କରୋନାକୁ ରାଜ୍ୟ ବିପର୍ଯ଼୍ୟୟ ଭାବେ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ I ବିଧାନସଭାରେ କରୋନା ମୁକାବିଲା ସଂପର୍କରେ ସୂଚନା ଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏହା ଘୋଷଣା କରିଛନ୍ତି I ମାର୍ଚ୍ଚ 31 ତାରିଖ ପର୍ଯ଼୍ୟନ୍ତ ସରକାର ସ୍କୁଲ, କଲେଜ ବନ୍ଦ ରଖିବାକୁ ଘୋଷଣା କରିବା ସହ ସମସ୍ତ ସିନେମାହଲ ଓ ସୁଇମିଂପୁଲ୍ ବନ୍ଦ ରଖିବାକୁ ନିର୍ଦ୍ଦେଶ ଦେଇଛନ୍ତି I କରୋନା ମୁକାବିଲା ପାଇଁ ସରକାର 200 କୋଟି ଟଙ୍କା ବ୍ୟୟ ବରାଦ କରିଛନ୍ତି ବୋଲି ନବୀନ କହିଛନ୍ତି I

LEAVE A REPLY

Please enter your comment!
Please enter your name here