ଅମିତାଭ ବଚ୍ଚନଙ୍କ ପରିବାରର ୪ ଜଣଙ୍କୁ କରୋନା । ଐଶ୍ୱର୍ଯ୍ୟା ରାୟ ଓ ଝିଅ ଆରଧ୍ୟା ରାୟ କରୋନାରେ ଆକ୍ରାନ୍ତ । ରିପୋର୍ଟ ପଜିଟିଭ୍ ନେଇ ବିଏମସି ସରକାରୀ କମିଶନରଙ୍କ ସୂଚନା । କାଲି ଅମିତାଭ ଓ ପୁଅ ଅଭିଷେକ ବଚ୍ଚନ କରୋନାରେ ଆକ୍ରାନ୍ତ ହୋଇଛନ୍ତି । ଅମିତାଭଙ୍କ ପତ୍ନୀ ଜୟା ବଚ୍ଚନଙ୍କ କରୋନା ରିପୋର୍ଟ ନେଗେଟିଭ୍ ।ଅମିତାଭ ଓ ଅଭିଷେକ ବଚ୍ଚନ ନାନାବତୀ ହସ୍ପିଟାଲରେ ଚିକିତ୍ସାଧୀନ ।

LEAVE A REPLY

Please enter your comment!
Please enter your name here