନୀରେ ଏନେଇ ସୂଚନା ଦେଇଛନ୍ତି ଯୁବ ବିଜେଡି ସଭାପତି ଚିନ୍ମୟ ସାହୁ । ଗତକାଲି ବିଜେଡ଼ି ନେତା ପ୍ରତାପ ଜେନାଙ୍କ ବାସଭବନ ସମ୍ମୁଖରେ...
ବିଜେଡ଼ିରୁ ନିଲମ୍ବିତ ହେଲେ ୬ ବିଧାୟକ
ବିଜୁ ଜନତା ଦଳ ଗ୍ରହଣ କରିଛି କାର୍ଯ୍ୟାନୁଷ୍ଠାନ । ଦଳୀୟ ହ୍ୱିପକୁ ଅବମାନନା କରି କ୍ରସ୍ ଭୋଟିଂ କରିଥିବା ୬ ଜଣ ବିଧାୟକଙ୍କୁ ମୁଖ୍ୟ ସଚେତକ ପ୍ରମିଳା ମଲ୍ଲିକ ଦଳରୁ ନିଲମ୍ବିତ କରିଛନ୍ତି ।...
ମୋକିମଙ୍କ ନୂତନ ଦଳ; ଓଡ଼ିଶା ଜନତା କଂଗ୍ରେସ
ଆଜି ଇଦ୍ ଅବସରରେ ଦମ୍ଭର ସହ ବିଜେପି ଏବଂ କଂଗ୍ରେସକୁ ଚ୍ୟାଲେଞ୍ଜ ଦେଇଛନ୍ତି ପୂର୍ବତନ ବିଧାୟକ ମୋକିମ । ମହମ୍ମଦ ମୋକିମଙ୍କ ନୂତନ ଦଳ ଓଡ଼ିଶା ଜନତା କଂଗ୍ରେସ ।ଆଜି ଇଦ୍ ଅବସରରେ ମହମ୍ମଦ ମୋକିମ...
୧ମ ଶ୍ରେଣୀ ଛାତ୍ରର ଗୁପ୍ତାଙ୍ଗରେ ନିଆଁ ଲଗାଇଲେ ୪ର୍ଥ ଶ୍ରେଣୀ ଛାତ୍ର
କେନ୍ଦୁଝର ଜିଲ୍ଲାର ଘଟଗାଁ ଥାନା ତୋରାଣୀ ପୋଖରୀ ଆଶ୍ରମ ବିଦ୍ୟାଳୟରେ ଜଣେ ପ୍ରଥମ ଶ୍ରେଣୀ ଛାତ୍ରକୁ ଚତୁର୍ଥ ଶ୍ରେଣୀର କିଛି ଛାତ୍ର ନିର୍ଯାତନା ଦେଇଛନ୍ତି ଓ ଗୁପ୍ତାଙ୍ଗରେ ଜରି ବାନ୍ଧି ନିଆଁ ଲଗାଇ ଦେଇଛନ୍ତି ...
ଉଦ୍ଦେଶ୍ୟ ହାସଲ ନିକଟତର ହେଲା; ଡୋନାଲ୍ଡ ଟ୍ରମ୍ପ
ମଧ୍ୟପ୍ରାଚ୍ୟରେ ଚାଲିଥିବା ସଂଘର୍ଷ ଆଜିକୁ ୨୨ ଦିନରେ ପହଞ୍ଚିଛି କିନ୍ତୁ ଏବେବି ପରିସ୍ଥିତି ଖରାପ ଆଡ଼କୁ ଯାଉଛି। ଉଭୟ ପକ୍ଷ ଡ୍ରୋନ୍ ଏବଂ କ୍ଷେପଣାସ୍ତ୍ର ମାଡ଼ କରୁଛନ୍ତି। ଏହି ସମୟରେ ଆମେରିକାର ରାଷ୍ଟ୍ରପତି ଡୋନାଲ୍ଡ...
ପ୍ରିନ୍ସିପାଲ ଓ ୱାର୍ଡେନକୁ ଆକ୍ରମଣ; ୱାର୍ଡେନ ମୃତ
ମୟୂଭଞ୍ଜର ଜିଲ୍ଲା ବୈଶିଙ୍ଗା ଥାନା ଗଡଦେଉଳିଆ ଛକରେ ଥିବା ଏକ ଘରୋଇ ବିଦ୍ୟାଳୟର ପ୍ରଧାନ ଶିକ୍ଷୟତ୍ରୀ ଏବଂ ୱାର୍ଡେନଙ୍କୁ ରାସ୍ତା ମଝିରେ ମରଣାନ୍ତକ ଆକ୍ରମଣ କରିଛନ୍ତି ଦୁର୍ବୃତ୍ତ। ଦୁଇ ଜଣଙ୍କୁ ନିର୍ମମଭାବେ ହାଣିଦେଲେ ଦୁର୍ବୃତ୍ତ ,...


















