କର୍ଲାମୁଣ୍ଡା : କଳାହାଣ୍ଡି ଜିଲ୍ଲା କର୍ଲାମୁଣ୍ଡା ବ୍ଲକ ସଦରଠାରେ ସାହିତ୍ୟ ଓ ସଂସ୍କୃତି ସଂସଦର ଏକ କବିତା ଆସର କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅନୁଷ୍ଠାନର ସମସ୍ତ କମକର୍ତ୍ତା ଉପସ୍ଥିତ ରହି ଗତ ବର୍ଷ ୨୦୧୯ ମସିହା ଫେବୃଆରୀ ୧୪ ତାରିଖରେ ହୋଇଥିବା ପୁଲୱାମା ଆତଙ୍କବାଦୀ ଆକ୍ରମଣରେ ଶହୀଦଜବାନ ମାନଙ୍କ ଉଦ୍ଦେଶ୍ୟରେ କ୍ୟାଣ୍ଡେଲ ଜଳାଇ ୨ ମିନିଟ ନିରବ ପ୍ରାର୍ଥନା କରି, ସେମାନଙ୍କ ସ୍ମୃତି ଚାରଣ କରିଥିଲେ । ଏବଂ ପରେ ଅନୁଷ୍ଠାନର ସମସ୍ତ କମକର୍ତ୍ତା ଓ ଅନୁଷ୍ଠାନର ସଭାପତି ନାଟ୍ୟଗୁରୁ ଶ୍ରୀଯୁକ୍ତ ଭାଗୀରଥୀ ଷଡଙ୍ଗୀ ଭାଲେଣ୍ଟାଇନ ଡେ ଅବସରରେ ପ୍ରେମର କିଛି ବାର୍ତ୍ତା ଦେଇଥିଲେ ।

LEAVE A REPLY

Please enter your comment!
Please enter your name here