ଲାଦାଖରେ ନ ଜଣ ଯବାନ ସହିଦ ହୋଇଛନ୍ତି । ଯବାନଙ୍କ ଗାଡି ଲାଦାଖର ଏକ ନଦୀ ଭିତରକୁ ଖସି ପଡିବା ଯୋଗୁ ନ ଜଣ ଯବାନ ସହିଦ ହୋିଥିବା ଜଣାପଡିଛି । ଲାଦାଖ ଠାରୁ 150 କିଲୋମିଟର ଦୂର କିୟାରିରେ ଏହି ଦୁର୍ଘଟଣା ଘଟିଛି । ମୃତକଙ୍କ ମଧ୍ୟରେ ଜଣେ ଜୁନିଅର କମିଶନ ଅଫିସର ଏବଂ 8 ଜଣ ଯବାନ ଥିବା କୁହାଯାଇଛି । ଦୁର୍ଘଟଣାସ୍ଥଳରେ ଉଦ୍ଧାର କାର୍ଯ୍ୟ ଚାଲିଛି ।

LEAVE A REPLY

Please enter your comment!
Please enter your name here