30.1 C
Bhubaneswar
Saturday, October 31, 2026
-Advertisement-

ଓୟୁଏଟି କୁଳପତି ନିଯୁକ୍ତି ପ୍ରକ୍ରିୟାର ବୈଧତା ନେଇ ହାଇକୋର୍ଟରେ ମାମଲା

ଓଡିଶା କୃଷି ଓ ବୈଷୟିକ ବିଶ୍ବ ବିଦ୍ୟାଳୟର କୁଳପତି ନିଯୁକ୍ତି ପ୍ରସଙ୍ଗକୁ ନେଇ ହାଇକୋର୍ଟରେ ମାମଲା. ରାଜଯ୍ୟ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ପକ୍ଷରୁ କୁଳପତି ପଦବୀ ପାଇଁ ଗତ ଫେବୃଆରୀ 13 ତାରିଖରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା....

ଇସିଆଇଙ୍କୁ ଭେଟିଲେ ନବୀନ

ବାତ୍ୟା ଫନି ପାଇଁ ଘୁଞ୍ଚିବ କି ପାଟକୁରା ବିଧାନସଭା ନିର୍ବାଚନ ? ପାଟକୁରା ନିର୍ବାଚନକୁ ଘୁଞ୍ଚିାଇବାକୁ ଦିଲ୍ଲୀ ଗସ୍ତରେ ମୁଖ୍ୟମନ୍ତ୍ରୀ ତଥା ବିଜେଡି ସଭାପତି ନବୀନ ପଟ୍ଟନାୟକ । ଫନି ଓଡ଼ିଶା ମୁହାଁ ହେଲେ ନିର୍ବାଚନ ତାରିଖକୁ ଘୁଞ୍ଚାଇବାକୁ ଭାରତୀୟ...

ଫନି ପାଇଁ ଚିଲିକା ମନା

ମାଡି ଆସୁଛି ସାମୁଦ୍ରିକ ଘୂର୍ଣ୍ଣିବାତ୍ୟା ଫନି । ବର୍ତ୍ତମାନ ଓଡ଼ିଶା ମୁହାଁ ହୋଇଛି ଫନି। ଫନି ପାଇଁ ଚିଲିକାକୁ ଆସନ୍ତା ୫ ଯାଏଁ ଡଙ୍ଗା ଯିବା ବନ୍ଦ କରିବାକୁ ନିର୍ଦ୍ଦେଶ ଦିଆଯାଇଛି । ଏନେଇ ପ୍ରଶାସନର ନିର୍ଦ୍ଦେଶ ପରେ କାଳିଜାଇ...
video

ଉପକୂଳବର୍ତ୍ତି ଇଲାକାରେ ଭୟର ବାତାବରଣ

ସମୁଦ୍ର ଅଶାନ୍ତ । ବେଳାଭୂମିର ଏ ଭୀମକାନ୍ତ ରୂପ, ଭୟଙ୍କର ରୂପ ନେଇ ମାଡି ଆସୁଥିବା ଫନିର ପୂର୍ବାଭାସ । ଫନି ଗତିପଥ ବଦଳାଇବା ପରେ ଓଡିଶା ଉପକୂଳବର୍ତ୍ତି ଇଲାକାରେ ଭୟର ବାତାବରଣ । ବିଶେଷ କରି ସମୁଦ୍ରକୂଳରେ ରହୁଥିବା...

ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ

କେନ୍ଦ୍ରାପଡ଼ା ବିଜେଡି ସାଂସଦ ଅନୁଭବ ମହାନ୍ତିଙ୍କୁ ହତ୍ୟା ଧମକ । ଅଜଣା ନମ୍ବରରେ ହ୍ୱାଟସଆପ ନମ୍ବରରେ ମେସେଜ କରି କେହି ଧମକ ଦେଇଛି । ୧୦ଲକ୍ଷ ଟଙ୍କା ନଦେଲେ ହତ୍ୟା କରିବେ ବୋଲି ଧମକ ଆସିଛି । ଏହି ଘଟଣା...
video

ହାତରେ ଗରା, ବାଲ୍ଟି ଧରି ବିକ୍ଷୋଭ ପ୍ରଦର୍ଶନ

ରାୟଗଡାଜିଲ୍ଲା ପିତାମହଲ ପଞ୍ଚାୟତରେ ଉକôଟ ଜଳାଭାବ ଦେଖାଦେଇଛି । ଦୀର୍ଘବର୍ଷ ଧରି ଲାଗିରହିଥିବା ଉକôଟ ଜଳାଭାବକୁ ନେଇ ବିଭିନ୍ନ ସରକାରୀ ଅଧିକାରୀଙ୍କୁ ଜଳସମସ୍ୟାନେଇ ଅଭିଯୋଗ କରି ବିଫଳ ହେବାପରେ ଗ୍ରାମର ଶତାଧିକ ମହିଳା ହାତରେ ଗରା, ବାଲ୍ଟି ଧରି ପ୍ରଥମେ...

