ଶାରଦା ଚିଟଫଣ୍ଡ ମାମଲାରେ ଆଜି କୋଲକାତା ପୁଲିସ କମିଶନର ରାଜୀବ କୁମାର ଶିଲଙ୍ଗ ସ୍ଥିତ ସିବିଆଇ ମୁଖ୍ୟାଳୟରେ ପହଁଞ୍ଚିଛନ୍ତି । ଘୋଟାଲା ସମ୍ପର୍କରେ ତାଙ୍କୁ ପଚରାଉଚୁରା କରାଯିବ । କୁମାରଙ୍କ ସହ ଅନ୍ୟ ତିନି ଜଣ ଆଇପିଏସ ଅଧିକାରୀ ମଧ୍ୟ ଉପସ୍ଥିତ ରହିଛନ୍ତି । ସିବିଆଇ ଟିମ ଆଜି ସକାଳେ ଶିଲାଙ୍ଗରେ ପହଁଞ୍ଚିଥିଲେ। କୁମାରଙ୍କୁ ପଚରାଉଚୁରା କରିବା ପାଇଁ ଡିଏସପି ତଥାଗତ ବର୍ଦ୍ଧନ ମଧ୍ୟ ସିବିଆଇ ମୁଖ୍ୟାଳୟରେ ପହଁଞ୍ଚିଛନ୍ତି ।

LEAVE A REPLY

Please enter your comment!
Please enter your name here