ୱେଲିଂଟନ : ୱେଲିଂଟନରେ ଅନୁଷ୍ଠିତ ପ୍ରଥମ କ୍ରିକେଟ ମ୍ୟାଚରେ ଭାରତ ଶୋଚନୀୟ ପ୍ରଦର୍ଶନ କରିଛି I 2ଟି ମ୍ୟାଚ ବିସିଷ୍ଟ ଏହି ସିରିଜ ୱେଲିଂଟନର ବେସିନ ରିଜର୍ଭ ଠାରେ ଜାରି ରହିଛି Iଏହି ମ୍ୟାଚରେ ନ୍ୟୁଜିଲାଣ୍ଡ ,ଭାରତକୁ 10 ଓିକେଟରେ ପରାସ୍ତ କରିଛି Iପ୍ରଥମ ପାଳିରେ ଭାରତ 165 ରନରେ ଅଲଆଉଟ ହୋଇଯାଇଥିଲା I ଏହାର ଜବାବରେ ନ୍ୟୁଜିଲାଣ୍ଡ 348 ରନ କରିଥିଲା I ପରେ ଭାରତ 191 ରନରେ ଅଲଆଉଟ ହେବା ପରେ ବିଜୟ ପାଇଁ 9 ରନର ଆବଶ୍ୟକତା ଥିବାବେଳେ ନ୍ୟୁଜିଲାଣ୍ଡ ଏହି ମ୍ୟାଚକୁ ଅତି ସହଜରେ 10 ୱିକେଟରେ ଜିତି 2ଟି ମ୍ୟାଚ ବିଶିଷ୍ଠ ସିରିଜରେ 1-0ରେ ଅଗ୍ରଣୀ ରହିଛି I ଏହା ହେଉଛି ନ୍ୟୁଜିଲାଣ୍ଡର 100ତମ ଟେଷ୍ଟ ବିଜୟ I ଏହି ସିରିଜର ଦିତୀୟ ମ୍ୟାଚ ଫେବୃୟାରୀ 29 ତାରିଖ ଦିନ କ୍ରାଏଷ୍ଟ ଚର୍ଚ୍ଚର ହାଗଲେ ଓଭାଲ ଠାରେ ଖେଳାଯିବ I

LEAVE A REPLY

Please enter your comment!
Please enter your name here