ନାମାଙ୍କନ ଦାଖଲ କଲେ ସାବିତ୍ରୀ

ପାଟକୁରା ବିଧାନସଭା ନିର୍ବାଚନ ପାଇଁ ବିଜେଡି ତାର ପ୍ରାର୍ଥୀ ଘୋଷଣା କରିଛି। ଦଳ ବେଦ ପ୍ରକାଶ ଅଗ୍ରଓ୍ଵାଲଙ୍କ ପତ୍ନୀ ସାବିତ୍ରୀ ଅଗ୍ରଓ୍ଵାଲଙ୍କୁ ମଇଦାନକୁ ଓହ୍ଲାଇଛି । ଏନେଇ ଦଳର ସଭାପତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଘୋଷଣା କରିଛନ୍ତି। ପାଟକୁରାରେ ସାବିତ୍ରୀ...
video

ମୁକ୍ତ ଓ ଅବାଧ ଉପରେ ପ୍ରଶ୍ନବାଚୀ

୨୯ ତାରିଖରେ ଚତୁର୍ଥ ପର୍ୟ୍ୟାୟ ଭୋଟ ସହ ନିର୍ବାଚନ ପାଇଁ ମତଦାନ ପ୍ରକ୍ରିୟା ଶେଷ ହୋଇଛି. ମତଦାନ ବେଳେ କିଛି ଅସାଧୁ ନିର୍ବାଚନ ଅଧିକାରୀଙ୍କ ବିରୋଧରେ ମୁଖ୍ୟ ନିର୍ବାଚନ ଅଧିକାରୀ କାର୍ୟ୍ୟାନୁଷ୍ଠାନ ଗ୍ରହଣ କରିଛନ୍ତି. ମାତ୍ର ଭୋଟ ସରିବା ପରେ...

ମଦ ନେଉଛି ମୁଣ୍ଡ, ମୃତ୍ୟୁ ସଂଖ୍ୟା 6କୁ ବୃଦ୍ଧି

ବିଷାକ୍ତ ମଦ ପିଇ 6ମୃତ ଅନେକ ଗୁରୁତର । ଏଭଳି ଅଭାବନୀୟ ଘଟଣା ଘଟିଛି ଭଦ୍ରକ ଜିଲ୍ଲା ତିହିଡି ବ୍ଲକ ଅନ୍ତର୍ଗତ ପୀରହାଟରେ । ପୀରହାଟ ଅଞ୍ଚଳର ଦୌଲତପୁର ପଞ୍ଚାୟତର ନିମେଇ ସାହିରେ ଗତକାଲି ଭୋଟ ଗ୍ରହଣ ଶେଷ ହେବା...

ଘଣ୍ଟାକୁ ୧୬ କିମି ବେଗରେ ଆସୁଛି ‘ଫନି’, ଓଡିଶା ଉପକୂଳରେ କରିପାରେ ଲ୍ୟାଣ୍ଡଫଲ୍

ଭୟ ବଢାଉଛି ବାତ୍ୟା ଫନି । ମେ ୩ତାରିଖ ସନ୍ଧ୍ୟାରେ ଓଡ଼ିଶା ଉପକୂଳରେ ଲ୍ୟାଣ୍ଡଫଲ୍ କରିପାରେ ବାତ୍ୟା ଫନି । ଏନେଇ ଏସଆରସି ବିଷ୍ଣୁପଦ ସେଠୀ ସୂଚନା ଦେଇଛନ୍ତି । କେଉଁ ନିର୍ଦ୍ଦିଷ୍ଟ ସ୍ଥାନରେ ଲ୍ୟାଣ୍ଡଫଲ କରିବ ତାହା ଏପର୍ଯ୍ୟନ୍ତ...
- Advertisement -

Latest article

ବାତ୍ୟା ଅର୍ଣ୍ଣବ ପାଇଁ, ୪୮ ହଜାର ଲୋକଙ୍କ ହେବ ସ୍ଥାନାନ୍ତରଣ

ଭୁବନେଶ୍ୱର: ଭୀଷଣ ବାତ୍ୟାର ରୂପ ଧରି ‘ଅର୍ଣ୍ଣବ’ ସ୍ଥଳଭାଗ ଆଡ଼କୁ ମାଡ଼ି ଆସୁଥିବା ବେଳେ ଏହାର ମୁକାବିଲା ପାଇଁ ରାଜ୍ୟ ସରକାର ଓ ଜିଲ୍ଲା ପ୍ରଶାସନ ସମ୍ପୂର୍ଣ୍ଣ ସଜାଗ ରହିଛନ୍ତି।...

Winbeast Live Baccarat: Rules and Side Bets

ContentsUnderstanding the Core Rules of PlayA Detailed Look at Standard PayoutsExploring Popular Side BetsRTP and What It Means for YouStrategies for Managing Your BankrollGetting...

Spinhub Samsung Pay Integration

ContentsHow to Set Up and Use Samsung Pay at SpinhubKey Benefits of Using Samsung Pay for DepositsUnderstanding Deposit Limits and Processing TimesTroubleshooting Common Samsung...