ଲାଖମି ଫ୍ୟାସନ ଓ୍ୱିକ୍ ରେ ନେହା ଧୂପିଆ ଓ ଅଙ୍ଗଦ୍ ବେଦୀ ରାମ୍ପ ଓ୍ୱାକ୍ କରିଛନ୍ତି । ଗର୍ଭାବସ୍ଥାରେ ନେହାଙ୍କର ଏହା ପ୍ରଥମ ରାମ୍ପ ଓ୍ୱାକ୍ । ପୂର୍ବରୁ କରୀନା କପୁର ଖାନ୍ ବେବି ବମ୍ପ ସହ ଏଭଳି ରାମ୍ପ ଶୋ ରେ ନଜର ଆସିଥିଲେ । ଶନିବାର ଦିନ ନେହା ଓ ଅଙ୍ଗଦ୍ ଫେସନ ଡିଜାଇନର ପାୟଲ ସିଙ୍ଘଲଙ୍କ ପାଇଁ ଏହି ଓ୍ୱାକ୍ କରିଥିଲେ । ନେହା ଲେହେଙ୍ଗା ସହ ଡିପ୍ ମେକଅପ୍ ଓ ସୁନ୍ଦର ଚୁଡ଼ି ପିନ୍ଧିଥିଲେ । ଅଙ୍ଗଦ୍ ମ୍ୟାଚିଙ୍ଗ ଶେରଓ୍ୱାନୀ ପିନ୍ଧିଥିଲେ ।

 

LEAVE A REPLY

Please enter your comment!
Please enter your name here