27.2 C
Bhubaneswar
Monday, August 3, 2026
-Advertisement-

ବିଜେପିର ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ଉନ୍ମୋଚନ କଲେ ଶାହା

ରବିବାର ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହ ଭୁବନେଶ୍ୱରର ମେ ଫେୟାର୍‌ ହୋଟେଲରେ ଓଡ଼ିଶା ଲାଗି ନିର୍ବାଚନ ଇସ୍ତାହାର ସଂକଳ୍ପ ପତ୍ର ପ୍ରକାଶ କରିଛନ୍ତି. ଦୁଷ୍କର୍ମ ପ୍ରମାଣିତ ହେଲେ ୧୫ ବର୍ଷରୁ କମ୍‌ ବୟସର ନାବାଳକଙ୍କୁ ଫାସି ଦଣ୍ଡ ଦେବାର...

କ୍ଷମତାକୁ ଆସିଲେ ମହିଳାଙ୍କୁ ୬୦୦୦, ବାର୍ଦ୍ଧକ୍ୟ ଭତ୍ତା ୧୫୦୦ ଟଙ୍କା ଦେବ କଂଗ୍ରେସ

ଦୀର୍ଘ ବର୍ଷ ଧରି ଓଡ଼ିଶା ଶାସନ ଗାଦିରୁ ଦୂରେଇ ରହିଥିବା କଂଗ୍ରେସ ଏବେ କ୍ଷମତାକୁ ଆସିବା ପାଇଁ ଜୋରଦାର ପ୍ରୟାସ ଆରମ୍ଭ କରିଦେଇଛି । ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବା ପାଇଁ ପ୍ରତିଶ୍ରୁତିର ବର୍ଷା ଅଜାଡି ଦେଉଛି କଂଗ୍ରେସ...

ରବିବାର ରବିଙ୍କ ଇସ୍ତଫା

ରବିବାର ବିଜେଡିରୁ ଇସ୍ତଫା ଦେଇଛନ୍ତି ବରିଷ୍ଠ ନେତା ତଥା ପୂର୍ବତନ ସାଂସଦ –ବିଧାୟକ ରବି ନାରାୟଣ ପାଣି । ସେ ନବୀନ ନିବାସ ଯାଇ ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ସେ ଦଳର କାର୍ଯ୍ୟରେ ଅସନ୍ତୋଷ ପ୍ରକାଶ...

ବାରିପଦାରୁ ଲଢିବେ ସରୋଜିନୀ

ଅନେକ ତର୍ଜମା ପରେ ଶେଷରେ ବିଜେଡି ଘୋଷଣା କଲା ବାରିପଦା ବିଧାନସଭା ପାଇଁ ପ୍ରାର୍ଥୀ । ରାଜ୍ୟସଭା ସାଂସଦ ସରୋଜିନୀ ହେମ୍ବ୍ରମଙ୍କୁ ବାରିପଦାରୁ ପ୍ରାର୍ଥୀ କରିଛି ବିଜେଡି । ବିଜେପି ବାରିପଦାରୁ ପ୍ରକାଶ ସୋରେନଙ୍କୁ ମଇଦାନକୁ ଓହ୍ଲାଇଛି । ସୁଚନାଅନୁସାରେ, ବିଜେଡି...

ରାଜନୀତିରେ ନୂଆ ଟ୍ୱିଷ୍ଟ: ସଭାସ୍ଥଳକୁ ଯାଇପାରିଲେନି , ବିମାନବନ୍ଦରରୁ ଟେଲିଫୋନ ମାଧ୍ୟମରେ ଭାଷଣ ଦେଲେ

ଯାଇ ପାରିଲେ ନାହିଁ ସଭାସ୍ଥଳକୁ, ଶେଷରେ ଭୁବନେଶ୍ଵର ବିଜୁ ପଟ୍ଟନାୟକ ଅନ୍ତରାଷ୍ଟ୍ରୀୟ ବିମାନ ବନ୍ଦରରୁ ଟେଲିଫୋନ ମାଧ୍ୟମରେ ନିଜର ଅଭିଭାଷଣ ଦେଇଛନ୍ତି ଉତ୍ତର ପ୍ରଦେଶ ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥ । ତାଙ୍କର ଆଜି ବ୍ରହ୍ମପୁର ଓ ଫୁଲବାଣୀରେ ବିଜେପିର ବିଜୟ...

