ବାଙ୍ଗାଲୋର :ଏବେ କରୋନା ତାଲିକାରେ ଜଣେ ଗୁଗୁଲର କର୍ମଚାରୀ । ଗୁଗୁଲର ବାଙ୍ଗାଲୋର ଅଫିସରେ ଜଣେ କର୍ମଚାରୀ କରୋନା ଆକ୍ରାନ୍ତ ଥିବା ଜଣାପଡିଛି । ତାଙ୍କର ରକ୍ତ ନମୁନା ପଜିଟିଭ ଆସିଛି ବୋଲି ଗୁଗୁଲ ସ୍ପଷ୍ଟ କରିଛି । ସମ୍ପୃକ୍ତ କର୍ମଚାରୀଙ୍କୁ ଘରେ ରହି କାମ କରିବାକୁ ପରାମର୍ଶ ଦିଆଯାଇଛି ।

LEAVE A REPLY

Please enter your comment!
Please enter your name here