ଭୋଟର ପରିଚୟପତ୍ର ସହ ଆଧାର କାର୍ଡ ଲିଙ୍କ୍ ହେବ । ଲୋକସଭାରେ ଏ ସଂପର୍କିତ ନିର୍ବାଚନ ସଂଶୋଧନ ଆଇନ ପାରିତ ହୋଇଛି । ସଂଶୋଧିତ ବ୍ୟବସ୍ଥା ଅନୁସାରେ ଭୋଟର ପରିଚୟପତ୍ର ପଞ୍ଜିକରଣ ପାଇଁ ଆଧାରକାର୍ଡ ନମ୍ବର ବାଧ୍ୟତାମୂଳକ କରାଯାଇଛି । ଏହା ହେଲେ ଦେଶରେ ଫେକ୍ ଭୋଟରଙ୍କୁ ଚିହ୍ନଟ କରାଯାଇପାରିବ । ଭୋଟର ତାଲିକାରେ ନାଁ ଯୋଡିବାକୁ ହେଲେ ଅଥବା ସଂଶୋଧନ କରିବାକୁ ହେଲେ ଏଣିକି ଆଧାର ନମ୍ବର ଦେବାକୁ ହେବ ।

LEAVE A REPLY

Please enter your comment!
Please enter your name here