ଭୁଶୁଡିଲା ପାଣି ଟାଙ୍କି: ଭାଙ୍ଗି ରୁଜି ଚୁରମାର ହେଲା ଅଫିସ
ରାଉରକେଲା ଟାଉନସିପରେ ଅଘଟଣ । ୭୦ ଫୁଟ୍ ଉଚ୍ଚର ପାଣି ଟାଙ୍କି ଭୁଶୁଡି ପଡିବାରୁ ୱେସ୍କୋ ଅଫିସ୍ ଚୁରମାର ହୋଇଯାଇଛି । ଏଥିରେ କିଛି ଲୋକ ଆହତ ହେବା ସହ ଘଟଣାସ୍ଥଳରେ ବାଇକ୍ ଓ ସାଇକଲ୍ ସବୁ ଭାଙ୍ଗିଯାଇଥିବା ଜଣାପଡିଛି...
ଚୁମ୍ବନ ଦେଇ ଚିକିତ୍ସା କରୁଥିବା ଚୁମା ବାବା ଗିରଫ
ମହିଳାଙ୍କୁ ଚୁମ୍ବନ ଦେଇ ଲୋକଙ୍କ ରୋଗ ଭଲ କରିଦେଉଛନ୍ତି ବୋଲି ଦାବୀ କରୁଥିବା ଆତ୍ମଘୋଷିତ ଚୁମା ବାବାଙ୍କୁ ପୋଲିସ ଗିରଫ କରିଛି । ଆସାମ ମୋରି ଗାଁର ରାମ ପ୍ରକାଶ ଚୌହାନ ନାମକ ଜଣେ ଭଣ୍ଡ ବାବାଙ୍କୁ ବୁଧବାର ପୋଲିସ...
ଘରେ କିଭଳି ପ୍ରସ୍ତୁତ କରିବେ ତାୱା ପିଜ୍ଜା
ଆବଶ୍ୟକ ସାମଗ୍ରୀ-
1ଟି କଟାଯାଇଥିବା ଟମାଟୋ,1ଟି କଟାଯାଇଥିବା ପିଆଜ, 1ଟି କ୍ୟାପସିକମ,ପିଜ୍ଜା ଚୀଜ, ପିଜ୍ଜା ସସ୍, 1 କପ ପନିର, ଲଙ୍କା ଗୁଣ୍ଡ, ହଳଦୀ ଗୁଣ୍ଡ,ଗରମ ମସଲା, ମଇଦା, ଦହି, ବେକିଂ ସୋଡା, ବେକିଂ ପାଉଡର, କଳା ଲୁଣ, ଅଦା ପେଷ୍ଟ,ସୋରିଷ...
ଦେଶରେ ଆରମ୍ଭ ହେବ ପୋର୍ଟେବଲ୍ ପେଟ୍ରୋଲ ପମ୍ପ
ଗାଁ ଏବଂ ସହରରେ ପୋର୍ଟେବଲ ପେଟ୍ରୋଲ ପମ୍ପରୁ ପେଟ୍ରୋଲ ବିକ୍ରି ଜଲଦି ଆରମ୍ଭ ହେବାକୁ ଯାଉଛି. ଏଥିପାଇଁ ଦେଶରେ ଏହାର ନିର୍ମାଣ କାର୍ଯ୍ୟ ବହୁତ ଜଲଦି ଆରମ୍ଭ ହେବ ଏବଂ ଏଥିପାଇଁ 1600 କୋଟି ଟଙ୍କା ନିବେଶ କରାଯିବ. ପୋର୍ଟେବଲ...
ଛେଳି ସହ ସେଲଫି ମନା !
କିଛି ବର୍ଷ ହେବ ସୋସିଆଲ୍ ମିଡିଆରେ ଛେଳିଙ୍କୁ ବଳୀ ଦେବାର ଦୃଶ୍ୟକୁ ଖୋଲାଖୋଲି ଭାବେ ପ୍ରଦର୍ଶିତ କରାଯାଉଥିଲା. ବୁଧବାର ସାରାଦେଶ ଇଦ୍ ପାଳୁଥିବାବେଳେ ଉତ୍ତରପ୍ରଦେଶରେ ଖାଦ୍ୟପାଇଁ ପଶୁହତ୍ୟାକୁ ବନ୍ଦ କରାଯାଇଛି. ପଶୁଙ୍କୁ ବଳୀଦେବା ସମୟରେ ଫଟୋ ଉଠାଇବାକୁ ନିଷେଦ୍ଧ କରାଯାଇଛି....
