Home Entertainment ପାରମ୍ପରିକ ଲୁକ୍ ରେ ଅନୁଷ୍କା Entertainment ପାରମ୍ପରିକ ଲୁକ୍ ରେ ଅନୁଷ୍କା By Takshak Bureau - September 20, 2018 300 0 Facebook Twitter Google+ Pinterest WhatsApp ଅଭିନେତ୍ରୀ ଅନୁଷ୍କା ଶର୍ମା ବର୍ତ୍ତମାନ ନିଜର ଫିଲ୍ମ ‘ସୁଇଧାଗା’ର ପ୍ରମୋସନରେ ବ୍ୟସ୍ତ ଅଛନ୍ତି. ବୁଧବାର ଅନୁଷ୍ଠିତ ହୋଇଥିବା 34 ତମ ପ୍ରିୟଦର୍ଶିନୀ ଏକାଡେମୀ ଗ୍ଲୋବାଲ୍ ଆୱାର୍ଡ ଉତ୍ସବରେ ଅନୁଷ୍କା ନଜର ଆସିଥିଲେ. ତେବେ ବନାରସୀ ଶାଢିରେ ବେଶ୍ ସୁନ୍ଦର ଲାଗୁଥିଲେ ଅନୁଷ୍କା. ଯଦିଓ ଅନୁଷ୍କାଙ୍କୁ ପୂର୍ବରୁ ବହୁତଥର ଶାଢିରେ ଦେଖିବାକୁ ମିଳିଛି ହେଲେ ଏହି ଆୱାର୍ଡ ଉତ୍ସବରେ ତାଙ୍କର ଅନ୍ଦାଜ ଟିକେ ଅଲଗା ପ୍ରକାରର ଥିଲା. ଏହି ସୋ’ ରେ ଅନୁଷ୍କା ଗୋଲ୍ଡେନ କଲର ବନାରସୀ ଶାଢି ପିନ୍ଧିଥିଲେ. ଯାହାଦ୍ୱାରା ସମସ୍ତଙ୍କ ନଜର ତାଙ୍କ ଉପରେ ଅଟକିଥିଲା. ଅନୁଷ୍କାଙ୍କ ଏହି ଲୁକ୍ ସୋସିଆଲ ମିଡିଆରେ ଭାଇରାଲ ହେଉଛି. ତେବେ ଏହି ଶାଢିକୁ କୌଣସି ସ୍ପେଶାଲ ଡିଜାଇନର ନୁହେଁ ବରଂ ଲୋକାଲ କାରିଗର ତିଆରି କରିଥିବା ଜଣାପଡିଛି. RELATED ARTICLESMORE FROM AUTHOR Entertainment ପୁଷ୍ପା-ଟୁ ପ୍ରିମିୟର ସୋ ଦଳଚକଟାରେ ମୃତକଙ୍କ ପରିବାରକୁ ମିଳିବ ଦୁଇକୋଟି Entertainment ତକ୍ଷକ ଟିଭି ପକ୍ଷରୁ ‘ଜଗନ୍ନାଥ ହୋ ..’ ଗ୍ରାଣ୍ଡ ଫିନାଲେ : ଶ୍ରୀଜଗନ୍ନାଥଙ୍କ ଭଜନ ଗାଇ ଭକ୍ତି ନୈବେଦ୍ୟ ଅର୍ପଣ କଲେ କୁନି ଓ କିଶୋର ପ୍ରତିଯୋଗୀ Entertainment ସତ୍ୟବ୍ରତଙ୍କୁ ଜାତୀୟ ଶ୍ରେଷ୍ଠ କଣ୍ଠଶିଳ୍ପୀ ସମ୍ମାନ -୨୦୨୪ LEAVE A REPLY Cancel reply Please enter your comment! Please enter your name here You have entered an incorrect email address! Please enter your email address here Save my name, email, and website in this browser for the next time I comment. - Advertisement - Latest article ଫେବୃଆରୀରୁ ଲାଗୁ ହେବ ଆୟୁଷ୍ମାନ ଭାରତ Takshak Bureau - December 30, 2024 0 ଆସନ୍ତା ଫେବୃଆରୀରୁ ଲାଗୁ କେନ୍ଦ୍ର ସରକାରଙ୍କ ଆୟୁଷ୍ମାନ ଭାରତ । ନିର୍ବାଚନ ବେଳେ ଆଯୁଷ୍ମାନ ଭାରତ ଯୋଜନା ଲାଗୁ କରିବାକୁ ପ୍ରତିଶ୍ରୁତି ଦେଇଥିଲା ବିଜେପି । ଏବେ କ୍ଷମତାସୀନ ହେବାର ଛମାସ ପରେ... ପଦ୍ମ ବିଜେତାଙ୍କୁ ମିଳିବ ମାସକୁ 30 ହଜାର Takshak Bureau - November 9, 2024 0 ରାଜ୍ୟ ସରକାରଙ୍କ ବଡ ନିଷ୍ପତ୍ତି । ରାଜ୍ୟର ପଦ୍ମ ବିଜେତାଙ୍କୁ ପ୍ରତିମାସରେ 30 ହଜାର ଟଙ୍କା ଲେଖାଁଏ ପ୍ରଦାନ କରିବାକୁ ନିଷ୍ପତ୍ତି ନେଇଛନ୍ତି ରାଜ୍ୟ ସରକାର । ଉଲ୍ଲେଖନୀୟ ଅବଦାନ ପାଇଁ କେନ୍ଦ୍ର... ଆଇନ୍ ବୃତ୍ତି ବିଶ୍ୱର ଉତ୍ତମ ପେସା : ଜଷ୍ଟିସ୍ ମିଶ୍ର Takshak Bureau - September 23, 2024 0 ଭୁବନେଶ୍ୱର, ୨୩/୦୯ : ଆଇନ୍ ବୃତ୍ତିରେ ବିଭିନ୍ନ ସୁଯୋଗ ରହିଥିବାରୁ ଏହା ଅନେକ ପ୍ରତିଭାଶାଳୀ ଛାତ୍ରଛାତ୍ରୀଙ୍କୁ ଆକର୍ଷିତ କରୁଛି ଏବଂ ଏହା ବିଶ୍ୱର ସବୁଠାରୁ ଉତ୍ତମ ପେସା ବୋଲି କହିଛନ୍ତି ଓଡ଼ିଶା ହାଇକୋର୍ଟର...