ଖୋର୍ଦ୍ଧା ଏସପି ଅଜୟ ପ୍ରତାପ ସ୍ବାଇଁ କରୋନା ସଂକ୍ରମିତ I ଜିଲ୍ଲା ପୋଲିସ ମୁଖ୍ୟାଳୟର ଜଣେ କର୍ମଚାରୀଙ୍କ କରୋନା ପଜିଟିଭ ବାହାରିବା ପରେ ଅଫିସର ସବୁ କର୍ମଚାରୀଙ୍କ ସ୍ବାବ ଟେଷ୍ଟ କରାଯାଇଥିଲା I ଏଥିରେ ଏସପିଙ୍କର ପଜିଟିଭ ରିପୋର୍ଟ ଆସିଥିବା ଜଣାପଡିଛି I ସେହିପରି ସ୍ବାସ୍ଥ୍ୟ ବିଭାଗର ଦଶଜଣ କର୍ମଚାରୀଙ୍କ ସ୍ବାବ୍ ଟେଷ୍ଟ ପରେ ପଜିଟିଭ ଆସିଥିବା ଜଣାପଡିଛି I ସମସ୍ତ ସଂକ୍ରମିତଙ୍କୁ ଆଇସୋଲେସନରେ ରହିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି I

LEAVE A REPLY

Please enter your comment!
Please enter your name here