ଭୋଟରଙ୍କୁ ନିଜ ଆଡକୁ ଆକୃଷ୍ଟ କରିବାକୁ ସୁର ଭାଇଙ୍କ ନୂଆ ପ୍ଲାନ

ଆପଣମାନେ ସମସ୍ତେ ଜାଣିଥିବେ, ନିର୍ବାଚନ ପାଖେଇ ଆସିଲେ ନେତାମାନେ ନିଜ ନିଜର ପୋଷ୍ଟର, ବ୍ୟାନର ଚାରିଆଡେ ବିଛାଇ ଦିଅନ୍ତି । ଖାଲି ପୋଷ୍ଟର କି ବ୍ୟାନର ନୁହେଁ ପ୍ରଚାର ସାଙ୍ଗକୁ ସବୁଠି ନାଲି ପାଣି ସହ ମାଂସର ଆସର ଜମେ...

ଜଗତସିଂହପୁରରେ ବିଗ୍ ଫାଇଟ୍

ଜମୁଛି ରାଜନୀତି । ଲୋକସଭା ଆସନକୁ ନିଜ ଆଡକୁ ଟାଣିବା ପାଇଁ ରାଜ୍ୟର ତିନି ପ୍ରମୁଖ ଦଳ ନିଜ ନିଜର ପ୍ରାର୍ଥୀ ବାଛି ସାରିବା ପରେ ଜମୁଛି ଜଗତସିଂହପୁର ନିର୍ବାଚନମଣ୍ଡଳୀ । ବିଜେଡିରୁ ଲୋକସଭା ଆସନ ପାଇଁ ରାଜଶ୍ରୀ ମଲ୍ଲିକ...
video

ନବୀନଙ୍କୁ ସୁରଙ୍କ ଚ୍ୟାଲେଞ୍ଜ, ମୋ ସହ ଦୌଡିପାରିବ ?

କଂଗ୍ରେସର ଜଟଣୀ ବିଧାୟକ ପ୍ରାର୍ଥୀ ସୁର ରାଉତରାୟ ନବୀନଙ୍କୁ ଖୋଲା ଚ୍ୟାଲେଞ୍ଜ ଦେଇଛନ୍ତି । ସୋସିଆଲ ମିଡିଆରେ ନବୀନଙ୍କ ଫିଟନେସ ଭିଡିଓ ଭାଇରାଲ ହେବା ପରେ କଂଗ୍ରେସ ଭବନ ଠାରେ ଆୟୋଜିିତ ଏକ ସାମ୍ବାଦିକ ସମ୍ମିଳନୀରେ ସୁର ନବୀନଙ୍କୁ ଏମିତି...

ବିଜେପିର ପ୍ରାର୍ଥୀ ଘୋଷଣା, ଜଗତସିଂହପୁରରୁ ଲଢିବେ ବିଭୁ ତରାଇ

କେନ୍ଦ୍ରାପଡା ବିଧାନସଭା ପାଇଁ ସୁନାକର ବେହେରା ଜଗତସିଂହପୁର ଲୋକସଭା ପାଇଁ ବିଭୁ ତରାଇ କାକଟପୁର ବିଧାନସଭା ପାଇଁ ରବି ମଲ୍ଲିକ

ହାତ ଧରିଲେ ବିଜେପିର ବିଦ୍ରୋହୀ ନେତା

ବିଜେପି ନେତା ତଥା ବଲିଉଡ଼୍ ଅଭିନେତା ଶତ୍ରୁଘ୍ନ ସିହ୍ନା ଆଜି ପଦ୍ମ ଛାଡି ହାତ ଧରିଛନ୍ତି । ଭାରତୀୟ ଜନତା ପାର୍ଟି ଟିକେଟ ନ ଦେବା ପରେ ଶତ୍ରୁଘ୍ନ ସିହ୍ନା କଂଗ୍ରେସରେ ଯୋଗଦେବେ ବୋଲି ଚର୍ଚ୍ଚା ହେଉଥିଲା । ଆଜି...
- Advertisement -

Latest article

ଭୟଙ୍କର ବିମାନ ଦୁର୍ଘଟଣା: ୧୩ ଜଣଙ୍କ ମୃତ୍ୟୁ

ନୂଆଦିଲ୍ଲୀ: ବିଶ୍ୱପ୍ରସିଦ୍ଧ ‘ନାଜକା ଲାଇନ୍ସ’ ଦେଖିବାକୁ ପର୍ଯ୍ୟଟକମାନଙ୍କୁ ନେଇ ଯାଉଥିବା ଏକ ଛୋଟ ପର୍ଯ୍ୟଟନ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇ ନିକଟସ୍ଥ ଏକ ବିଲରେ ଖସିପଡ଼ିଛି। ଭୂମିରେ ପଡ଼ିବା ମାତ୍ରେ ବିମାନଟି ଖଣ୍ଡଖଣ୍ଡ ହୋଇ...

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...