ମହାଶିବରାତ୍ରୀ, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
ପବିତ୍ର ମହାଶିବରାତ୍ରୀ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କର ସମାଗମ ଭିଡ । ଲୋକନାଥ, ଲିଙ୍ଗରାଜ, ଧବଳେଶ୍ୱର, ଆରଡିରେ ଭକ୍ତଙ୍କ ଭିଡ ଲାଗି ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ମଧ୍ୟ କରାଯାଇଛି ।...
କ’ଣ ପାଇଁ ପାଳନ ହୁଏ ମହାଶିବରାତ୍ରି ?
ଆଜି ହେଉଛି ପବିତ୍ର ମହାଶିବରାତ୍ରି. ଏଥିପାଇଁ ସାରା ରାଜ୍ୟ ଚଳଚଞ୍ଚଳ ହୋଇପଡିଛି ଏବଂ ଚାରିଆଡେ ‘ଓମ ନମଃ ଶିବାୟ’ ଧ୍ୱନି ଶୁଣିବାକୁ ମିଳୁଛି. ପ୍ରଭୁ ନୀଳକଣ୍ଠଙ୍କ ଦର୍ଶନ ପାଇଁ ରାଜ୍ୟର ସମସ୍ତ ଦେବାଳୟରେ ଶ୍ରଦ୍ଧାଳୁଙ୍କ ଭିଡ ଦେଖିବାକୁ ମିଳିଛି. ଭକ୍ତମାନେ...
ବଞ୍ଚିଛି ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ
ଭାରତର ମୋଷ୍ଟ ୱାଣ୍ଟେଡ ଆତଙ୍କବାଦୀ ତଥା ଜୈଶ-ଇ-ମହମ୍ମଦର ମୁଖ୍ୟ ମାସୁଦ ଅଜହର ଜୀବିତ ଅଛି. ଏନେଇ ସୂଚନା ଦେଇଛି ପାକିସ୍ତାନୀ ଗଣମାଧ୍ୟମ. ପୂର୍ବରୁ ମାସୁଦ ମରିଯାଇଥିଲା ବୋଲି ଚାରିଆଡେ ପ୍ରକାଶ ପାଇଥିଲା. ମାତ୍ର ପ୍ରକୃତରେ ସେ ମରିନି ବରଂ ବଞ୍ଚିଛି...
ମାଟ୍ରିକ ବିଭ୍ରାଟ: ଗାଏବ ହୋଇଗଲା ଶତାଧିକ ଗଣିତ ଉତ୍ତର ଖାତା
ଚଳିତ ମାଟ୍ରିକ ପରୀକ୍ଷାରେ ବିଭ୍ରାଟ ପିଚ୍ଛା ଛାଡୁନାହିଁ. ବାରମ୍ବାର ପ୍ରଶ୍ନପତ୍ର ଭାଇରାଲ ହେବା ପରେ ଏବେ ମାଲକାନଗିରି ଜିଲ୍ଲାରେ 108ଟି ଗଣିତ ଖାତା କୁଆଡେ ଗାୟବ ହୋଇଯାଇଛି. ପଡିଆ ଏସଏସଡି ସରକାରୀ ଉଚ୍ଚ ବିଦ୍ୟାଳୟରୁ ଶତାଧିକ ଖାତା ମିଳୁ ନଥିବା...
ସତରେ ମରିଛି ନା ପାକିସ୍ତାନ ଚାଲ୍ : ଚର୍ଚ୍ଚାରେ ଆତଙ୍କବାଦୀ ମାସୁଦ ଆଝାରର ମୃତ୍ୟୁ ଖବର
ସତରେ ମରିଛି ନା ପାକିସ୍ତାନର ନୂଆ ଡ୍ରାମା : ସୋସିଆଲ ମିଡିଆ, ସବୁ ଗଣମାଧ୍ୟମରେ ମୋଷ୍ଟ ଓାଣ୍ଟେଡ ଆତଙ୍କବାଦୀ ମାସୁଦ ଆଝାରର ମୃତ୍ୟୁ ଖବରକୁ ନେଇ ଚର୍ଚ୍ଚା. ମାତ୍ର ସତରେ ମରିଛି କି ପାକିସ୍ତାନ ସରକାର ଭାରତୀୟ ଗଣମାଧ୍ୟମକୁ ଭୁଆଁ...
