ଗତ ୨୪ ଘଣ୍ଟାରେ ଦେଶରେ ୭୫୮୪ ନୂଆ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । କାଲି ତୁଳନାରେ ଦେଶରେ ଆଚି ୪.୮ ପ୍ରତିଶତ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ଏବେ ସୁଦ୍ଧା ୪,୩୨,୦୫, ୧୦୬ କରୋନା ଆକ୍ରାନ୍ତ ଚିହ୍ନଟ ହେଲେଣି । ସବୁଠୁ ଅଧିକ ସଙ୍କ୍ରମିତ ମହାରାଷ୍ଟ୍ରରୁ ଚିହ୍ନଟ ହେଉଛନ୍ତି । ମହାରାଷ୍ଟ୍ରରୁ ସର୍ବାଧିକ ୨୮୧୩ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଥିବାବେଳେ କେରଳରୁ ୨୧୯୩ ପଜିଟିଭ୍‌, ଦିଲ୍ଲିରୁ ୬୨୨, କର୍ଣ୍ଣାଟକରୁ ୪୭୧, ହରିୟାଣାରୁ ୩୪୮ ସଙ୍କ୍ରମିତ ଚିହ୍ନଟ ହୋଇଛନ୍ତି । ସେହିପରି ଦିନକରେ ୨୪ ଜଣଙ୍କର ମୃତ୍ୟୁ ହୋଇଛି ।

LEAVE A REPLY

Please enter your comment!
Please enter your name here