ନିଜ ଗାଁ ଭିଟାମାଟି ଛାଡି ବୃତ୍ତି ପାଇଁ ବିଦେଶରେ ରହୁଛନ୍ତି ଅନେକ ଓଡିଆ । କିଏ ବିଶ୍ୱଦରବାରରେ ଓଡିଶାର କଳା ଓ ସଂସ୍କୃତିର ପ୍ରସାର ପ୍ରଚାର ଦିଗରେ କାର୍ଯ୍ୟ କରୁଛନ୍ତି ତ ଆଉ କିଏ ନିଜ ପ୍ରତିଭା ବଳରେ ସାରା ଦୁନିଆରେ ବିଛୁରିତ କରୁଛନ୍ତି ଓଡିଶାର ମହକ । ପ୍ରବାସରେ ରହୁଥିବା ଏମିତି କିଛି ପ୍ରତିଭାବାନ ବ୍ୟକ୍ତିତ୍ୱଙ୍କୁ ନେଇ ଆମର ଉପସ୍ଥାପନା, ପ୍ରବାସରେ ଓଡିଆ ମହକ. ଏଥରକ ଅଧ୍ୟାୟରେ ଦେଖନ୍ତୁ ଆମେରିକାରେ ରହୁଥିବା ଆଇଟି ପ୍ରଫେସନାଲ ଶିବ ରଞ୍ଜନ ମହାପାତ୍ରଙ୍କୁ ।

LEAVE A REPLY

Please enter your comment!
Please enter your name here