ଜନଜାତି ସମ୍ପ୍ରଦାୟ ପିଲାଙ୍କ ପାଇଁ ସବୁକିଛି ସାନ୍ତନୁ ଅପା
ସକାଳ ହେଲେ ଅନ୍ଧାରି ଇଲାକାରେ ଶୁଭେ ଅ, ଆ ଆଉ ପଣିକିଆର ଶଦ୍ଦ । ମଳି ମସିଆ ସାର୍ଟ ପ୍ୟାଣ୍ଟ ପିନ୍ଧି ବହିବସ୍ତାନୀ ଧରି ପିଲାମାନେ ହାଜର ହୋଇଯାନ୍ତି ସାନ୍ତନୁ ଅପା ସ୍କୁଲରେ । ସାନ୍ତନୁ ଅପା ସ୍କୁଲରେ ପିଲାଏ...
ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କଲେ ମିଥୁନ୍
ଗୁରୁବାର ପୁରୀ ଆସି ଶ୍ରୀଜିଉଙ୍କୁ ଦର୍ଶନ କରିଛନ୍ତି ବଲିଉଡ୍ ସୁପର ଷ୍ଟାର ମିଥୁନ ଚକ୍ରବର୍ତ୍ତୀ । ଶ୍ରୀମନ୍ଦିରରେ ପହଞ୍ଚି ଭିତରକାଠ ନିକଟରୁ ରତ୍ନସିଂହାସନରେ ବିରାଜମାନ ଚତୁର୍ଦ୍ଧାମୂର୍ତ୍ତିଙ୍କୁ ଦର୍ଶନ କରି ଆଶୀର୍ବାଦ ଭିକ୍ଷା କରିଛନ୍ତି ମିଥୁନ । ତାଙ୍କ ସହ ତାଙ୍କର...
ଜମୁଛି ନିର୍ବାଚନ
ଜମିବାରେ ଲାଗିଛି କାକଟପୁର ନିର୍ବାଚନ ମଣ୍ଡଳୀରେ ନିର୍ବାଚନ ପ୍ରଚାର ା ଏଥରକ ନିର୍ବାଚନରେ କାକଟପୁର ବିଧାନସଭା ନିର୍ବାଚନମଣ୍ଡଳୀରେ ଟିକଟ ବଣ୍ଟାକୁ ନେଇ ଖୁବ ଚର୍ଚ୍ଚା ହୋଇଥିଲା । ଏଠାରେ ବିଜେଡିରୁ ପ୍ରଥମେ ୨୦୧୪ ରେ ଜିତିଥିବା ବିଧାୟକ ସୁରେନ୍ଦ୍ର ସେଠିଙ୍କୁ...
୯ଟି ବୁଥରେ ଚାଲିଛି ସାନି ମତଦାନ
ରାଜ୍ୟର ୯ଟି ବୁଥରେ ଆଜି ସାନି ମତଦାନ ଆରମ୍ଭ ହୋଇଛି । ସକାଳ ୭ଟାରୁ ମତଦାନ ପକ୍ରିୟା ଜାରି ରହିଛି । ଦ୍ୱିତୀୟ ପର୍ଯ୍ୟାୟ ନିର୍ବାଚନରେ ବିଭିନ୍ନ ବୁଥରେ ସ୍ଥଗିତ ଥିଲା ମତଦାନ । ସୁନ୍ଦରଗଡ଼ ଲୋକସଭା ଅନ୍ତର୍ଗତ ବଣାଇ...
ବୈଜୟନ୍ତଙ୍କ ଉପରେ ବିଜେଡିର ଆରୋପ
କେନ୍ଦ୍ରାପଡାର ପୂର୍ବତନ ସାଂସଦ ତଥା ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କ ଉପରେ ପୁଣି ବର୍ଷିଛି ବିଜେଡି । ସେ କେନ୍ଦ୍ରାପଡାବାସୀଙ୍କୁ ଲଗାତାର ଠକି ଚାଲିଛନ୍ତି ବୋଲି ଆରୋପ ଲଗାଇ ବିଜେଡି ମୁଖପାତ୍ର ସସ୍ମିତ ପାତ୍ର, ଲେଲିନ ମହାନ୍ତି ଓ ସୁଲତା...
