2019 ନିର୍ବାଚନ ପାଇଁ ସବୁ ଦଳର ରାଜନୀତି ସରଗରମ ଥିବା ବେଳେ ବିଜେପିରେ ବଲିଉଡ୍ ଅଭିନେତ୍ରୀ ମାଧୁରୀ ଦୀକ୍ଷିତ ଯୋଗ ଦେବେ ବୋଲି ସୂଚନା ମିଳିଛି. ତେବେ ଚଳିତ ବର୍ଷ ଜୁନ୍ ରେ ବିଜେପି ଅଧ୍ୟକ୍ଷ ଅମିତ୍ ଶାହା ମାଧୁରୀଙ୍କୁ ନିଜ ଘରେ ଭେଟି ନରେନ୍ଦ୍ର ମୋଦିଙ୍କ ବିଷୟରେ ଅବଗତ କରାଇଥିଲେ ଏବଂ ରାଜନୀତି ସଂପର୍କିତ ସମସ୍ତ ତଥ୍ୟ ପ୍ରଦାନ କରିଥିଲେ. ବର୍ତ୍ତମାନ 2019ରେ ହେବାକୁ ଥିବା ନିର୍ବାଚନରେ ମାଧୁରୀ ପୁନେ ଲୋକସଭା ଆସନ ପାଇଁ ଲଢିବେ ବୋଲି ଘୋଷଣା କରାଯାଇଛି. ମାଧୁରୀଙ୍କ ନା କୁ ନେଇ ଦଳ ଗମ୍ଭୀର ଭାବରେ ବିଚାର କରୁଛି. ଅନ୍ୟପଟେ ମାଧୁରୀଙ୍କ ବିଜେପିରେ ଯୋଗ ଦେବା ନେଇ ରାଜନୀତିରେ ଚର୍ଚ୍ଚା ଜୋର ଧରିଲାଣି.

 

LEAVE A REPLY

Please enter your comment!
Please enter your name here