27.2 C
Bhubaneswar
Wednesday, July 29, 2026
-Advertisement-

ବିଜେଡିକୁ ଯିବେନି ନବ

ଝାରସୁଗୁଡା ବିଧାୟକ ତଥା ବରିଷ୍ଠ କଂଗ୍ରେସ ନେତା ନବ ଦାସ ବିଜେଡିକୁ ଯିବେନି । ଏଭଳି ଚର୍ଚ୍ଚାରେ ସେ ପୂର୍ଣ୍ଣଚ୍ଛେଦ ପକାଇଛନ୍ତି । ସେ କଂଗ୍ରେସରେ ରହିବେ ଓ ୨୦୧୯ରେ କଂଗ୍ରେସରୁ ନିବାଚନ ଲଢିବେ ବୋଲି ସ୍ପଷ୍ଟ କରିଛନ୍ତି ।...

ଇସ୍ତଫା ଦେଲେ ଆଲୋକ ବର୍ମା

ଶେଷରେ ଇସ୍ତଫା ଦେଲେ ସିବିଆଇର ପୂର୍ବତନ ନିର୍ଦ୍ଦେଶକ ଆଲୋକ ବର୍ମା । ବିବାଦ ପରେ ଚାକିରୀରୁ ଇସ୍ତଫା ଦେଇଛନ୍ତି ଆଲୋକ ବର୍ମା । ଗତକାଲି ବର୍ମାଙ୍କୁ ସିବିଆଇ ନିର୍ଦ୍ଦେଶକ ପଦରୁ ହଟାଯାଇ ଅଗ୍ନିଶମ ବିଭାଗ ଡିଜି ଭାବେ ବଦଳି କରାଯାଇଥିଲା...
video

ପୋଲିସକୁ ଅଣ୍ଡା,ଟମାଟୋ ମାଡ କଲା ଛାତ୍ର କଂଗ୍ରେସ

ମନ୍ତ୍ରୀ ପ୍ରଦୀପ ମହାରଥୀଙ୍କ ପଦ ଗଲା ପରେ ଏବେ ବିରୋଧିଙ୍କ ଟାର୍ଗେଟରେ ମେୟର . ମେୟର ଅନନ୍ତ ନାରାୟଣ ଜେନା ଏବଂ ଗୋଲେଡନ ବାବାର ଫଟୋକୁ ନେଇ ଏବେ ରାଜ୍ୟ ରାଜନୀତି ସରଗରମ ହୋଇଛି . ଗୋଲଡେନ୍‌ ବାବା ଓରଫ୍‌ ଜ୍ୟୋତି...

ପରଦାକୁ ଆସିଲା ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’

ଫିଲ୍ମ ‘ଦ ଆକ୍ସିଡେଣ୍ଟାଲ ପ୍ରାଇମ ମିନିଷ୍ଟର’ର ଟ୍ରେଲର ରିଲିଜ ପରେ ବିବାଦ ଘେରକୁ ଏହି ଫିଲ୍ମ ଆସିଥିଲା. ମାତ୍ର ଅନେକ ବିବାଦ ପରେ ଶେଷରେ ଫିଲ୍ମ ଫ୍ରାଇଡେରେ ଏହି ଫିଲ୍ମଟି ପ୍ରେକ୍ଷାଳୟରେ ମୁକ୍ତିଲାଭ କରିଛି. ବିଜୟ ରତ୍ନାକର ଗୁଡ୍ଡେଙ୍କ ନିର୍ଦ୍ଦେଶିତ...

ରଣବୀରଙ୍କ ଦୁଲ୍ଲହନ ସାଜିବେ ଆଲିଆ

2018 ପରେ 2019ରେ ମଧ୍ୟ ବଲିଉଡରେ ଦେଖିବାକୁ ମିଳିବ ବିବାହ ସିଜିନ. କାରଣ ଏବେ ସାରା ଜୀବନ ଗୋଟିଏ ବନ୍ଧନରେ ବାନ୍ଧି ହେବାକୁ ଯାଉଛନ୍ତି ବଲିଉଡ ଷ୍ଟାର ରଣବୀର କପୁର ଓ ଆଲିଆ ଭଟ୍ଟ. ମିଳିଥିବା ସୂଚନା ଅନୁସାରେ, ଏ...

‘ଆମ ଘରେ ଏଲଇଡି’

ରାଜ୍ୟର ଗରିବ ଲୋକମାନଙ୍କ ପାଇଁ ବିଭିନ୍ନ ଜନକଲ୍ୟାଣକାରୀ ଯୋଜନା କାର୍ଯ୍ୟକାରୀ ହେଉଥିବା ବେଳେ ରାଜ୍ୟ ସରକାର ଆଜି ଆଉ ଏକ ପଦକ୍ଷପ ଗ୍ରହଣ କରିଛନ୍ତି. ଶୁକ୍ରବାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ‘’ଆମ ଘରେ ଏଲଇଡି’ ଯୋଜନାର ଶୁଭାରମ୍ଭ କରିଛନ୍ତି. ଫଳରେ...

