ଆଉ ଆମ ଗହଣରେ ନାହାଁନ୍ତି ଯାତ୍ରା କଳାକାର ଏବଂ ଯାତ୍ରାର ଫେମସ ଚେହେରା ଭିକୁ ସେଠ୍ । ୫୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ତାଙ୍କୁ ଚୌଦାରରୁ କଟକ ହସ୍ପିଟାଲ ନେବା ବାଟରେ ତାଙ୍କର ମୃତ୍ୟୁ ହୋଇଛି । ଶାଗୁଣା ବସିଛି ଡେଣା ମେଲାଇ ଯାତ୍ରା ତାଙ୍କୁ ଦେଇଥିଲା ଅନେକ ସଫଳତା ।

LEAVE A REPLY

Please enter your comment!
Please enter your name here