କେନ୍ଦ୍ରାପଡା ପରେ ଯାଜପୁରରେ ଚିହ୍ନଟ ନିଜାମୁଦ୍ଦିନ ଫେରନ୍ତା
ଦିଲ୍ଲୀରେ ହୋଇଥିବା ନିଜାମୁଦ୍ଦିନ ଧାର୍ମିକ ସମାବେଶ ଚିନ୍ତା ବଢାଇଛି । ନିଜାମୁଦ୍ଦିନ ସ୍ଥିତ ତବଲିଗ ମରକଜରେ ସଂକ୍ରମିତ ଚିହ୍ନଟ ହେବା ଘଟଣା, ସ୍ୱାସ୍ଥ୍ୟ ବିଭାଗ, ଗୃହମନ୍ତ୍ରାଳୟ ଓ ଦିଲ୍ଲୀ ସରକାରଙ୍କ ନିଦ ଉଡାଇ ଦେଇଛି । ନିଜାମୁଦ୍ଦିନରେ ଅନୁଷ୍ଠିତ ଏକ...
ନିଜାମୁଦ୍ଦିନ ଧର୍ମସଭାରେ ଯୋଗଦେଇ ଫେରିଥିବା ଲୋକଙ୍କୁ ଏବେ ଖୋଜା ଚାଲିଛି
ଶେଷରେ ଖାଲି ହେଲା ନିଜାମୁଦ୍ଦିନ ମରକଜ୍ I 2361 ଲୋକଙ୍କୁ ମସଜିଦ୍ ଭିତରୁ ବାହାର କଲା ପ୍ରଶାସନ I ଏମାନଙ୍କ ମଧ୍ୟରୁ 600 ରୁ ଅଧିକ ଲୋକଙ୍କ ପାଖରେ କରୋନା ସଂକ୍ରମଣ ଲକ୍ଷଣ ଦେଖାଯିବା ପରେ ସେମାନଙ୍କୁ ହସପିଟାଲରେ ଭର୍ତ୍ତି...
ପ୍ରବାସୀଙ୍କୁ ଫ୍ଲାଇଟରେ ଆଣିଲେ, ଦାଦନଙ୍କୁ ବ୍ଲିଚିଂ ପାଣିରେ ଗାଧେଇ ଦେଲେ
ଇଏ ହେଉଛି ଭାରତ I ବିଚିତ୍ର ସ୍ଥିତି, ବିଚିତ୍ର ଶାସନ ବ୍ୟବସ୍ଥା I ଯେଉଁ ଭାରତୀୟମାନେ ବିଦେଶରେ ଥିଲେ, ଏବଂ କରୋନା ସଂକ୍ରମିତ ହୋଇଥିବାର ଆଶଙ୍କା ଥିଲା, ସେମାନଙ୍କୁ ତୁରନ୍ତୁ ବିମାନ ପଠେଇ ସରକାର ନିଜ ଦେଶକୁ ଫେରାଇ ଆଣିଲେ...
ଭାରତରେ ଗୋଟିଏ ଦିନରେ 227, ଚିନ୍ତା ବଢାଇଲା ନିଜାମୁଦ୍ଦିନ ଧାର୍ମିକ ସମ୍ମିଳନୀ
ଧୀରେ ଧୀରେ ଭାରତରେ କାୟା ବିସ୍ତାର କରୁଛି କରୋନା I ମାର୍ଚ୍ଚ 31 ତାରିଖ ସକାଳ ରିପୋର୍ଟ ଅନୁସାରେ ଭାରତରେ ଆକ୍ରାନ୍ତଙ୍କ ସଂଖ୍ୟା 1251 କୁ ବୃଦ୍ଧି ପାଇଛି I ସେହିପରି କରୋନାଜନିତ ମୃତ୍ୟୁସଂଖ୍ୟା 32କୁ ବୃଦ୍ଧି ପାଇଛି I...
ଲକ୍ ଡାଉନ୍ ସମୟରେ ବୌଦ୍ଧରେ ବିଚିତ୍ର ଦୃଶ୍ୟ, ଦେଖନ୍ତୁ
ସବୁଆଡେ ଲକ୍ ଡାଉନ୍ ଓ କେହି ରାସ୍ତାକୁ ବାହାରୁନାହାଁନ୍ତି ଓ ସବୁଆଡେ କରୋନା ଭାଇରସର ଭୟ ଓ ମାତ୍ର ଦେଖନ୍ତୁ ଲକ୍ ଡାଉନ ବେଳେ କେମିତି ଚାଲିଛି ମଦ ବେପାର ଓ ଆଜ୍ଞା ହଁ ଇଏ ହେଉଛି ବୌଦ୍ଧ ଜିଲ୍ଲା...
