ହୁ..ହୁ ହୋଇ ଜଳିଲା ଚଳନ୍ତା ଗାଡି
କଳାହାଣ୍ଡି ଜିଲ୍ଲା ଧର୍ମଗଡ ଆମପାଲିରେ ଏକ ଭ୍ୟାନରେ ଅଗ୍ନିକାଣ୍ଡ ଘଟିଛି । ଘାଟି ଉପରକୁ ଭ୍ୟାନଟି ଉଠୁଥିବା ବେଳେ ହଠାତ ସେଥିରେ ନିଆଁ ଲାଗିଯାଇଥିଲା,ଫଳରେ ଭ୍ୟାନଟି ଜଳି ଯାଇଥଲା । ଗାଡିରେ ଥିବା ୧୫ ଜଣ ବ୍ୟକ୍ତି ଅଳ୍ପକେ ବର୍ତି...
ରାଜନୀତିରେ ପ୍ରଥମ ମିସ ଇଣ୍ଡିଆ କିନ୍ନର
ରାଜନିତୀରେ ଯୋଗଦେଲେ ଭାରତର ପ୍ରଥମ ମିସ ଇଣ୍ଡିଆ କିନ୍ନର ବୀଣା ସିନ୍ଦ୍ରେ । ଛତିଶଗଡରେ ଭାରତୀୟ ଜାତୀୟ କଂଗ୍ରେସରେ ଯୋଗ ଦେଇ ସେ କହିଛନ୍ତି, ମହିଳା ଓ କିନ୍ନର ଗୋଷ୍ଠୀ ମାନଙ୍କ ଉନ୍ନତି ପାଇଁ ସେ କିଛି କରିବାକୁ ଚାହୁଁଛନ୍ତି...
ମାର୍କେଟରେ ଅଭିନନ୍ଦନଙ୍କ ନିଶର କ୍ରେଜ୍
ଭାରତୀୟ ବାୟୁସେନାର ସାହାସୀ ୱିଙ୍ଗ କମାଣ୍ଡର ଅଭିନନ୍ଦନଙ୍କ ନିଶକୁ ନେଇ ଏବେ ଯୁବପିଢୀ ଦିୱାନା । ଲୋକମାନେ ଅଭିନନ୍ଦନଙ୍କ ନିଶର ଢେର୍ ପ୍ରଶଂସା କରୁଛନ୍ତି। ଆଉ କହୁଛନ୍ତି, ‘ନିଶ ହେବ ତ ଅଭିନନ୍ଦନ ପରି’ । ଅଭିନନ୍ଦନଙ୍କ ନିଶର କ୍ରେଜ୍...
ବିଜେଡିର ବିରୋଧ
ପୂର୍ବତଟ ରେଳବାଇକୁ ଭାଗ ଭାଗ କରିବା ପାଇଁ କେନ୍ଦ୍ରର ଷଡଯନ୍ତ୍ର. ପୂର୍ବତଟ ରେଳପଥକୁ ଭାଙ୍ଗି ଦକ୍ଷିଣ ପୂର୍ବ ରେଳପଥ ଗଠନ କରିବା ଏବଂ ମୁଖ୍ୟ କାର୍ଯ୍ୟାଳୟ ବିଶାଖାପାଟଣାକୁ ଉଠାଇନେବା ପାଇଁ କେନ୍ଦ୍ର ନିଷ୍ପତ୍ତିକୁ ବିରୋଧ କରିଛି ବିଜେଡି. ପ୍ରତିବାଦରେ ବିଜୁ...
ବିଜେଡିର ନୂଆ ଅଭିଯାନ
ମଙ୍ଗଳବାରରୁ ବିଜେଡି ରାଜ୍ୟରେ ଆରମ୍ଭ କରିବ ନୂଆ ଅଭିଯାନ । ଏହି ଅଭିଯାନର ନାଁ ରହିଛି ‘ଘରେ ଘରେ ଶଙ୍ଖ- ମତାମତ ଦିଅନ୍ତି ଆପଣ,ପାଳନ କରନ୍ତି ନବୀନ’ । ମାର୍ଚ୍ଚ ୫ ବିଜୁ ପଟ୍ଟନାୟକଙ୍କ ୧୦୩ ତମ ଜୟନ୍ତୀ ତଥା...
