ପ୍ରକାଶ ପାଇଥିବା ୟୁପିଏସସି ପରୀକ୍ଷା ଫଳରେ ପ୍ରଦୀପ ସିଂହ ଟପ୍ପର ହୋଇଥିବା ବେଳେ ପ୍ରଥମ ଦଶଜଣଙ୍କ ଭିତରେ ଦୁଇଜଣ ଓଡିଆ ସ୍ଥାନ ପାଇଛନ୍ତି I ଅଷ୍ଟମ ସ୍ଥାନରେ ଅଭିଷେକ ସରାଫ ରହିଥିବା ବେଳେ ଦଶମ ସ୍ଥାନରେ ରହିଛନ୍ତି ସଂଜିତା ମହାପାତ୍ର I ଅନ୍ୟମାନଙ୍କ ମଧ୍ୟରେ 107 ରାଙ୍କରେ ଅଂଶୁମାନ ରାଜ, 120ରେ ଅନୁପ ଦାସ, 190ରେ ଶୈଳଜା ଦାସ, 202ରେ ରାହୁଲ ମିଶ୍ର, 225ରେ ହେମା ନାୟକ, 229ରେ ଆରୁଷି ମିଶ୍ର, 291ରେ ଆଶିଷ ଦାସ, 294ରେ ଅଜିତ ଶଙ୍କର ମିଶ୍ର, 300 ରାଙ୍କରେ ସୋନାଲି ମିଶ୍ର, 312ରେ ଦିବ୍ୟା ମିଶ୍ର,361ରେ ଅର୍ଘ୍ୟ ପଟ୍ଟନାୟକ, 379ରେ ଜୁବିନ ମହାପାତ୍ର, 441ରେ ସମୀର କୁମାର ଜେନା, 567ରେ ମାନସ ରଂଜନ ସାହୁ, 712ରେ ଶିବମ ମିଶ୍ର, 715ରେ ଓମପ୍ରସାଦ ମହାନ୍ତି, 819ରେ ବିଭୂତି ଭୂଷଣ ନାୟକ ସ୍ଥାନ ପାଇଛନ୍ତି I ଚଳିତବର୍ଷ ମୋଟଚ 829 ଜଣ ପରୀକ୍ଷାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି I

LEAVE A REPLY

Please enter your comment!
Please enter your name here