‘କରୋନା’ ଆକ୍ରାନ୍ତଙ୍କୁ ମିଳିବ ମାଗଣା ଚିକିତ୍ସା
ରାଜ୍ୟର ସମସ୍ତ କରୋନା ସଂକ୍ରମିତଙ୍କୁ ମିଳିବ ମାଗଣା ଚିକିତ୍ସା ସେବା। ସଂକ୍ରମିତ ହୋଇଥିବା ବ୍ୟକ୍ତିଙ୍କ ସମସ୍ତ ଖର୍ଚ୍ଚ ରାଜ୍ୟ ସରକାର ବହନ କରିବେ ବୋଲି କୋଭିଡ୍-୧୯ ମୁଖ୍ୟ ମୁଖପାତ୍ର ସୁବ୍ରତ ବାଗଚୀ କହିଛନ୍ତି। ରାଜ୍ୟ ସରକାର କରୋନା ଚିକିତ୍ସା ପାଇଁ...
ଆମେରିକାରେ ସ୍ଥିତି ନିୟନ୍ତ୍ରଣ ପାଇଁ କଠୋର ପଦକ୍ଷେପ ନେଲେ ଟ୍ରମ୍ପ
କରୋନା କବଳରେ ଆମେରିକା । ଏବେ ସୁଦ୍ଧା ୨ହଜାର ୪୮୪ ଜଣଙ୍କର ମୃତ୍ୟୁ ହୋଇଥିବାବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧ ଳକ୍ଷ ୪୨ ହଜାର ଟପିଛି । କରୋନା ଭାଇରସ ମହାମାରୀକୁ ରୋକିବା ପାଇଁ କଠୋର ପଦକ୍ଷେପ ନେଉଛନ୍ତି ରାଷ୍ଟ୍ରପତି ଡୋନାଲ୍ଡ...
ବଢିବନି ଲକଡାଉନ ସମୟସୀମା
ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ଦ୍ୱାରା ଘୋଷଣା କରାଯାଇଥିବା 21 ଦିନିଆ ଲକଡାଉନର ଅବଧିକୁ ଆଉ ବୃଦ୍ଧି ହେବ ନାହିଁ ବୋଲି ସୂଚନା ଦେଇଛନ୍ତି କେନ୍ଦ୍ର ସରକାରଙ୍କର କ୍ୟାବିନେଟ ସଚିବ ରାଜୀବ ଗୋବା । ତାଲାବନ୍ଦ ଅବଧି ବଢିବା ନେଇ ବିଭିନ୍ନ...
ଲକ୍ ଡାଉନ୍ ସମୟରେ ଆମ୍ବୁଲାନ୍ସରେ ଯାଉଥିଲେ ଲୋକେ. ଆଉ ତାପରେ
କରୋନା ପାଇଁ ସବୁ ଲକ୍ଡାଉନ । ଘରୁ ବାହାରକୁ ବାହାରିବା ମନା । ଘରୁ ବାହାରିଲେ ପୋଲିସ ନାକାବନ୍ଦୀର ଭୟ । ଏଭଳି ସ୍ଥିତିରେ କିଛି ଲୋକ ଗଳାବାଟ ଖୋଜିଥିଲେ । ଛଜଣ ଯାତ୍ରୀଙ୍କୁ ନେଇ ଆମ୍ବୁଲାନ୍ସ ଓଡଙ୍ଗାରୁ ଦାମନଯୋଡି...
ଚାହା ପିଇଲେ ଭଲ ହୋଇଯିବ କରୋନା !
ଭାରତୀୟ ଚାହା ପିଇଲେ କୁଆଡେ କରୋନା ରୋଗ ଭଲ ହୋଇଯିବ I ଗତ କିଛିଦିନ ଧରି ଏମିତି ଏକ ଖବର ସୋସିଆଲ ମିଡିଆରେ ଘୁରି ବୁଲୁଛି I ଭାରତୀୟ ଚାହାରେ ଥିବା କେମିକାଲ୍ କୋଭିଡ 19 ଭଲ କରିପାରିବ ବୋଲି...
















