କିଛି ଦିନ ହେବ ବଲିଓଡକୁ ଗୋଟିକ ପରେ ଗୋଟିଏ ଧକ୍କା ଲାଗି ଚାଲିଛି । ଏବେ ସାମ୍ନାକୁ ଆସିଛି ଆଉ ଏକ ଦୁଃଖଦ ଘଟଣା । ଚର୍ଚ୍ଚିତ ଅଭିନେତ୍ରୀ ସୋନାଲି ବେନ୍ଦ୍ରେ କ୍ୟାନସର ରୋଗରେ ପୀଡିତ ଥିବା ଇନଷ୍ନ୍ଟାଗ୍ରାମରେ ପ୍ରକାଶ କରିଛନ୍ତି ନିଜେ ସୋନାଲି । ରକ୍ତ ପରୀକ୍ଷାରୁ ସେ ହାଇଗ୍ରେଡ୍ କ୍ୟାନସରରେ ପୀଡିତ ଥିବା ଜଣାପଡିବା ପରେ ତାଙ୍କ ଅଗଣିତ ଫ୍ୟାନ ତଥା ସମଗ୍ର ବଲିଓଡ୍ ସ୍ତବ୍ଧ ହୋଇପଡିଛି । କ୍ୟାନସରକୁ ଦୃଢତାର ସହ ସାମ୍ନା କରିବେ ବୋଲି କହିଛନ୍ତି ସୋନାଲି । ଆମେରିକାର ନ୍ୟୁୟର୍କ ସହରରେ ତାଙ୍କ ଚିକିତ୍ସା ଆରମ୍ଭ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here