ହଁ, ଶରୀର ପାଇଁ କ୍ଷତିକାରକ ହୋଇଥାଏ ଫୁଲକୋବି. ଆଜି ଆମେ ଆପଣଙ୍କୁ ଏଭଳି ଏକ ଖବର ଦେବାକୁ ଯାଉଛୁ, ଯାହାକୁ ପଢିଲେ ଆପଣ ଫୁଲକୋବି ଖାଇବା ପୂର୍ବରୁ ଶହେଥର ଚିନ୍ତା କରିବେ. ଆମେ ସମସ୍ତେ ଜାଣିଛେ ଯେ, ପନିପରିବା ଖାଇବା ସ୍ୱାସ୍ଥ୍ୟପକ୍ଷେ ହିତକାରକ ଏବଂ ଏହାକୁ ଖାଇବା ଦ୍ୱାରା ଆମ ଶରୀର ସୁସ୍ଥ ରହିଥାଏ. ମାତ୍ର ଆପଣ ଜାଣିଛନ୍ତି କି, ସବୁ ଲୋକ ଫୁଲକୋବି ଖାଇବା ଦେହ ପାଇଁ କ୍ଷତିକାରକ ସାବ୍ୟସ୍ତ ହୋଇଥାଏ. ତେବେ ଆସନ୍ତୁ ଜାଣିବା କେଉଁ ବ୍ୟକ୍ତି ଫୁଲକୋବି ଖାଇବା ଉଚିତ୍ ନୁହେଁ. ସୁଗାର, କିଡନୀ ଓ ହୃଦୟ ସହ ଜଡିତ ଥିବା ରୋଗର ବ୍ୟକ୍ତିମାନେ ଫୁଲକୋବି ଖାଇବା ଉଚିତ୍ ନୁହେଁ. ହେଲଥ୍ ଏକ୍ସପର୍ଟଙ୍କ ମତ ଅନୁସାରେ, ସୁଗାର, କିଡନୀ ଓ ହୃଦୟ ସହ ଜଡିତ ଥିବା ଲୋକମାନଙ୍କ ପାଇଁ ଫୁଲକୋବି ଖାଇବା ଜହର ସହ ସମାନ ହୋଇଥାଏ. ଯଦି ସେହି ବ୍ୟକ୍ତିମାନେ ଏହାକୁ ବାରଣ ନ କରି ଫୁଲକୋବି ଖାଆନ୍ତି, ତାହେଲେ ଏହି ରୋଗ ଗମ୍ଭୀର ହେବାର ଆଶଙ୍କା ରହିଥାଏ. ଏହାଛଡା ଚର୍ମରୋଗରେ ଆକ୍ରାନ୍ତ ଥିବା ବ୍ୟକ୍ତିମାନେ ମଧ୍ୟ ଫୁଲକୋବି ଖାଇବା କଥା ଉଚିତ୍ ନୁହେଁ. ସେଥିପାଇଁ ସେହି ବର୍ଗର ବ୍ୟକ୍ତିମାନେ ସର୍ବଦା ଏହି କୋବିଠାରୁ ଦୂରେଇ ରହିବା ଉଚିତ୍.

LEAVE A REPLY

Please enter your comment!
Please enter your name here