ନୋବେଲ ବିଜେତା ବିଶିଷ୍ଟ ଲେଖକ ଭିଏସ୍ ନାଇପଲଙ୍କର ଆଜି ପରଲୋକ ହୋଇଛି. ଲଣ୍ଡନସ୍ଥିତ ବାସଭବନରେ ସେ ଶେଷନିଶ୍ବାସ ତ୍ୟାଗ କରିଥିଲେ. ମୃତ୍ୟୁବେଳକୁ ତାଙ୍କୁ 85 ବର୍ଷ ବୟସ ହୋଇଥିଲା. 2001ରେ ସେ ସାହିତ୍ୟ ପାଇଁ ନୋବେଲ ପୁରସ୍କାର ପପାଇଥିଲେ. ଭାରତୀୟ ବଂଶୋଦ୍ଭବ ଏହି ବିିଶିଷ୍ଟ ଲେଖକଙ୍କର 30ରୁ ଅଧିକ ପୁସ୍ତକ ରହିଛି. ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଟୁଇଟ୍ କରି ଗଭୀର ଶୋକ ପ୍ରକାଶ କରିଛନ୍ତି.

LEAVE A REPLY

Please enter your comment!
Please enter your name here