29.4 C
Bhubaneswar
Saturday, August 1, 2026
-Advertisement-

ହିଟ୍ ମାରି ମଶା ଗଣିବି କି: ବି.କେ ସିଂହ

ପାକିସ୍ତାନର ବାଲକୋଟରେ ହୋଇଥିବା ଏୟାର ଷ୍ଟ୍ରାଇକ ଉପରେ ବିରୋଧୀ ଦଳର ନେତାମାନେ ପ୍ରଶ୍ନ ଉପରେ ପ୍ରଶ୍ନ ଛିଡା କରୁଛନ୍ତି. ଏମିତିକି ପଶ୍ଚିମବଙ୍ଗ ମୁଖ୍ୟମନ୍ତ୍ରୀ ମମତା ବାନାର୍ଜୀଙ୍କଠୁ ଆରମ୍ଭ କରି କଂଗ୍ରେସ ନେତା ମଧ୍ୟ ଏହି ପ୍ରଶ୍ନ କରୁଛନ୍ତି. ଏନେଇ ବୁଧବାର...
video

ଅକ୍ଷୟଙ୍କ ଫାୟାର ଶୋ’

ଖିଲାଡି ଅକ୍ଷୟ କୁମାରଙ୍କ ଫାୟାର ଶୋ’. ଏହାଶୁଣି ଆପଣ ଭାବୁଥିବେ ଯେ, ଅକ୍ଷୟ କଣ ଫିଲ୍ମ ଛାଡି ଫାୟାର ଶୋ’ ଆରମ୍ଭ କଲେଣି କି ? ହେଲେ ପ୍ରକୃତରେ କଥା ହେଲା ଯେ, ଗତକାଲି ଆମାଜନ ୱେବ ସିରିଜର ଏକ...
video

ଆସିଲା ‘ଜଙ୍ଗଲୀ’ ଟ୍ରେଲର, ଦେଖନ୍ତୁ ପୁରା ଭିଡିଓ

ଶେଷରେ ସବୁ ଅପେକ୍ଷାର ଅନ୍ତ ଘଟାଇ ରିଲିଜ ହୋଇଛି ବଲିଉଡ ଫିଲ୍ମ ‘ଜଙ୍ଗଲୀ’ର ଟ୍ରେଲର. ‘ଜଙ୍ଗଲ’ ପିକ୍ଚର୍ସର ଅଭିନେତା ରୂପେ ଜଣାଶୁଣା ବିଦ୍ୟୁତ ଜାମୱାଲ ଏଥିରେ ମୁଖ୍ୟ ଭୂମିକାରେ ନଜର ଆସିଛନ୍ତି. ଏହାର କାହାଣୀ ସଂପୂର୍ଣ୍ଣ ରୂପେ ଇମୋସନ, ଆକ୍ସନ ଆଉ...
video

ଜେଲରୁ କଏଦୀ ଫେରାର

ମାଲକାନଗିରି ଜିଲ୍ଲା ମୁଖ୍ୟ ଜେଲରୁ କଏଦୀ ଫେରାର. ଜେଲ କାନ୍ଥରେ ଥିବା ଏକ ଫାଟ ଦେଇ କଏଦୀ ଫେରାର ହୋଇଯାଇଥିବା ସୂଚନା ମିଳିଛି. ଫେରାର କଏଦୀର ନାମ ଅଜିତ ଡାକୁଆ ବୋଲି ଜଣାପଡିଛି. ସୂଚନାଯୋଗ୍ୟ ଯେ, ଫେରାର ଅଜିତ ଗଞ୍ଜେଇ...
video

ସାଧାରଣ ନିର୍ବାଚନ ପାଇଁ ସଚେତନତା କାର୍ଯ୍ୟକ୍ରମ

ସାଧାରଣ ନିର୍ବାଚନକୁ ଆଉ ଅଳ୍ପ ଦିନ ଥିବା ବେଳେ ଭୁବନେଶ୍ୱରରେ ଏହାର ସଚେତନତା କାର୍ଯ୍ୟକ୍ରମ ଆରମ୍ଭ ହୋଇଛି. ଏହାକୁ ଉଦଘାଟନ କରିଛନ୍ତି ଏଡିଏମ ନିର୍ମଳ ମିଶ୍ର. ଏହି ସଚେତନତା ଅଭିଯାନ ମାଧ୍ୟମରେ ଲୋକଙ୍କୁ  ଭୋଟ ସଂପର୍କିତ ବାର୍ତ୍ତା ପ୍ରଦାନ କରାଯିବ...

