30.6 C
Bhubaneswar
Wednesday, July 29, 2026
-Advertisement-

ଜଳେଶ୍ୱରରେ ଧଳା ଜହର

ରାଜଧାନୀ ପରେ ଧଳା ଜହର ଚେର ଆରମ୍ଭ ହୋଇଥିବା ଜଳେଶ୍ୱରରୁ ମଧ୍ୟ ବ୍ରାଉନ ସୁଗାର ଜବତ ହୋଇଛି. ଝାଡେଶ୍ୱରପୁର ନାମକ ବସ୍ତିରେ ଏହି ବେପାର କରାଯାଉଥିଲା. ସେଠାରେ ଏହି କାରବାର ଚାଲୁଥିବା ଅବକାରୀ ବିଭାଗ ସୂଚନା ପାଇଥିଲା. ପରେ ଯୋଜନା...

ରାଜଧାନୀରେ ଛୁରା ଆକ୍ରମଣ

କିଛିମାସର ଅନ୍ତର ପରେ ପୁଣି ରାଜଧାନୀରେ ଦୁର୍ବୃତ୍ତଙ୍କ ଛୁରା ଆକ୍ରମଣ. ବିଭିନ୍ନ ପ୍ରକାର ଲୁଟ କରିବା ପାଇଁ ପୁଣି ସକ୍ରିୟ ହୋଇ ଉଠିଛନ୍ତି ଲୁଟେରା. ଏଭଳି ଦୃଶ୍ୟ ଦେଖିବାକୁ ମିଳିଛି ବମିଖାଲ ନିକଟସ୍ଥ ଦୁର୍ଗା ମଣ୍ଡପ ନିକଟରେ. ମିଳିଥିବା ସୂଚନା...

ଧାନ ଖଳାରେ ନିଆଁ

ବାଲେଶ୍ୱର ଜିଲ୍ଲା ସୋର ଥାନା ଅନ୍ତର୍ଗତ କାନପୁର ଗାଁରେ ଏକ ଅଭାବନୀୟ ଘଟଣା ଘଟିଛି. ବିଳମ୍ବିତ ରାତିରେ ସୁକଦେବ ମଲ୍ଲିକ ନାମକ ଜଣେ ଚାଷୀଙ୍କ ଧାନ ଖଳାରେ ନିଆଁ ଲାଗି ସବୁ ଫସଲ ନଷ୍ଟ ହୋଇଯାଇଛି. ମିଳିଥିବା ସୂଚନା ଅନୁସାରେ,...

ଆର୍ନ୍ତଜାତିକ ହେଲଥ ମେଡିକନ ସମ୍ମିଳନୀ

ଆର୍ୟୁବେଦ ଓ ଅନ୍ୟାନ୍ୟ ଭାରତୀୟ ପାରମ୍ପରିକ ଚିକିତ୍ସା ବ୍ୟବସ୍ଥାର ବିଭିନ୍ନ ଦିଗ ଉପରେ ବ୍ୟାପକ ଗବେଷଣା କରାଯିବା ଆବଶ୍ୟକ ରହିଛି ।  ଭାରତୀୟ ଚିକିତ୍ସା ବ୍ୟବସ୍ଥା ଉପରେ ଲୋକଙ୍କର ଆସ୍ଥା ରହିଥିବାରୁ ସରକାର ଏହିସବୁ ଚିକିତ୍ସା ଉପରେ ଗୁରୁତ୍ୱ ଦେବା...
video

ପୂର୍ଣ୍ଣିମା- ସବିତା ସମ୍ମାନୀତ

ନିଳାଦ୍ରିବିହାର ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ୨୬ତମ ବାର୍ଷିକ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଏହି ଉତ୍ସବରେ ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ମୁଖ୍ୟଅତିଥି ଭାବେ ଯୋଗଦେଇ ଦେଶର ସାର୍ବଭୌମତ୍ୱ ଓ ସ୍ୱାଭିମାନ ରକ୍ଷା କରିବା ପାଇଁ ଛାତ୍ରଛାତ୍ରୀମାନଙ୍କୁ ଆହ୍ୱାନ...

