ଜାତିସଂଘର ପୂର୍ବତନ ମହାସଚିବ ତଥା ନୋବେଲ ବିଜେତା କୋଫି ଆନନଙ୍କ ଦେହାନ୍ତ ହୋଇଛି। ୮୦ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି। ୧୯୩୮ ଘାନାରେ ଜନ୍ମ ଗ୍ରହଣ କରିଥିବା ଆନନ ଜାତିସଂଘର ସପ୍ତମ ମହାସଚିବ ଭାବେ କାର୍ଯ୍ୟ କରିଥିଲେ। ୧୯୯୭ରୁ ୨୦୦୬ ପର୍ଯ୍ୟନ୍ତ ସେ ଜାତିସଂଘର ମହାସଚିବ ଥିଲେ।

LEAVE A REPLY

Please enter your comment!
Please enter your name here