କେରଳ ବନ୍ୟା ପରିସ୍ଥିତିକୁ ଦେଖି କଂଗ୍ରେସର ସମସ୍ତ ଏମ୍ ପି ,ଏମଏଲଏ ଓ ଏମସିଏଲ ସେମାନଙ୍କ ଗୋଟିଏ ମଙ୍କସର ଦରମା ଦାନ କରିବେ ବୋଲି କହିଛନ୍ତି। ଦଳପକ୍ଷରୁ ସମରେଶ ସିଂ ଘୋଷଣା କରିଛନ୍ତି । କେରଳରେ ସୃଷ୍ଟି ହୋଇଥିବା ବନ୍ୟାରେ ଏପର୍ଯ୍ୟନ୍ତ ଶତାଧିକ ଲୋକ ପ୍ରାଣ ହରାଇଥିବାବେଳେ କୋଟି କୋଟି ଟଙ୍କାର ସମ୍ପତ୍ତି ନଷ୍ଟ ହୋଇଯାଇଛି ।

LEAVE A REPLY

Please enter your comment!
Please enter your name here