ତିବତରେ ଇଲୋକ୍ଟ୍ରୋ ମାଗ୍ନେଟିକ୍ ମୁତୟନ କରିବ ଚାଇନା । ଡୋକଲାମକୁ ନେଇ ଭାରତ ଚାଇନା ମଧ୍ୟରେ ୨୦୧୭ରେ ଉତ୍ତେଜନା ପ୍ରକାଶ ପାଇଥିଲା । ଏହି ବିବାଦ ପରେ ଚାଇନା ଏବେ ପୁଣି ଥରେ ଆରମ୍ଭ କରିଛି ଦାଦାଗିରି ।  ଭାରତ ଉପରେ ନଜର ରଖିବା ପାଇଁ  ତିବତରେ ଚାଇନା ଇଲୋକ୍ଟ୍ରୋ ମାଗ୍ନେଟିକ୍ କାଟାପୁଲ୍ଟ ରକେଟ ମୁତୟନ କରିବାର ଯୋଜନା କରିଛି । ଏହାଦ୍ୱାରା ଭାରତ ପ୍ରତି ବିପଦ ବଢିବାର ଆଶଙ୍କା ରହିଛି ବୋଲି କୁହାଯାଉଛି ।  ଏହାସ୍ଥାପିତ ହୋଇଥିବା ସ୍ଥାନରୁ ସହଜରେ ଲକ୍ଷ୍ୟଭେଦ କରିବାକୁ ସକ୍ଷମ ହେବ । ଏହାକୁ ଚାଇନାର ରକେଟ ଫୋର୍ସକୁ ପ୍ରଦାନ କରାଯିବାର ଯୋଜନା ରହିଛି ।

LEAVE A REPLY

Please enter your comment!
Please enter your name here