ଓଡିଶା ବନ୍ଦକୁ ବିଜେପି କୃଷକ ମୋର୍ଚ୍ଚାର ସମର୍ଥନ
ଗୁରୁବାର ନବ ନିର୍ମାଣ କୃଷକ ସଂଘ ପକ୍ଷରୁ ଓଡିଶା ବନ୍ଦ ଡାକରା ଦିଆଯାଇଛି. ଏହି ବନ୍ଦକୁ ବିଜେଡି ଛଡା ବିଜେପି ଓ କଂଗ୍ରେସ ସମର୍ଥନ ଦେଇଥିବା ବେଳେ ବିଜେଡି ସରକାର ଚାଷୀଙ୍କ ଗଣତାନ୍ତ୍ରିକ ଅଧିକାରକୁ ଛଡାଇ ନେଇପାରିବେ ନାହିଁ ବୋଲି...
16 ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା….
16 ଘଣ୍ଟା ପରେ ବୋରୱେଲରୁ ଉଦ୍ଧାର ହେଲା ଶିଶୁ. ପୁନେର ଥୋରାଣ୍ଡଲେ ଗାଁରେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି. ସୂଚନା ଅନୁସାରେ, ବୁଧବାର ସନ୍ଧ୍ୟାରେ ରବି ପଣ୍ଡିତ ଭିଲ ନାମକ ଜଣେ 6 ବର୍ଷର ଶିଶୁ ଖେଳୁଥିବା ସମୟରେ...
ବରଗଡରେ ମୁଖ୍ୟମନ୍ତ୍ରୀ : ଗଙ୍ଗାଧର ମେହେର ଉଠା ଜଳସେଚନ ପ୍ରକଳ୍ପର ଭିତ୍ତିପ୍ରସ୍ତର ସ୍ଥାପନ
ବରଗଡ ସୋହେଲାରେ ବିଶାଳ ଚାଷୀ ମହାସମାବେଶକୁ ଉଦବୋଧନ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ. କାଳିଆ ଯୋଜନାରେ ଚାଷୀଙ୍କୁ ଦ୍ୱିତୀୟ ପର୍ଯ୍ୟାୟ ଟଙ୍କା ବାଣ୍ଟିବା ସହ କାଳିଆ କେବଳ ଓଡିଶା ନୁହେଁ, ସମଗ୍ର ଦେଶର ଚାଷୀଙ୍କ ପାଇଁ ଏକ ଆଦର୍ଶ ଯୋଜନା...
ଆସିଲା ‘କେଶରୀ’ ଟ୍ରେଲର
ଖିଲାଡୀ ଅକ୍ଷୟ କୁମାରଙ୍କ ଫିଲ୍ମ ‘କେଶରୀ’ର ଟ୍ରେଲର ରିଲିଜ ହୋଇଯାଇଛି. ଏହି ଫିଲ୍ମରେ ଅକ୍ଷୟ ଯୋଦ୍ଧା ଭୂମିକାରେ ନଜର ଆସିଛନ୍ତି ଏବଂ ତାଙ୍କ ବିପକ୍ଷରେ ନଜର ଆସିଛନ୍ତି ଅଭିନେତ୍ରୀ ପରିଣିତି ଚୋପ୍ରା. ଏହାର ନିର୍ଦ୍ଦେଶନା ଅନୁରାଗ ସିଂ ଦେଇଥିବା ବେଳେ...
ପୁଲୱାମାଠାରୁ ବଡ ଆକ୍ରମଣ ପାଇଁ ଚାଲିଛି ଷଡଯନ୍ତ୍ର
ପୁଲୱାମା ଆକ୍ରମଣ ଘଟଣା ଦେଶବାସୀଙ୍କ ମନରୁ ନଲିଭୁଣୁ ପୁଣି ଏକ ବଡ଼ ଧରଣର ଆକ୍ରମଣ ପାଇଁ ଷଡ଼ଯନ୍ତ୍ର କରିଛି ଜୈଶ-ଏ-ମହମ୍ମଦ । ଏଥିପାଇଁ ସଜାଗ ରହିବାକୁ ଭାରତୀୟ ଗୁଇନ୍ଦା ବିଭାଗ ସୁରକ୍ଷାବାହିନୀକୁ ସତର୍କ କରାଇ ଦେଇଛି । ଜୈଶ-ଏ-ମହମ୍ମଦ ସଂଗଠନ...
