ବଲିଉଡର ଭେଟେରାନ ଅଭିନେତା ଦିଲ୍ଲୀପ କୁମାର ଅସୁସ୍ଥ ହୋଇପଡିବାରୁ ତାଙ୍କୁ ବୁଧବାର ମୁମ୍ବାଇ ସ୍ଥିତ ଲୀଳାବତୀ ହସ୍ପିଟାଲରେ ଭର୍ତ୍ତୀ କରାଯାଇଥିଲା । ଏବେ ତାଙ୍କ ଅବସ୍ଥା ସୁଧାର ଆସିଥିବା ଜଣାପଡିଛି । ସୁଚନାଅନୁଯାୟୀ ୯୫ ବର୍ଷୀୟ ଏହି ଅଭିନେତା ଛାତିରେ ଯନ୍ତ୍ରଣା ଅନୁଭବ କରିବାରୁ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ନିଶ୍ୱାସ ନେବାରେ ତାଙ୍କୁ କଷ୍ଟ ଅନୁଭବ ହେଉଥିବାରୁ ଡାକ୍ତର ତାଙ୍କୁ ଅଭଜରଭେସନରେ ରଖଥିବା ଦିଲ୍ଲୀପଙ୍କ ଅଫିସିଆଲ ଟୁଇଟରରେ ପ୍ରକାଶ କରାଯାଇଛି ।

LEAVE A REPLY

Please enter your comment!
Please enter your name here