ଚୌକୀଦାର ଏବେ ନିଜକୁ ଚୋର ପ୍ରମାଣିତ କରିଛନ୍ତି.  ରାଫେଲ ଡିଲ୍ ପ୍ରସଙ୍ଗ ଉଠାଇ କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଏମିତି ଭାଷାରେ ଆରୋପ ଲଗାଇଛନ୍ତି. ଦି ହିନ୍ଦୁରେ ପ୍ରକାଶିତ ତଥ୍ୟ ଆଧାରରେ ରାହୁଲ କହିଛନ୍ତି 2015ରେ ରାଫେଲ ଡିଲରେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟର ହସ୍ତକ୍ଷେପ ନେଇ ପ୍ରତିରକ୍ଷା ମନ୍ତ୍ରଣାଳୟ ଆପତ୍ତି ଉଠାଇଥିଲା .ସମାନ୍ତରାଳ ଭାବେ ପ୍ରଧାନମନ୍ତ୍ରୀଙ୍କ କାର୍ଯ୍ୟାଳୟ ଅନୀଲ ଅମ୍ବାନୀଙ୍କ କଂପାନୀକୁ ଫାଇଦା ଦେବା ପାଇଁ କଥାବାର୍ତ୍ତା କରୁଥିଲା ବୋଲି ରାହୁଲ କହିଛନ୍ତି. ନିଜକୁ ଦେଶର ଚୌକୀଦାର କହୁଥିବା ପ୍ରଧାନମନ୍ତ୍ରୀ ମୋଦୀ ଏହି ତଥ୍ୟରୁ ଚୋର ପ୍ରମାଣିତ ହୋଇଛନ୍ତି ବୋଲି ସେ କହିଛନ୍ତି.

LEAVE A REPLY

Please enter your comment!
Please enter your name here