ଓଏମଆର ସିଟ ଗାଏବ ଘଟଣା: 3 ଶିକ୍ଷକ ଗିରଫ

ମାଲକାନଗିରି ଜିଲ୍ଲାର ପଡିଆ ଏସ ଏସ ଡି ହାଇସ୍କୁଲରେ ଓଏମଆର ସିଟ ଗାଏବ ଘଟଣାରେ ପୋଲିସ ତିନି ଜଣ ଶିକ୍ଷକଙ୍କୁ ଗିରଫ କରିଛି. ଓଏମଆର ସିଟ ଗାଏବ ହେବା ପରେ ପୋଲିସ ଏହାର ତଦନ୍ତ କରିଥିଲା. ପରେ ପରୀକ୍ଷା ପରିଚାଳନା...
video

ପୁଣି ଦିଲ୍ଲୀରେ ଏକ ବଡ ଧରଣର ଅଗ୍ନିକାଣ୍ଡ

ପୁଣି ଦିଲ୍ଲୀରେ ଘଟିଛି ଏକ ବଡ ଧରଣର ଅଗ୍ନିକାଣ୍ଡ. ଗୋଟିଏ ପରେ ଗୋଟିଏ ଅଗ୍ନିକାଣ୍ଡ ଘଟି ଚାଲିଛି ଦିଲ୍ଲୀରେ. ଯାହା ଥମିବାର ନାଁ ନେଉନାହିଁ.  ଏବେ ପୁଣି ଏକ ଭୟାବହ ଅଗ୍ନିକାଣ୍ଡ ଦେଖିବାକୁ ମିଳିଛି. ବୁଧବାର ସକାଳ ସମୟରେ ଦିଲ୍ଲୀ...

ମିଶନ ଶକ୍ତି ସମାବେଶରେ ମୁଖ୍ୟମନ୍ତ୍ରୀ

ବଲାଙ୍ଗିର ପଥରଚେପାରେ ଆୟୋଜିତ ମିଶନ ଶକ୍ତି ମହାସମାବେଶରେ ଏସ୍‌ଏଚ୍‌ଜିଙ୍କୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ସୁଧଟଙ୍କା ଫେରସ୍ତ କରିଛନ୍ତି.ଏସ୍‌ଏଚ୍‌ଜି ମହିଳାଙ୍କୁ ବିନାସୁଧରେ ଋଣ ଦେବାକୁ ପୂର୍ବରୁ ଘୋଷଣା ହୋଇଥିଲା . ସେହି ଅନୁସାରେ ଟଙ୍କା ଫେରସ୍ତ ହୋଇଛି. ଏହା ସହିତ ମୁଖ୍ୟମନ୍ତ୍ରୀ...

କେନ୍ଦ୍ରାପଡାରେ ପୁଣି ଏନକାଉଣ୍ଟର

କିଛି ଦିନର ବ୍ୟବଧାନ ପରେ ପୁଣି କେନ୍ଦ୍ରାପଡାରେ ପୋଲିସ ଏନକାଉଣ୍ଟର କରିଛି. ପୋଲିସ ଏନକାଉଣ୍ଟରରେ ଦୁର୍ଦ୍ଦାନ୍ତ ଅପରାଧୀ ବିଜୟ ନାୟକ ଗୁରୁତର ହୋଇଛି. ବିଜୟର ବାମ ଗୋଡରେ ଗୁଳି ବାଜିଥିବା ବେଳେ ଅବସ୍ଥା ଗୁରୁତର ହେବାରୁ ତାକୁ କଟକ ବଡ...

