ଏସସିଏସଟି ଆଇନ ଏବଂ ମରାଠା ଆନ୍ଦୋଳନ ପ୍ରସଙ୍ଗକୁ ନେଇ ବ୍ୟାକଫୁଟରେ ଥିବା ଭାରତୀୟ ଜନତା ପାର୍ଟି ପାଇଁ  କେନ୍ଦ୍ରମନ୍ତ୍ରୀ ନିତିନ ଗଡକରୀଙ୍କ  ବୟାନ ଅପ୍ରୀତିକର ପରିସ୍ଥିତି ସୃଷ୍ଟି କରିଛି । ଗଡକରୀଙ୍କୁ ନିଜ ବୟାନ ଉପରେ ସଫେଇ ଦେବା ପାଇଁ ପଡିଥିଲେ ମଧ୍ୟ ଦୋଷ ସ୍ବୀକାର କରିବାରେ ଢେର୍ ବିଳମ୍ବ କରିଛନ୍ତି. ଗଡକରୀଙ୍କୁ କଟୁ ସମାଲୋଚନା କରିଛନ୍ତି କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧି. ଗଡକରୀ ଏକ କାର୍ଯ୍ୟକ୍ରମରେ ଯୋଗ ଦେଇଥିବାବେଳେ ଆରକ୍ଷଣର ଆବଶ୍ୟକତା କଣ ହେବ ବୋଲି କହିଥିଲେ । ଦେଶରେ ରୋଜଗାର କାହିଁ ବୋଲି ରାହୁଲ ଗଡକରୀଙ୍କୁ ପ୍ରଶ୍ନ କରିଛନ୍ତି ।

LEAVE A REPLY

Please enter your comment!
Please enter your name here