ତୃତୀୟ ପର୍ଯ୍ୟାୟ ନିର୍ବାଚନରେ କୋଉଠି ହୋଇଛି କେତେ ମତଦାନ
୨୦୧୯ ମହାସମରର ଶେଷ ହୋଇଛି ତୃତୀୟ ପର୍ଯ୍ୟାୟ ନିର୍ବାଚନ । ତୃତୀୟ ପର୍ଯ୍ୟାୟରେ ସାରା ରାଜ୍ୟରେ ୭୧.୬୧ ପ୍ରତିଶତ ମତଦାନ ହୋଇଛି । ତୃତୀୟ ପର୍ଯ୍ୟାୟ ନିର୍ବାଚନ ପରେ ସୁଚନା ଦେଇଛନ୍ତି ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର...
ନିରାଶ ହେଲେ ମହାରଥୀ, ଘୁଞ୍ଚିଲା ଜାମିନ ଶୁଣାଣି
ବିଜେଡି ପିପିଲି ବିଧାୟକ ପ୍ରଦୀପ ମହାରଥୀଙ୍କ ଜାମିନ୍ ଆବେଦନର ଶୁଣାଣି ଘୁଞ୍ଚିଛି । ଅପ୍ରେଲ ୨୭ରେ ହେବ ଶୁଣାଣି । ବୁଧବାର ଦିନ ସ୍ୱତନ୍ତ୍ର ପ୍ରାଧୀକୃତ କୋର୍ଟରେ ଜାମିନର ଶୁଣାଣି ହୋଇଥିଲା । କିନ୍ତୁ କେସ୍ ଡାଏରି ଓ ଅସୁସ୍ତ...
ଶପଥ ଗ୍ରହଣ ସମାରୋହରେ ଯୋଗଦେବାକୁ ମୋଦିଙ୍କୁ ନିମନ୍ତ୍ରଣ କଲେ ନବୀନ
ବାଲେଶ୍ୱର ରେମୁଣା ସଭାରୁ ମୋଦିଙ୍କୁ ଟାର୍ଗେଟ କଲେ ନବୀନ ପଟ୍ଟନାୟକ । କହିଲେ ଓଡିଶାବାସୀଙ୍କ ଆଶିର୍ବାଦରୁ ପୁଣିଥରେ ବିଜୁ ଜନତା ଦଳ ସରକାର ଗଠନ କରିବ,ସରିଥିବା ତିନୋଟି ପର୍ଯ୍ୟାୟ ନିର୍ବାଚନରେ ବିଜେଡି ବହୁମତ ହାସଲ କରିସାରିଲାଣି, ଏଣୁ ବିଜେଡି ସରକାର...
ଜଳ ଯନ୍ତ୍ରଣା
ସକାଳ ହେଲେ ଚିନ୍ତା ବଢିଯାଏ ଟୋପାଏ ପାଣି ପାଇଁ । ଗରା,ବାଲ୍ଟି ଧରି ଲାଗିଯାଏ ମହିଳାଙ୍କ ଭିଡ । ପାହାଡ ଉପରେ ଗରା, ବାଲ୍ଟି ଧରି ଚାଲିଥାନ୍ତି ଆଦିବାସୀ ମହିଳା ଓ ଯୁବତୀ । ଗରାଏ ପାଣି ପାଇଁ ଗ୍ରାମବାସୀଙ୍କୁ...
ପାଟକୁରା ନିର୍ବାଚନ ପାଇଁ ଘୋଷଣା ହେଲା ତାରିଖ
ମେ ୧୯ରେ ହେବ ପାଟକୁରା ନିର୍ବାଚନ । ମେ ୧ରେ ପ୍ରାର୍ଥୀପତ୍ର ଦାଖଲ ଏବଂ ୨ରେ ପ୍ରାର୍ଥୀପତ୍ର ଯାଞ୍ଚହେବ । ମେ ୪ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର କରାଯିବ । ମୁଖ୍ୟ ନିର୍ବାଚନ ଅଧିକାରୀ ସୁରେନ୍ଦ୍ର କୁମାର ଏହି ସୁଚନା ଦେଇଛନ୍ତି...







