କ୍ୟାନସର ସହ ଲଢେଇ କରୁଥିବା ବଲିଉଡ୍ ଅଭିନେତ୍ରୀ ସୋନାଲୀ ବ୍ରେନ୍ଦ୍ରେ ପ୍ରଥମଥର ପାଇଁ ନିଜ ପୁଅ ରଣବୀର ର 13 ତମ ଜନ୍ମଦିନରେ ସାମିଲ୍ ହୋଇପାରିନାହାନ୍ତି . ବର୍ତ୍ତମାନ ସେ ନିୟୁର୍କରେ କ୍ୟାନସର୍ ଚିକିତ୍ସା କରାଉଛନ୍ତି .ତେବେ ସେ ପୁଅର ଏହି ଖାସ୍ ଦିନରେ ନିଜର ଏକ ମମତାଭରା ଭିଡିଓ ସୋସିଆଲ୍ ମିଡିଆରେ ସେୟାର କରିଛନ୍ତି .ସେ ତାଙ୍କ ପୁଅକୁ ମେରା ସୁରଜ୍ , ମେରେ ଚାନ୍ଦ୍ , ମେରେ ତାରେଁ , ମେରେ ଆକାଶ ବୋଲି ସମ୍ବୋଧନ କରିଛନ୍ତି ଓ ରଣବୀରଙ୍କ ପାଇଁ ସୋନାଲୀ ନିଜକୁ ଗର୍ବିତ ମନେକରୁଥିବା ପ୍ରକାଶ କରିଛନ୍ତି .

LEAVE A REPLY

Please enter your comment!
Please enter your name here