ମେଘାଳୟରେ ଓଡିଶା ଅଗ୍ନିଶମ ସେବା ସଂସ୍ଥାକୁ ଆକ୍ରମଣ

ମେଘାଳୟରେ ଓଡିଶାର ଅଗ୍ନିଶମ ସେବା ସଂସ୍ଥା ଉପରକୁ କିଛି ଦୁର୍ବୃତ୍ତ ଆକ୍ରମଣ କରିଛନ୍ତି. ଫଳରେ ତିନିଜଣ ଆହତ ହୋଇଛନ୍ତି. ମିଳିଥିବା ସୂଚନା ଅନୁସାରେ, ଗୁରୁବାର ରାତି ପ୍ରାୟ 9ଟା ସମୟରେ ମେଘାଳୟର ଇଷ୍ଟ ଜଇନ୍ତିଆ ଅଞ୍ଚଳରୁ ବସ ଯୋଗେ ଫେରୁଥିବା...

ରାମ ରହିମ ଦୋଷୀ

ପଞ୍ଚକୁଲା (ହରିୟାଣା)ର ଏକ ସ୍ୱତନ୍ତ୍ର ସିବିଆଇ କୋର୍ଟ ବିବାଦୀୟ ଧର୍ମଗୁରୁ ଗୁରୁମିତ ରାମରହିମଙ୍କୁ ୨୦୦୨ ମସିହାରେ ହୋଇଥିବା ସାମ୍ବାଦିକ ରାମ ଚନ୍ଦର ଛତ୍ରପତିଙ୍କ ହତ୍ୟା ମାମଲାରେ ଦୋଷୀ ସାବ୍ୟସ୍ତ କରିଛନ୍ତି । ତାଙ୍କ ସହିତ ଅନ୍ୟ ୩ ଜଣଙ୍କୁ ମଧ୍ୟ...

ବିଜେପିର ଦୁଇ ଦିନିଆ ମହାଅଧିବେଶନ

2014 ମସିହାରେ ମହାଲଢେଇ ପୂର୍ବରୁ ଦିଲ୍ଲୀର ଯେଉଁ ରାମଲୀଳା ମଇଦାନରୁ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଶଙ୍ଖନାଦ କରିଥିଲେ, ଠିକ୍ ସେହିପରି 2019 ଲୋକସଭା ନିର୍ବାଚନ ପୂର୍ବରୁ ମଧ୍ୟ ସେହିଠାରୁ ଧ୍ୱନି ଶୁଭିବ. ଶୁକ୍ରବାରଠୁ ଆରମ୍ଭ କରି ଦୁଇ ଦିନ ପର୍ଯ୍ୟନ୍ତ...

ମୋଦିଙ୍କ ସହ ସେଲଫି

ଓଡିଶାରେ ଜନ୍ମ ନେଇଥିବା ପ୍ରଫେସର ଅଶୋକ ସ୍ୱାଇଁ, ଯିଏ ସମ୍ବେଦନଶୀଳ ପରିସ୍ଥିତିରେ ନିଜ ମନର କଥା କହିବାରେ ସମସ୍ତେ ତାଙ୍କୁ ଜାଣନ୍ତି, ସେ ବଲିଉଡ କଳାକାରଙ୍କ ସହ ମିଶି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସହ ସେଲଫି ନେଇଛନ୍ତି. ଅଶୋକ ସ୍ୱେଡେନରେ...
- Advertisement -

Latest article

ଜାପାନରେ ବଡ ଭୂକମ୍ପ, ୭.୧ ତୀବ୍ରତା; ସୁନାମୀ ଆଲର୍ଟ ଜାରି

ନୂଆଦିଲ୍ଲୀ: ଆଜି ଜାପାନରେ ଭୂକମ୍ପ ଝଟକା ଅନୁଭୂତ ହୋଇଛି । ଭୂକମ୍ପର ତୀବ୍ରତା ୭.୧ ରେକର୍ଡ କରାଯାଇଛି । ସମୁଦ୍ରରେ ଉଚ୍ଚ ଉଚ୍ଚ ଲହରି ଆସିବା ନେଇ ସତର୍କ ସୂଚନା ଜାରି କରାଯାଇଛି...

ଆଜି ପବିତ୍ର ସୁନାବେଶ:ବାହୁଡ଼ା ଯାତ୍ରା ସମୟରେ ଅଣନିଶ୍ବାସୀ ହୋଇ ଜଣଙ୍କର ମୃତ୍ୟୁ

ପୁରୀ : ଆଜି ଆଷାଢ଼ ଶୁକ୍ଳ ଏକାଦଶୀ ତିଥିରେ ମହାପ୍ରଭୁଙ୍କର ପବିତ୍ର ସୁନାବେଶ ଅନୁଷ୍ଠିତ ହେବ l ମହଣ ମହଣ ସୁନାରେ ଛାଉଣି ହେବେ ମହାପ୍ରଭୁ lସୁନାବେଶ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ଅନୁଯାୟୀ,...

ମହିଳା ସାଂସଦଙ୍କ ସହ ଦୁର୍ବ୍ୟବହାର ଅଭିଯୋଗ, କଲ୍ୟାଣ ବାନାର୍ଜୀ ନିଲମ୍ବିତ

ନୂଆଦିଲ୍ଲୀ: ତୃଣମୂଳ କଂଗ୍ରେସ (ଟିଏମସି) ସାଂସଦ କଲ୍ୟାଣ ବାନାର୍ଜୀ ମହିଳା ସାଂସଦମାନଙ୍କ ପ୍ରତି ଆପତ୍ତିଜନକ ଭାଷା ବ୍ୟବହାର ଓ ଦୁର୍ବ୍ୟବହାର ଅଭିଯୋଗରେ ସମଗ୍ର ମୌସୁମୀ ଅଧିବେଶନରୁ ତାଙ୍କୁ ନିଲମ୍ବିତ କରାଯାଇଛି। ମିଳିଥିବା ସୂଚନା...