ପ୍ରଥମେ ଆଖି ଆଉ ତାପରେ ଓଠ । ଆଖିର ଏକ୍ସପ୍ରେସନ ପାଇଁ ରାତାରାତି ଷ୍ଟାର ହୋଇଥିବା ପ୍ରିୟା ପ୍ରକାଶ ଏବେ ଓଠକୁ ନେଇ ଚର୍ଚ୍ଚାରେ । ପ୍ରିୟା ନିଜର କୋ-ଷ୍ଟାର ରୋଶନ ଅବ୍‌ଦୁଲଙ୍କ ସହ କିସିଂ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ଭାଲେଣ୍ଟାଇନ୍ସ ୱିକ୍ ଚାଲିଥିବାବେଳେ ଏହି କିସିଂ ଭିଜୁଆଲ ଯୁବପୀଢିଙ୍କୁ ମତୁଆଲା କରିଛି । ତେବେ ରିଲିଜ ହେବାକୁ ଥିବା ପ୍ରିୟାଙ୍କ ଅଭିନୀତ ଫିଲ୍ମ ‘ଓରୋ ଆଡାର’ର ଗୀତ ଫ୍ରିକ୍‌ ପିଲ୍ଲାର ଏବେ ତେଲୁଗୁ ଭର୍ସନ ରିଲିଜ୍‌ ହୋଇଛି ।

LEAVE A REPLY

Please enter your comment!
Please enter your name here