ଭୂତଳ ରାସ୍ତା ଦାବିରେ ରେଳ ରୋକ
ବିଷମ କଟକ ବ୍ଲକ କେରାଣ୍ଡିଗୁଡାରେ ରେଳରୋକ କରିଛନ୍ତି ସ୍ଥାନୀୟ ଲୋକେ. କେରାଣ୍ଡିଗୁଡା-କଳିପଙ୍ଗା ରାସ୍ତାରେ ଯାଇଥିବା ରେଳ ଧାରଣାରେ ଭୂତଳ ରାସ୍ତା ନିର୍ମାଣ ଦାବି ନେଇ ରେଳରୋକ କରିଛନ୍ତି ଅଞ୍ଚଳବାସୀ. ଫଳରେ ଉଭୟ ପଟୁ ଆସୁଥିବା ମାଲବାହୀ ଟ୍ରେନ ଅଟକି ରହିଛି....
ଅଜଣା ଯୁବତୀଙ୍କ ମୃତ ଦେହ ଉଦ୍ଧାର
ରାୟଗଡା ଜିଲ୍ଲା ଟିକିରି ଥାନା ଅନ୍ତର୍ଗତ ମୁସୁରିପଦର ଗାଁ ନିକଟ ଟ୍ରେନ ଲାଇନରୁ ଜଣେ ଯୁବତୀଙ୍କ ମୃତ ଦେହ ଉଦ୍ଧାର ହୋଇଛି. ବୁଧବାର ଅପରାହ୍ନରେ ଯୁବତୀ ଜଣକ ଟ୍ରେନ ଲାଇନରେ ମରି ପଡିଥିବା ସ୍ଥାନୀୟ ଲୋକେ ଦେଖିବାକୁ ପାଇଥିଲେ. ପରେ...
ସି.ପି.ଆଇ.ଏମ.ଏଲ.ର ଜନ ସଂକଳ୍ପ ସମାବେଶ
ସିପିଆଇଏମଏଲ ଲିବରେସନ କମିଟି ପକ୍ଷରୁ ରାୟଗଡା ଗୁଣପୁରରେ ଜନ ସଂକଳ୍ପ ସମାବେଶ ଅନୁଷ୍ଠିତ ହୋଇଯାଇଛି. ଗଣତନ୍ତ୍ର ବଞ୍ଚାଅ, ସମ୍ବିଧାନ ବଞ୍ଚାଅକୁ କେନ୍ଦ୍ର କରି ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛି ସି.ପି.ଆଇ. କଶ୍ମୀର ଘଟଣାରେ କେନ୍ଦ୍ର ସରକାର...
12 ଘଣ୍ଟିଆ ଓଡିଶା ବନ୍ଦ
ପ୍ରାଇସ, ପ୍ରେଷ୍ଟିଜ ଓ ପେନସନ ଦାବିରେ ଗୁରୁବାର 12 ଘଣ୍ଟିଆ ଓଡିଶା ବନ୍ଦ ଡାକରା ଦେଇଛି ନବ ନିର୍ମାଣ କୃଷକ ସଂଗଠନ. ମାଷ୍ଟରକ୍ୟାଣ୍ଟିନ ଛକରେ ଚାଷୀମାନେ ଧାରଣା ଦେଇଛନ୍ତି. କୃଷକ ସଂଗଠନ ପକ୍ଷରୁ ସବୁ ଜିଲ୍ଲାରେ ଏହାର ପ୍ରଭାବ ଦେଖିବାକୁ...
ବିଜେପିର କାମ କମ୍ କଥା ବେଶି
ନିଯୁକ୍ତି ନେଇ ମୋଦି ସରକାରଙ୍କୁ ଟାର୍ଗେଟ କରିଛି ବିଜେଡି । ବର୍ଷକୁ ୨ କୋଟି ନିଯୁକ୍ତି ୫ ବର୍ଷ ମଧ୍ୟରେ ଦେଶରେ ୧୦ କୋଟି ନିଯୁକ୍ତି ଦେବା ପାଇଁ ନିର୍ବାଚନୀ ପ୍ରତିଶ୍ରୁତି ଦେଇଥିଲେ ମୋଦି ସରକାର । କିନ୍ତୁ ମିଳିଛି...

