ଆତ୍ମହତ୍ୟା ପାଇଁ ବାଛିଲେ ଅଜବ ରାସ୍ତା
ଆତ୍ମହତ୍ୟା ପାଇଁ ଯୁବକଙ୍କର ଅଜବ ମାନସିକତା। ଏଭଳି ଜଣେ ମାନସିକ ବିକାରଗ୍ରସ୍ତ ଯୁବକ ଆତ୍ମହତ୍ୟା କରିବାକୁ ବାଛିଲେ ବିଦ୍ୟୁତ ଖୁଣ୍ଟି। ଏଭଳି ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବ୍ରହ୍ମପୁର ଷ୍ଟେସନରେ । କିଛି ନ ବୁଝି ସେ ପ୍ଲାଟଫର୍ମରେ ଥିବା...
ପୋଖରୀରେ ଖସିପଡିଲା ବିଦ୍ୟୁତ ତାର ,୧୦ ରୁ ଅଧିକ ଆହତ
ପୋଖରୀରେ ଗାଧେଇଲାବେଳେ ଖସିପଡଲା ବିଦ୍ୟୁତ୍ ତାର । ଗଞ୍ଜାମ ଜିଲ୍ଲା ଗୁଡଆଳି ଗାଁ ରେ ଥିବା ଝୋଲରି ପୋଖରୀରେ ବୁଧବାର ଏହି ଅଘଟଣ ଘଟିଛି । ଘଟଣା ସ୍ଥଳରେ ଅଗ୍ନିଶମବାହିନୀ ପହଞ୍ଚ ଲୋକମାନଙ୍କୁ ଉଦ୍ଧାର କରିଛି । ଆହତମାନଙ୍କୁ ଆସିକା...
Come Funziona RabbitReel: Registrazione, Giochi e Offerte
RabbitReel è una piattaforma di gioco online emergente che sta guadagnando popolarità tra gli appassionati di iGaming. Con un'estetica coinvolgente e una vasta selezione di giochi, questo casinò si...
ସିଗାରେଟ୍ ଛାଡିବା ପାଇଁ ମିଳିବ ମାଗଣା ପରାମର୍ଶ
କେନ୍ଦ୍ର ସ୍ୱାସ୍ଥ୍ୟ ମନ୍ତ୍ରାଳୟର ସତର୍କ ସୁଚନା । ଆସନ୍ତା ୧ତାରିଖରୁ ସିଗାରେଟ୍ ଓ ତମ୍ବାଖୁ ପ୍ୟାକେଟ୍ରେ ରହିବ ଟୋଲ୍ ଫ୍ରି ନମ୍ବର । ଏଥିରେ ସହାୟତା ନମ୍ବର ୧୮୦୦-୧୧-୨୩୫୬ ସହିତ ପ୍ରତ୍ୟୋକ ସିଗାରେଟ୍ ଓ ତମ୍ବାଖୁ ପ୍ୟାକେଟ୍ରେ ‘ଟବାକୋ କଜେସ୍...
ସ୍ୱର୍ଣ୍ଣ ଆଣିଲେ ସୌରଭ
ଏସିଆନ ଗେମ୍ସରେ ତୃତୀୟ ଦିନରେ ଭାରତ ପାଇଁ ଗୌରବ ଆଣିଛନ୍ତି ୧୬ ବର୍ଷୀୟ ସୁଟର ସୌରଭ ଚୌଧୁରୀ। ପୁରୁଷଙ୍କ ୧୦ ମିଟର ଏୟାର ପିସ୍ତଲ ପ୍ରତିଯୋଗିତାରେ ସୌରଭ ମଙ୍ଗଳବାର ସ୍ୱର୍ଣ୍ଣ ପଦକ ହାସଲ କରିଛନ୍ତି। ସୌରଭ ଏହି ପ୍ରତିଯୋଗିତାରେ ୨୪୦.୭...






