ପାଖେଇ ଆସିଲାଣି ନିର୍ବାଚନ । ଭୋଟରଙ୍କୁ ଆକୃଷ୍ଟ କରିବାକୁ ବିଭିନ୍ନ ଦଳର ନେତା ନୂଆ ନୂଆ କୌଶଳ ଆରମ୍ଭ କରିଦେଇଛନ୍ତି । ମଥୁରାରୁ ବିଜେପି ଟିକେଟ ରେ ଲଢୁଥୁବା ବଲିଉଡ ଷ୍ଟାର ହେମାମାଳିନି ନିକଟରେ କ୍ଷେତରେ ଧାନ କାଟୁଥିବା ଏବଂ କୃଷକ ମାନଙ୍କୁ ସାହାଯ୍ୟ କରୁଥିବା ଭିଡିଓ ସୋସିଆଲ ମିଡିଆରେ ବେଶ୍ ଭାଇରାଲ ହୋଇଥିଲା । କିନ୍ତୁ ଏବେ ସେ କ୍ଷେତରେ ଟ୍ରାକ୍ଟର ଚଲାଇ କୃଷକ ଭୋଟରଙ୍କୁ ତାଙ୍କ ସପକ୍ଷକୁ ଆଣିବା ପାଇଁ ପ୍ରୟାସ କରିଛନ୍ତି । ଏବଂ ହାତରେ ପଦ୍ମ ଫୁଲ ଧରି ଜୋରସୋରରେ  ପ୍ରଚାର କରୁଥିବା ଦେଖିବାକୁ ମିଳିଛି ।

LEAVE A REPLY

Please enter your comment!
Please enter your name here