ମଙ୍ଗଳବାର ଭାରତୀୟ ସେନା ପ୍ରଖ୍ୟାତ ହିନ୍ଦି କବି ରାମଧାରୀ ସିଂଙ୍କ ଏକ କବିତା ଟ୍ୱିଟ୍ କରିଛନ୍ତି. ଯାହାର ସାରାଂଶ ହେଉଛି, ଶତ୍ରୁ ଆଗରେ କ୍ଷମାଶୀଳ ଓ ନମ୍ରତା ଦେଖାଇବା ଅର୍ଥ ଶତ୍ରୁ ତମକୁ ଭୀରୁ ବିବେଚନା କରିବ. ଯାହା କୌରବମାନେ ପାଣ୍ଡବଙ୍କ ପ୍ରତି କରିଥିଲେ. ଶାନ୍ତି ପ୍ରତିଷ୍ଠା ସେତେବେଳେ ହେବ, ଯେତେବେଳେ ତମେ ଶକ୍ତିଶାଳୀ ସ୍ଥିତିରେ ଥିବ ଏବଂ ଜିତିବାର ସାମର୍ଥ୍ୟ ଥିବ.

LEAVE A REPLY

Please enter your comment!
Please enter your name here