ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ରୁଷର ଆକ୍ରମଣ ଭିତରେ ଭାରତର ସହାୟତା ଲୋଡିଲା ୟୁକ୍ରେନ୍ । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କୁ ହସ୍ତକ୍ଷେପରେ ଅପିଲ କରିଛି ୟୁକ୍ରେନ୍ । ଋଷ ରାଷ୍ଟ୍ରପତିଙ୍କ ସହିତ ଭାରତର ଯେହେତୁ ଭଲ ସମ୍ପର୍କ ରହିଛି ସେଥିପାଇଁ ସହାୟତା ଲୋଡିଛି ୟୁକ୍ରେନ । ନୂଆଦିଲ୍ଲୀ ସ୍ଥିତ ୟୁକ୍ରେନ ଦୂତାବାସ ପକ୍ଷରୁ ସହାୟତା ଲୋଡାଗଲା । ସାଂପ୍ରତିକ ସ୍ଥିତିରେ ପ୍ରଧାନମନ୍ତ୍ରୀ ମୋଦିଙ୍କ ଭୂମିକା ଗୁରୁତ୍ୱପୂର୍ଣ୍ଣ କହିଲା ୟୁକ୍ରେନ । ରୁଷିଆ ସହ ଭାରତର ଭଲ ସମ୍ପର୍କ ରହିଛି । ଏଭଳି ସ୍ଥିତିରେ ପୁଟିନଙ୍କ ସହ ମୋଦିଙ୍କ ଆଲୋଚନା ଫଳପ୍ରଦ ରହିବ । ମାମଲାରେ ମୋଦି ହସ୍ତକ୍ଷେପ କରି ପୁଟିନଙ୍କ ସହ ଆଲୋଚନା କରିବାକୁ ଅପିଲ ।

LEAVE A REPLY

Please enter your comment!
Please enter your name here