ଓଲଟିଲା ବସ

କଟକ ଜିଲ୍ଲାର ଚୌଦ୍ୱାରରେ ସଡ଼କ ଦୁର୍ଘଟଣା । କଜଳକଣା ନିକଟରେ ନିଳକଣ୍ଠ ବସ ଯାତ୍ରୀନେଇ ଯାଉଥିବାବେଳେ ଓଲଟି ପଡ଼ିଛି । ଦୁର୍ଘଟଣାରେ ଦୁଇ ଜଣଙ୍କ ମୃତ୍ୟୁ ଘଟିଥିବା ବେଳେ ୧୦ରୁ ଉର୍ଦ୍ଧ୍ଵ ଆହତ ଲୋକଙ୍କୁ କଟକ ବଡ଼ ମେଡ଼ିକାଲରେ ଭର୍ତ୍ତି...

ଧର୍ମେନ୍ଦ୍ରଙ୍କ ବିରୋଧରେ ହାଁସଦାଙ୍କ ଅଭିଯୋଗ

ଅଡୁଆରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ । ତାଙ୍କ ନାଁରେ କୋର୍ଟରେ ଅଭିଯୋଗ କରିଛନ୍ତି ମୟୁଭଞ୍ଜ ସାଂସଦ ରାମଚନ୍ଦ୍ର ହାଁସଦା । ସେ ମୟୁରଭଞ୍ଜ ଜିଲ୍ଲା ଦୌରାଜଜ କୋର୍ଟରେ ଧର୍ମେନ୍ଦ୍ରଙ୍କ ବିରୋଧରେ ଅଭିଯୋଗ କରିଛନ୍ତି । ଗତ ଜାନୁୟାର ୫ ତାରିଖ...

ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ବନଜାତ ଦ୍ରବ୍ୟ ଉପରେ ମୁଖ୍ୟମନ୍ତ୍ରୀଙ୍କ ବଡ଼ ଘୋଷଣା । ଶାଳ ପତ୍ରରୁ ରୟାଲିଟି ଛାଡ଼ କରିବାକୁ ରାଜ୍ୟ ସରକାରଙ୍କ ନିଷ୍ପତି ନେଇଛନ୍ତି ।  ଜଙ୍ଗଲରୁ ଶାଳପତ୍ର ସଂଗ୍ରହ କରୁଥିବା ଶ୍ରମିକମାନଙ୍କୁ ପୂର୍ବରୁ କ୍ବିଣ୍ଟାଲ ପିଛା ୮୬ଟଙ୍କା ସରକାରଙ୍କୁ ଦେବାକୁ ପଡୁଥିଲା...
video

ଗର୍ଜିଲା ମହିଳା ମୋର୍ଚ୍ଚା

ରାଜ୍ୟରେ ମହିଳା ଅସୁରକ୍ଷିତ ନେଇ ରାଜଧାନୀରେ ବିଜେପି ମହିଳା ମୋର୍ଚ୍ଚାର ବିଶାଳ ବିକ୍ଷୋଭ । ଭୁବନେଶ୍ୱରରେ ବିଜେପି ମହିଳା ମୋର୍ଚ୍ଚା କରିଛି ଲାଲଚୁଡି ରାଲି । ସଚିବାଳୟ ଘେରାଉ ଉଦ୍ୟମ କରିଛି ବିଜେପି ମହିଳା ମୋର୍ଚ୍ଚା । ସଚିବାଳୟରେ ଗେଟରେ...
video

ବାଃ ବାଃ ରେ ଇଞ୍ଜିନିୟର ସ୍ୱାମୀ

ସ୍ତ୍ରୀକୁ ମାଡମାରି ଲହୁଲୁହାଣ କରିବା ଅଭିଯୋଗ ହୋଇଛି. ଏ ନେଇ  ମାଲକାନଗିରି ଜିଲ୍ଲା କୋରୁକଣ୍ଡା ବ୍ଲକ ଅନ୍ତର୍ଗତ ଅରକେଲ ଥାନାରେ ସର୍ବେଶ୍ୱର ରାୟ ନାମକ ଜଣେ ବ୍ୟକ୍ତିଙ୍କୁ ଅଟକ ରଖିଛି ପୋଲିସ. ମିଳିଥିବା ସୂଚନା ଅନୁସାରେ, ଓଏଚପିସିରେ ଇଞ୍ଜିନିୟର ରୂପେ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...