ରିଲିଜ ହୋଇଛି ୟୋ ୟୋ ହନି ସିଂଙ୍କ ନୂଆ ମୁ୍ୟଜିକ ଭିଡିଓ ‘ଉର୍ବଶୀ’ । ତେବେ ଏହି ସଙ୍ଗରେ ସାହିଦଙ୍କ ସହ ଠୁମକା ଲଗାଇଛନ୍ତି କିଆରା ଆଡଭାନୀ । ଦୁଇ ଜଣଙ୍କ ଜବରଦସ୍ତ ଡ୍ୟାନ୍ସ ଏହି ସଙ୍ଗରେ ଦେଖିବାକୁ ମିଳିଛି । ଏ.ଆର. ରେହମାନଙ୍କ ଏହି ସୁପରହିଟ ଟ୍ରାକ୍ ‘ଉର୍ବଶୀ’ କୁ ନୂଆ ଶୈଳୀରେ ପ୍ରସ୍ତୁତ କରିଛନ୍ତି ହନି ସିଂ । ପ୍ରଥମ ଥର ପାଇଁ ସାହିଦ- କିଆରାଙ୍କ ଯୋଡି ଦେଖିବାକୁ ମିଳିଛି । ଏହି ପାର୍ଟି ସଙ୍ଗରେ କୋରିଓଗ୍ରାଫି କରିଛନ୍ତି ସଂଜୟ ସେଟ୍ଟି ।

LEAVE A REPLY

Please enter your comment!
Please enter your name here