କେତେ ଆତଙ୍କବାଦୀ ମରିଛନ୍ତି, ଆମେ ଗଣିନୁ : ବାୟୁସେନା ମୁଖ୍ୟ
ଫେବୃଆରୀ 26ରେ ପାକିସ୍ତାନର ବାଲାକୋଟରେ ଆତଙ୍କବାଦୀ ଶିବିର ଉପରେ ଭାରତୀୟ ବାୟୁସେନା ବୋମା ନିକ୍ଷେପ କରିଥିଲା. ତେବେ ଏହି ବୋମା ଆକ୍ରମଣରେ କେତେ ଆତଙ୍କବାଦୀ ମରିଛନ୍ତି ଅବା ଆହତ ହୋଇଛନ୍ତି, ତାହା କହିବା ସମ୍ଭବ ନୁହେଁ. ଭାରତୀୟ ବାୟୁସେନା ମୁଖ୍ୟ...
ପଦ୍ମ ଧରିଲେ ବୈଜୟନ୍ତ
ବିଜେପିରେ ଯୋଗ ଦେଇଛନ୍ତି ପୂର୍ବତନ ସାଂସଦ ବୈଜୟନ୍ତ ପଣ୍ଡା । ଦିଲ୍ଲୀରେ ବିଜେପି କାର୍ଯ୍ୟାଳୟ ପରିସରରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଅମିତ ଶାହଙ୍କ ଉପସ୍ଥିତିରେ ସେ ଯୋଗ ଦେଇଛନ୍ତି । ଦଳର ବରିଷ୍ଠ ନେତାମାନେ ବୈଜୟନ୍ତଙ୍କୁ ସ୍ବାଗତ କରିବା ସହ ବିଜେପି...
10ରେ ହୋଇପାରେ ନିର୍ବାଚନ ତାରିଖ ଘୋଷଣା
ଆସନ୍ତା 10 ତାରିଖରେ ନିର୍ବାଚନ ଆୟୋଗ ସାଧାରଣ ନିର୍ବାଚନ ପାଇଁ ତାରିଖ ଘୋଷଣା କରିପାରନ୍ତି. ମିଳିଥିବା ସୂଚନା ଅନୁଯାୟୀ ଆୟୋଗ ଯେଉଁଦିନ ନିର୍ବାଚନ ତାରିଖ ଘୋଷଣା କରିବେ, ସେହିଦିନ ଠାରୁ ଆଚରଣ ବିଧି ଲାଗୁ ହେବ. ପୂର୍ବରୁ ଆଶା କରାଯାଉଥିଲା,...
ନୂଆ ଟ୍ରେନ, ନୂଆ ଷ୍ଟପେଜ୍
ଓଡିଶା ଗସ୍ତରେ କେନ୍ଦ୍ର ରେଳ ରାଷ୍ଟ୍ରମନ୍ତ୍ରୀ ମନୋଜ ସିହ୍ନା । ସୋମବାର ଭୁବନେଶ୍ୱରସ୍ଥିତ ରେଳ ଅଡିଟୋରିଅମରେ ଉଦବୋଧନ ଦେବା ସହ ଅନେକ ଜନ କଲ୍ୟାଣକାରୀ ଯୋଜନା ଏବଂ ନୂତନ ଟ୍ରେନର ଘୋଷଣା କରିଛନ୍ତି ସିହ୍ନା। ରେଳମନ୍ତ୍ରୀ କହିଛନ୍ତି , ଗଣ୍ଡୱାନା...
ମହାଶିବରାତ୍ରୀ, ଶୈବପୀଠରେ ଶ୍ରଦ୍ଧାଳୁଙ୍କ ଭିଡ
ପବିତ୍ର ମହାଶିବରାତ୍ରୀ । ରାଜ୍ୟର ବିଭିନ୍ନ ଶୈବପୀଠରେ ଭକ୍ତଙ୍କର ସମାଗମ ଭିଡ । ଲୋକନାଥ, ଲିଙ୍ଗରାଜ, ଧବଳେଶ୍ୱର, ଆରଡିରେ ଭକ୍ତଙ୍କ ଭିଡ ଲାଗି ରହିଛି । ଶୃଙ୍ଖଳିତ ଦର୍ଶନ ପାଇଁ ପ୍ରଶାସନ ପକ୍ଷରୁ କଡା ବ୍ୟବସ୍ଥା ମଧ୍ୟ କରାଯାଇଛି ।...

