ଚାପରେ ପାକିସ୍ତାନ, ୪୪ ଆତଙ୍କବାଦୀ ଅଟକ

ମଙ୍ଗଳବାର ପାକିସ୍ତାନ ଆତଙ୍କବାଦୀ ସଂଗଠନ ଜୈସ୍‌-ଇ-ମହମ୍ମଦର ମୁଖ୍ୟ ମୌଲାନା ମାସୁଦ ଅଝାରର ଭାଇ ଅବଦୁଲ ରାଉଫ୍‌ ଅସଗର ସମେତ ୪୪ଜଣ ଆତଙ୍କବାଦୀକୁ ପାକିସ୍ତାନ ପୁଲିସ ଅଟକ ରଖିଛି । ଚାପରେ ପଡ଼ି ପାକିସ୍ତାନ ପ୍ରତିବନ୍ଧକ ଥିବା ସଙ୍ଗଠନ ଦ୍ୱାରା ଜଡ଼ିତ...
- Advertisement -

Latest article

ବିଲ୍ଡରଙ୍କ ଘରୁ ୨ କୋଟିରୁ ଅଧିକ ଟଙ୍କାର ସମ୍ପତ୍ତି ଚୋରି

ଭୁବନେଶ୍ୱର: ରାଜଧାନୀ ଭୁବନେଶ୍ୱରରେ ଶୁକ୍ରବାର ବିଳମ୍ବିତ ରାତିରେ ଲକ୍ଷ୍ମୀସାଗର ଅଞ୍ଚଳରେ ଜଣେ ବିଲ୍ଡରଙ୍କ ଘରୁ ଦୁର୍ବୃତ୍ତମାନେ ପ୍ରାୟ ୨ କୋଟି ଟଙ୍କାରୁ ଅଧିକ ମୂଲ୍ୟର ସମ୍ପତ୍ତି ଲୁଟି ନେଇଥିବା ଅଭିଯୋଗ ହୋଇଛି। ପୋଲିସ...

ରାଜ୍ୟଗୋଷ୍ଠୀ କ୍ରୀଡାରେ ଜୁଡୋରେ ଭାରତ ପାଇଁ ପ୍ରଥମ ସ୍ୱର୍ଣ୍ଣ ପଦକ ଆଣିଲେ ଅସ୍ମିତା ଦେ

ନୂଆଦିଲ୍ଲୀ: ଗ୍ଲାସଗୋ ଠାରେ ଚାଲିଥିବା ରାଜ୍ୟଗୋଷ୍ଠୀ କ୍ରୀଡା ରେ ଭାରତ ଏକ ବଡ଼ ସଫଳତା ହାସଲ କରିଛି। ଯୁବ ଜୁଡୋ ଖେଳାଳି ଅସ୍ମିତା ଦେ’ ଭାରତ ପାଇଁ ଏହି ସଫଳତା ଆଣିଛନ୍ତି lମହିଳା...

ପାଣିକୁଣ୍ଡରୁ ମିଳିଲା ନିଖୋଜ ଦ୍ବିତୀୟ ଶ୍ରେଣୀ ଛାତ୍ରୀଙ୍କ ମୃତଦେହ

ଭୁବନେଶ୍ବର: ଭୁବନେଶ୍ୱରସ୍ଥିତ ଆଞ୍ଚଳିକ ଶିକ୍ଷା ପ୍ରତିଷ୍ଠାନ (RIE)ର ଡେମୋନଷ୍ଟ୍ରେସନ୍ ମଲ୍ଟିପର୍ପୋଜ୍ (ଡିଏମ୍) ସ୍କୁଲର ଦ୍ୱିତୀୟ ଶ୍ରେଣୀରେ ପଢ଼ୁଥିବା ୨ୟ ଶ୍ରେଣୀ ଛାତ୍ରୀ ନିଖୋଜ ଘଟଣା। ସ୍କୁଲ୍ ପଛ ପଟେ ଥିବା ପୋଲିସ ରିଜର୍ଭ...