ଜଙ୍ଗଲଜମି ଅଧିକାର ପାଇଁ ଆଦିବାସୀଙ୍କ ବିକ୍ଷୋଭ
ଆଦିବାସୀମାନଙ୍କୁ ଜଙ୍ଗଲ ଜମିରୁ ହଟାଇବାପାଇଁ ସୁପ୍ରିମକୋର୍ଟ ଦେଇଥିବା ରାୟ ଜନବିରୋଧି ଓ ସମ୍ବିଧାନ ବିରୋଧୀ । ତେଣୁ ଏହି ରାୟର ପୁଣି ଥରେ ବିଚାର କରିବା ଦାବିରେ ନିୟମଗିରି ସୁରକ୍ଷା ମଂଚ,ବିଏସପି ଓ ଆଦିବାସୀ ଏକତାମଂଚ ଆନୁକୁଲ୍ୟରେ ମୁନୁଗୁଡା ବ୍ଲକ...
ବସ୍ ଧକ୍କାରେ ବାଇକ ଚାଳକଙ୍କ ମୃତ୍ୟୁ
ଭାବନୀପାଟଣା ବାଲାଜୀ ନିକଟରେ ସରକାରୀ ଯାତ୍ରୀବାହୀ ବସ ଧକ୍କାରେ ଜଣେ ବାଇକ ଚାଳକଙ୍କ ମୃତ୍ୟୁ ହୋଇଥିବା ବେଳେ ଅନ୍ୟଜଣେ ଗୁରୁତର ଆହତ ହୋଇଛନ୍ତି. ଟାଉନ ପୋଲିସ ଖବର ପାଇ ଘଟଣା ସ୍ଥଳରେ ପହଁଚି ଶବ ଜବତ କରିବା ସହ ତଦନ୍ତ...
ଜାନିବିଲି ପ୍ରକଳ୍ପ ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ
ଶେଷରେ ବହୁ ପ୍ରତୀକ୍ଷିତ ଜାନିବିଲି ପ୍ରକଳ୍ପର ଉଦଘାଟନ କଲେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. ରେଶମୀ ସହର ବ୍ରହ୍ମପୁରବାସୀଙ୍କୁ ନବୀନ ଏହି ଉପହାର ଦେଇଛନ୍ତି. 431 କୋଟି ଟଙ୍କା ବ୍ୟୟ ଅଟକଳରେ ନିର୍ମିତ ଏହି ପ୍ରକଳ୍ପ ବ୍ରହ୍ମପୁରବାସୀଙ୍କ ଜଳ ସମସ୍ୟାକୁ ଦୂର...
ଜଷ୍ଟିସ୍ ଅଜିତ ସିଂହ ହେଲେ ଓଡିଶା ଲୋକାୟୁକ୍ତ ଅଧ୍ୟକ୍ଷ
ଓଡିଶାର ପ୍ରଥମ ଲୋକାୟୁକ୍ତ ଅଧ୍ୟକ୍ଷ ଭାବେ ନିଯୁକ୍ତି ପାଇଛନ୍ତି ବିଚାରପତି ଅଜିତ ସିଂହ. ରାଜ୍ୟପାଳ ଗଣେଶୀ ଲାଲ ରବିବାର ତାଙ୍କୁ ଏହି ନିଯୁକ୍ତି ଦେଇଛନ୍ତି. ଗୌହାଟୀ ହାଇକୋର୍ଟର ମୁଖ୍ୟ ବିଚାରପତି ଭାବେ କାର୍ଯ୍ୟ କରିଥିବା ଅଜିତ ସିଂହଙ୍କୁ ଓଡିଶା ଲୋକାୟୁକ୍ତର...
ଟଳିଲେ ଦୁଇ ଆତଙ୍କବାଦୀ
ଟଳିଲେ ଦୁଇ ଆତଙ୍କକବାଦୀ. କଶ୍ମୀର ଘାଟିରେ ଲଗାତର ତୃତୀୟ ଦିନ ପାଇଁ ସୁରକ୍ଷାକର୍ମୀ ଓ ଆତଙ୍କବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ଜାରି ରହିଛି. ଜମ୍ମୁ କଶ୍ମୀରର କୁପୱାଡାରେ ଆତଙ୍କବାଦୀ ଓ ସୁରକ୍ଷାକର୍ମୀଙ୍କ ମଧ୍ୟରେ ଗୁଳି ବିନିମୟ ମଧ୍ୟରେ 5 ଯବାନ...


















